ଆଜି ରାତିରୁ 21 ବର୍ଷ ପର୍ଯ୍ୟନ୍ତ ଶନିଦେବ ଏହି ରାଶିର ଚମକାଇବେ ଭାଗ୍ୟ ! ଦେଖନ୍ତୁ ଆପଣଙ୍କ ରାଶି ନୁହେଁ ତ

ହିନ୍ଦୁ ଧର୍ମ ଓ ବୈଦିକ ଶାସ୍ତ୍ର ରେ ଭଗବାନ ଶନିଙ୍କ ମହତ୍ୱ ଅନେକ ରହିଛି । ସୂର୍ଯ୍ୟ ପୁତ୍ର ଓ ନ୍ୟାୟ ଦେବ ଶନି ଦେବଙ୍କ ମହତ୍ୱ ନବଗ୍ରହ ଙ୍କ ମଧ୍ୟରୁ ଶ୍ରେଷ୍ଠ ଅଟେ । ଶନି ଦେବଙ୍କୁ ନ୍ୟାୟର ଦେବତା ଓ ନ୍ୟାୟାଧୀଶ ର ଉପାଧି ମଧ୍ୟ ମିଳିଛି ।

ଶନି ଦେବଙ୍କୁ ସର୍ବଦା ସମସ୍ତେ ଭାବନ୍ତି କି କ୍ରୋଧ ର ଦେବତା ବୋଲି କିନ୍ତୁ ଶନି ଦେବତା ଜଣେ ନ୍ୟାୟ ବାନ ଦେବତା ଅଟନ୍ତି । ଅନୈତିକ କାର୍ଯ୍ୟ କରୁଥିବା ବ୍ୟକ୍ତିକୁ ଶନି ଦେବଙ୍କ କୋପ ର ସାମ୍ନା କରିବାକୁ ପଡିଥାଏ । ଶନି ଗୋଚର, ଶନିଦଶା, ସାଢେ ସାତ ଶନି, ଏହି ସବୁ ମହାଦଶା ସର୍ବଦା ମନୁଷ୍ୟ ଜୀବନରେ ଦୁଃଖ ଆଣି ନଥାଏ । କିଛି ମନୁଷ୍ୟଙ୍କ ପାଇଁ ଏହା ସୌଭାଗ୍ୟ ମଧ୍ୟ ଆଣି ଥାଏ ।

ତେବେ ଏହା ମନୁଷ୍ୟ ର ଭାଗ୍ୟ, କାର୍ଯ୍ୟ, ଜାତକ, ଓ ଗ୍ରହ ମାନଙ୍କ ପରିବର୍ତ୍ତନ ଓ ଶନି ଦେବଙ୍କ ଗତି ଉପରେ ନିର୍ଭର କରେ । ଶନି ଦେବଙ୍କୁ ସମସ୍ତେ ଭାବନ୍ତି କି ଶନି ଦେବ ମଣିଷ ଉପରେ କ୍ରୋଧ କରନ୍ତି ଓ ସର୍ବଦା କ୍ଷତି କରନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟ ଅଟେ । ଶନି ଦେବଙ୍କ ମହିମା କେହି ବି ବୁଝି ପାରନ୍ତି ନାହିଁ । ଯେଉଁ ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ପଡି ଥାଏ । ସେହି ବ୍ୟକ୍ତି ର ଭାଗ୍ୟ ବଦଳି ଯାଏ ।

କୌଣସି ସମସ୍ୟା ସେହି ବ୍ୟକ୍ତି ର କିଛି କ୍ଷତି କରି ପାରେ ନାହିଁ । ଜ୍ୟୋତିଷ ଅନୁସାରେ ଆଜି ରାତି ପରେ କଳିଯୁଗ ର ଦେବତା ଶନି ଦେବ ଉଦୟ ହେବେ ଓ ଶନିଙ୍କ କୃପା ଦୃଷ୍ଟି ୭ ଟି ରାଶି ଉପରେ ପଡ଼ିବାକୁ ଯାଉଛି ।

ମେଷ ରାଶି – ଏହି ରାଶିର ଲୋକଙ୍କ ଉପରେ ଶନି ଦେବଙ୍କ କୃପା ୨୧ ବର୍ଷ ପର୍ଯ୍ୟନ୍ତ ରହିବ । ଆପଣଙ୍କ ଆର୍ଥିକ ଅବସ୍ଥା ରେ ପରିବର୍ତ୍ତନ ହେବ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ରେ ଆପଣ ସଫଳ ରହିବେ । ଆୟ ର ନୂଆ ମାର୍ଗ ମିଳିବ । ସନ୍ତାନ ସହ ଜଡିତ କୌଣସି ଶୁଭ ସମ୍ବାଦ ପାଇବେ ।

ତୁଳା ରାଶି – ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । କୌଣସି କାର୍ଯ୍ୟ ରେ ସଫଳ ହେବା ଦ୍ୱାରା ଜୀବନସାଥୀ ଆପଣଙ୍କ ଉପରେ ଖୁସି ହେବେ । ଆପଣଙ୍କ ପୁରୁଣା ଧାର ଓ କରଜ ସୁଝି ହେଇଯିବ । ଆପଣ ପରିବାରକୁ ବେଶୀ ସମୟ ଦେବେ ।

ବୃଷ ରାଶି – ଆପଣ କ୍ରୋଧ ଠାରୁ ଦୂରରେ ରୁହନ୍ତୁ । ଆପଣଙ୍କ ମାନ ସମ୍ମାନ ବଢିବ । ଆପଣଙ୍କୁ କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହଯୋଗ ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ବିଛା ରାଶି- ଆପଣଙ୍କ ଘରେ ସୁଖ ଓ ଶାନ୍ତି ବୃଦ୍ଧି ପାଇବ । ଆପଣଙ୍କ କ୍ୟାରିୟର ଉଜ୍ଜ୍ୱଳ ହେବ । କିନ୍ତୁ ପରିଶ୍ରମ କରିବାକୁ ପଡିବ ।

କନ୍ୟା ରାଶି- ଧନ ଲାଭ ଯୋଗ ଅଛି । ମନ ର ବାଞ୍ଛା ଶନି ଦେବ ପୁର୍ଣ କରିବେ । ଆପଣଙ୍କ ଘର ର ସୁଖ ଓ ଶାନ୍ତି ବୃଦ୍ଧି ହେବ ।

ମୀନ ରାଶି – ଆପଣଙ୍କ କର୍ମକ୍ଷେତ୍ରରେ ଆପଣଙ୍କ ସମ୍ମାନ ବୃଦ୍ଧି ହେବ । ଆପଣଙ୍କ ଆୟ ବୃଦ୍ଧି ହେବ ।

କୁମ୍ଭ ରାଶି – ଆପଣଙ୍କ ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ବେଶି ରହିବ । ଆପଣଙ୍କ ଆୟ ବୃଦ୍ଧି ହେବ । ଘରେ ସୁଖ ଓ ଶାନ୍ତି ବୃଦ୍ଧି ହେବ । ବୈବାହିକ ଜୀବନ ସୁଖମୟ ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *