2 ମିନିଟର ଏହି ଉପାୟ, ଭାଗ୍ୟ ବଦଳିବାର ବିଜେ ଦେଖିବେ…. ଆଜି ହିଁ କରିକି ଦେଖନ୍ତୁ

ମଣିଷ ଜୀବନରେ ସବୁ ପ୍ରକାର ସମସ୍ଯା ଆସୁଛି । ଏହାର ସମାଧାନ ମଧ୍ୟ ଅଛି । ଆମେ ଭଗବାନ ଶ୍ରୀ ହରି ଙ୍କୁ ଆରାଧନା କରି ସବୁ ପ୍ରକାର ଖୁସି ପାଇ ପାରିବା । ଜୀବିନର ସବୁ ପ୍ରକାର ସମସ୍ଯା ଦୂର ହୋଇ ଜୀବ । ଜେଭଳି ପ୍ରହଲ୍ଲାଦ କୁ ଭଗବନ ବଞ୍ଚାଇ ଥିଲେ ସେହି ଭଳି ଭଗବାନ ଆମକୁ ମଧ୍ୟ ରକ୍ଷା କରିବେ ।

ଆମ ମନରେ କେବଳ ବିଶ୍ଵାଶ ରହିବା ଆବଶ୍ୟକ ଅଟେ । ଭଗବାନ ଶ୍ରୀ ହାରୀଙ୍କୁ ଆରାଧନା କରୁଥିବା ବ୍ୟକତି ମାନେ ତାଙ୍କ ଜୀବନରେ କେବେ ହେଲେ ନିଜ ସମସ୍ୟା ଠାରୁ ଦୂରେଇ ଯିବାକୁ ଚାହାଁନ୍ତି ନି ସେମାନେ ଚାହାଁନ୍ତି କି ସେମାନ ଏକେବଳ ସତ ପଥରେ ଚାଳିବେ ଓ ସେମାନଙ୍କ ଜୀବନ ବଞ୍ଚିବା ପାଇଁ ଯାହା ଆବଶ୍ୟକ ତାହା ତାଙ୍କୁ ଦରକାର ଥାଏ । ମାତ୍ର ଆଜିର ସମସ୍ଯା କିଛି ଅଲଗା ଅଛି ।

ଏହି ସମସ୍ୟାକୁ ଆଖି ଆଗରେ ରଖୀ ଆମେ ଆପଣଙ୍କୁ କହିବା ପାଈଁ ଯାଉଛୁ କି ଆପଣ କଣ ଉପାୟ କରିବା ଦ୍ଵାରା ଆପଣଙ୍କ ଏହି ସମସ୍ୟା ଦୂର ହୋଇ ଜୀବ । ଏହହୀ ସମସ୍ଯା ଦୂର ହେବା ପାଇଁ ଆପଣ ପ୍ରଥମେ ନିଜକୁ ପ୍ରସ୍ତୁତ କରି ନିଅନ୍ତୁ ଏହାକୁ ଆପଣ କେବଳ ଗୁରୁବାର ଦିନ ହି କରି ପାରିବେ । ଏହାକୁ କରିବା ପାଇ ଆପଣ ପ୍ରଥମେ ନିଜ ଅଗଣାରେ ଥିବା ତୁଳାଷୀ ଗଛକୁ ଦେଖି ନିଅନ୍ତୁ ।

କାରଣ ଏହି ଉପାୟ ପାଇଁ ଏହା ଆପଣଙ୍କୁ ଖୁବ ଦରକାରୀ ଥାଏ । ଆପଣ ନିଜ ତୁଳାଷୀ ଗଛକୂ ସବୁ ଦିନ ପୂଜା କରୁଥିବେ । ଆପଣ ଏହା ମଧ୍ୟ ଦେଖୁଥିବେ କି ଏହା କିଭଳି ଭାବ ନିଜ ଆଖ ପାଖରେ କିଛି ଗଛକୁ ଉଠିବା ପାଇଁ ଦେଇଥାଏ । ଜେଭଳିକି ଦୂବ ଘାସ, ଛୋଟ ଗଛ ଆଦି ଏହି ଗଛକୁ ଆପଣ ନେଇ ଏକ ଉପାୟ କରିବେ । ଆପଣ ମାନେ ଜାଣିଥିବେ ଇ ଭଗବାନ ଶ୍ରୀ ହରି ଙ୍କର ପ୍ରିୟା ହେଉଛି ତୁଳାଷୀ ଗଛ ।

କାରଣ ସେ ତାଙ୍କ ଭକ୍ତି ଓ ସତୀତ୍ବରେ ଖୁବ୍ବ ଖୁସି ଥିଲେ । ତେଣୁ କରି ଭଗବାନ ଶ୍ରୀ ହଋ ଙ୍କ ମସ୍ତକରେ ମଧ୍ୟ ଏହି ଗଛର ପାତ୍ର ଲଗା ଯାଏ । କୁହା ଯାଏ କି ଯଦି ପ୍ରସାଦ ରେ ଆପଣ ତୁଳାଷୀ ପତ୍ର ପକାଇ ନାହାନ୍ତି ତେବେ ଏହା ଭୋଗ ହୋଇନି । ତେଣୁ କରି ଆପଣ ଏହାକୁ କିମ୍ବା ଏହା ଆଖ ପାଖରେ ହୋଇଥିବା ଗଛକୁ ଣ ଜାଣିକି ଉପୁଡାଇବେ ନି । ଯଦି ଆପଣଙ୍କ ତୁଳାଷୀ ଗଛ ଆଖ ପାଖରେ ଦୁବ ଘାସ ହୋଇଛି ଏହାକୁ ଆପଣ ଭଗବାନ ଗଣେଶ ଙ୍କୁ ଅର୍ପଣ କରି ପାରିବେ ।

ଏହା ଦ୍ଵାରା ଆପଣଙ୍କ ଜିବନରେ ଆସୁଥିବା ସମସ୍ଯା ମାନ ଦୂର ହୋଇଯିବ । ଆମେ କହିବା ପାଇଁ ଯାଉଥିବା ପ୍ରତିକାର ଅନୁସାରେ ଆପ ଏକ ଛୋଟ ଗଛକୁ ଛେରା ସହ ଉପୁଡାଇ ଏହାକୁ ସିନ୍ଦୁର ଡବାରେ ଭଗବାନ ଶ୍ରୀ ହଋ ଙ୍କ ଚରଣରେ ରାଖୀ ଦିଅନ୍ତୁ ଏହା ସୁଖିବା ପରେ ଏହା କୁ ବନ୍ଦ କରି ନିଜ ଆଲମୀରା କିମ୍ବା କିଛି ଗୁପତ ଜାଗାରେ ରକି ଦିଅନ୍ତୁ ଯେଉଁ ଠାରେ କାହାର ନଜର ପଡିବନି । ଏହା କରିବା ଦ୍ଵାରା ଆପଣଙ୍କ ସମସ୍ଯା ଦୂର ହେବ ଓ ଆପଣ ମଧ୍ୟ ଖୁବ ଧନବାନ ହେବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *