ଗଙ୍ଗା ଭଳି ପବିତ୍ର ହୋଇ ଥାଆନ୍ତି ଏହି ୬ ଟି ନାମର ଝିଅ, ଯେଉଁ ଘରକୁ ଯାଆନ୍ତି ତାହାକୁ ବନେଇ ଦିଅନ୍ତି ସ୍ଵର୍ଗ- Jyotish Shastra

ଏହି ଦୁନିଆରେ ବିଭିର୍ଣ୍ଣ ପ୍ରକାରର ଲୋକ ବାସ କରୁଛନ୍ତି । ସବୁ ବ୍ୟକ୍ତି ନିଜସ୍ୱ ଏକ ପରିଚୟ ରଖିଥାଏ । କିନ୍ତୁ କିଛି ଲୋକ ସବୁଠାରୁ ବହୁତ ପବିତ୍ର ହୋଇଥାନ୍ତି । ସେ ଜୀବନସାରା ପଵିତ୍ରତାରେ ହିଁ ବଞ୍ଚିଥାନ୍ତି । ସଦମାନେ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କ ସହ ଲିନ ହୋଇଜାନ୍ତି ।

କିଛି ଲୋକ ଅନ୍ୟମାନଙ୍କ ଠାରୁ ଦୂରରେ ରହିଥାନ୍ତି । ଅନ୍ୟ ମାନଙ୍କ ସହ ନମ୍ର ଭାବନା ରଖିଥାଆନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଆରୀ ୬ ଟି ନାଁ ଵାଲା ମହିଳାଙ୍କ ବିଷୟରେ ଜଣାଇବୁକି ଯେଉଁମାନେକି ସଦାସର୍ବଦା ଗଙ୍ଗା ଭଳି ପବିତ୍ର ଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେମାନଙ୍କର ବିଷୟରେ ।

୧ – A ନାମ ଵାଲା ମହିଳା

ଏହି ମହିଳା ମାନେ ଗଙ୍ଗା ଭଳି ପବିତ୍ର ଥାଆନ୍ତି । ଏହି ମହିଳା ମାନେ କାହାର ବି ମନରେ ଦୁଃଖ ଦିଅନ୍ତି ନାହିଁ କି କାହା ଉପରେ କ୍ରୋଧ କରନ୍ତି ନାହିଁ । ଏହି ମହିଳା ମାନେ ନିଜକୁ ସବୁବେଳେ ଅନ୍ୟଠାରୁ ଅଲଗା ରଖିଥାଆନ୍ତି । ଯେଉଁଥିପାଇଁ ଏମାନଙ୍କୁ ଗଙ୍ଗା ଭଳି ପବିତ୍ର ମନାଯାଏ ।

୨ – J ନାମ ଵାଲା ମହିଳା

ଏହି ମହିଳା ମାନେ ବହୁତ ଉଦାରତା ପ୍ରକୃତିର ଅଟନ୍ତି । ଏମାନେ ବହୁତ ଶାନ୍ତିପ୍ରିୟ ଅଟନ୍ତି । ଏମାନେ କେବେ ବି କାହାର ମନରେ ଦୁଃଖ ଦିଅନ୍ତି ନାହିଁ । ଏମାନେ ବହୁତ ନିର୍ମଳ ହୃଦୟର ହୋଇଥାନ୍ତି । ଏଥିପାଇଁ ଏମାନଙ୍କୁ ଗଙ୍ଗା ଭଳି ପବିତ୍ର ମାନନ୍ତି ।


୩ – L ନାମ ଵାଲା ମହିଳା

ଏହି ମହିଳା ମାନେ ବହୁତ ଲାଜକୁଳୀ ପ୍ରକୃତିର ଅଟନ୍ତି । ଏମାନଙ୍କ ସ୍ଵଭାଵ ବହୁତ କୋମଳ ଅଟେ । ଏମାନଙ୍କ ଜୀବନ ବହୁତ ଶାନ୍ତିପ୍ରିୟ ଅଟେ । ଏମାନଙ୍କ ଜୀବନରେ ବହୁତ ଖୁସି ରହିଥାଏ । ଏଥିପାଇଁ ଏମାନଙ୍କୁ ଗଙ୍ଗା ଭଳି ପବିତ୍ର ମାନନ୍ତି ।

୪ – M ନାମ ଵାଲା ମହିଳା

ଏହି ମହିଳା ମାନେ ହୃଦୟରୁ ବହୁତ ନିର୍ମଳ ଭାବନାର ହୋଇଥାନ୍ତି । ଏମାନେ କାହାକୁ ବି କଷ୍ଟ ଦେବା ପାଇଁ ଚାହାନ୍ତି ନାହିଁ । ଏମାନେ ଅନ୍ୟ ମାନଙ୍କ ଖୁସି ଦେବା ପାଇଁ କିଛି ବି କରି ପାରନ୍ତି । ଏହି କାରଣରୁ ଏମାନେ ଗଙ୍ଗା ଭଳି ପବିତ୍ର ଥାଆନ୍ତି ।

୫ – P ନାମ ଵାଲା ମହିଳା

ଏହି ମହିଳା ମାନେ ବହୁତ ଜଲ୍ଦି ରାଗିଯାନ୍ତି । କିନ୍ତୁ ଏମାନେ ବହୁତ ଭାବୁକ ଥାଆନ୍ତି । ଏମାନେ କେବେବି ନିଜ କର୍ତବ୍ୟ ରେ ହେଲା କରନ୍ତି ନାହିଁ । ଏଥିପାଇଁ ଏହି ମହିଳାଙ୍କୁ ଗଙ୍ଗା ଭଳି ପବିତ୍ର ମାନନ୍ତି ।

୬ – S ନାମ ଵାଲା ମହିଳା

ଏହି ମହିଳା ମାନେ ବହୁତ ମଧୁର ଭାସି ଅଟନ୍ତି । ଏମାନେ ନିଜ କାର୍ଯ୍ୟକୁ ବହୁତ ସହଜ ଉପାୟ ରେ କରିଥାନ୍ତି । ଏମାନେ ନିଜ ଜୀବନରେ ବହୁତ ସୁନାମ ଅର୍ଜନ କରିଥାନ୍ତି । ଏମାନେ ନିଜ ଜୀବନ କୁ ବହୁତ ଖୁସିରେ ବିତାସିଥାନ୍ତି । ଏଥିପାଇଁ ଏମାନଙ୍କୁ ଗଙ୍ଗା ଭଳି ପବିତ୍ର ମାନନ୍ତି ।

Leave a Reply

Your email address will not be published. Required fields are marked *