ଶ୍ରାବଣ ସୋମବାରରେ ମନୋକାମନା ପୂର୍ଣ୍ଣ ହେବା ପାଇଁ ଶିବଲିଙ୍ଗରେ ଚଢାନ୍ତୁ ଏହି ଜିନିଷ, ତା ପରେ ଦେଖନ୍ତୁ ଚମତ୍କାର

ପୃଥିବୀ ର ସୃଷ୍ଟି ଦ୍ଵାରା ଆମେ ଜାଣିଛେ କି ଏହା ଭଗବାନ ଶିବ ଙ୍କ ଠାରୁ ଆରମ୍ଭ ହୋଇଛି । ଭଗବାନ ଶିବଙ୍କୁ ତ୍ରିଦେବ ଙ୍କ ମଧ୍ୟରୁ ସବୁ ଠାରୁ ଶ୍ରେଷ୍ଠ ରୂପ ଦିଆ ଯାଇଛି । କାରଣ ତାଙ୍କୁ ଦେବଙ୍କର ଦେବ ମଧ୍ୟ କୁହା ଯାଏ । ଯିଏ ସର୍ବ ବ୍ୟାପୀ ଓ ସର୍ବ ସକ୍ଷମ । ଯାହା ଙ୍କ ପାଇଁ ଆମେ ଯୁଗ ପରେ ଯୁଗ ଅତିକ୍ରମ କରି ଚାଲି ଆସୁଛେ ।

ଯିଏ ଆମ ମାନଙ୍କୁ ସବୁ ପ୍ରକାର ବିପଦ ରୁ ବଞ୍ଚାଇ ଆସିଛନ୍ତି ସେ ହେଛନ୍ତି ଭଗବାନ ଶିବ ଜି । ଯଦି ଆମେ ଦେଖିବା ପାଇଁ ଯିବା ତାହେଲେ ଏହାଙ୍କୁ ପ୍ରସନ୍ନ କରି ବଡ ବଡ ରକ୍ଷାଶ ମାନେ ନିଜକୁ ଖୁବ ଶକ୍ତି ସାଲିଇ ବଣାଇ ଦେଇଛନ୍ତି । ଆପଣ ମାନେ ମଧ୍ୟ ଦେଖିବେ ସବୁ ପ୍ରକାର ରାକ୍ଷସ ମାନେ ଭଗବାନ ଶିବଙ୍କୁ ଆରାଧନା କରିଥାନ୍ତି । ସେମାନେ ସବୁ ବେଳେ ନିଜ ପରିବାର ଓ ନିଜ ଲୋକଙ୍କ ପାଇଁ ମାଗିଥାନ୍ତି ଓ ପ୍ରଭୁ ଭୋଳା ଶଙ୍କର ଏହାକୁ ପୂରଣ ମଧ୍ୟ କରନ୍ତି ।

ଆଜି ଆମ ଏଆପଣଙ୍କୁ କିଛି ଉପାୟ କହିବା ପାଇଁ ଯିବା ଯାହାକୁ କରିବା ଦ୍ଵାରା ଆପଣଙ୍କ ଉପରେ ଭଗବାନ କୃପା ଖୁବ ଶୀଘ୍ର ହେବ । ଆପଣ ପୂଜା କରିବା ସମୟରେ ଶିବ ଭଗବାନ ଙ୍କୁ କ୍ଷୀର ନିଶ୍ଚିତ ଅରପଣ କରନ୍ତୁ ଏଭଳି କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ ପ୍ରକାର ଚିନ୍ତା ଦୂର ହୋଇ ଜୀବ । ଯଦି ଆପଣ ଭଗବାନ ଶିବ ଙ୍କୁ କିଛି ମହୁ ଅର୍ପଣ କରିବେ ଏହା ଦ୍ଵାରା ଆପଣଙ୍କ ର ସୁନନ୍ଦରତା ବୃଦ୍ଧି ପାଇ ଥାଏ ଓ ଆପଣ ଖୁବ ସୁନନ୍ଦର ଦେଖା ଯାନ୍ତି ।

ଯଦି ଆପଣ ଭଗବାନ ଶିବଙ୍କୁ ଗୁଡ କିମ୍ବା ଚିନୀ କିମ୍ବା ମିଶ୍ରି ଅର୍ପଣ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଭଲ ଧନ ବୃଦ୍ଧି ହେବ ଆପଣଙ୍କ ଶାନ୍ତି ଫେରି ଆସିବ । ଆପଣ ଖୁବ କମ ସମୟରେ ବହୁତ କିଛି କାମ କରି ପାରିବେ । ଯଦି ଆପଣ ଘିଅ ଚଢାଉ ଛନ୍ତି ତ ଆହୁରି ଭଲ ଏଭଳି କରିବା ଦ୍ଵାରା ଆପଣଙ୍କୁ ଖୁବ ଶୀଘ୍ର ସନ୍ତାନ ଲାଭ ହେବ । ଏହାକୁ କରିବାର ଉପାୟ ମଧ୍ୟ ଅଛି ସ୍ଵାମୀ ସ୍ତ୍ରୀ ଉଭୟ ମିସିକି ଏହାକୁ କରିବା କଥା ପ୍ରଥମେ ଜଳ ଅର୍ପଣ କରନ୍ତୁ ତା ପରେ ଘିଅ ଅର୍ପଣ କରନ୍ତୁ ପୁଣି ଜଳ ଅର୍ପଣ କରନ୍ତୁ ।

ଏହା ସହ ଆପଣ ଚନ୍ଦନ ମଧ୍ୟ ଅର୍ପଣ କରି ପାରିବେ । କାରଣ ଏହା ଖୁବ ଶାନ୍ତି ପ୍ରଦାନ କରିବ ଆପଣଙ୍କୁ ଆପଣଙ୍କ ଜୀବନରେ । ଆପଣ କିଛି ବେଲ ପତ୍ର ମଧ୍ୟ ଚଢାଇବେ କାରଣ ଏହା ବିନା ଆପଣଙ୍କ ପୂଜା ଅଧାରେ ରହିଯିବ । ଆପଣ ଭଗବାନ ଙ୍କୁ କେଶର ଅର୍ପଣ କଲେ ଏହା ଆପଣଙ୍କୁ ଭଲ ପରିଣାମ ଦେବ ଆପଣଙ୍କ ଦାଂପତ୍ଯ ଜୀବନ ସୁଖମୟ ହେବ । ଆପଣ ଯଦି ଭାଙ୍ଗ ଅର୍ପଣ କରିବେ ତାହେଲେ ଆପଣଙ୍କ ଜୀବନରେ ଥିବା ସବୁ ପାପ ର ସମାପ୍ତି ହୋଇଯିବ ।

ଆପଣ ତାଙ୍କୁ ଯଦି ଦୂବ ଘାସ ଅର୍ପଣ କରୁଛନ୍ତି ତେବେ ଆପଣ ଦୀର୍ଘା ଆୟୁ ଊ ପ୍ରାପ୍ତି କରି ଥାନ୍ତି ଜୀବନରେ ସବୁ ପ୍ରକାର ହର୍ଷ ଆନନ୍ଦ ବଢି ଯାଇ ଥାଏ । ଯଦି ଆପଣ ଲବଙ୍ଗ ଅର୍ପଣ କରୁଛନ୍ତି ତେବେ ଆପଣଙ୍କ ରାହୁ କେତୁ ସାନ୍ତ ହୋଇ ଯାଇଥାନ୍ତି ଯାହା ଦ୍ଵାରା ମାନଶୀକ ଶାନ୍ତି ସବୁ ବେଳେ ରହିଥାଏ ।

Leave a Reply

Your email address will not be published. Required fields are marked *