ଭୁଲ୍ ରେ ବି ସିନ୍ଦୁର ତଳେ ପଡିବାର କଣ ଅର୍ଥ ହୋଇଥାଏ- Ajira Anuchinta

ଭାରତୀୟ ସଂସ୍କୃତିରେ ଅନେକ ପ୍ରକାର ଅଳଙ୍କାର ଅଛି । ମାତ୍ର କୁହାଯାଏ କି ଜଣେ ନାରୀର ସବୁ ଠାରୁ ବଡ ଅଳଙ୍କାର ହେଉଛି ତା ସିନ୍ଦୁର । ଏହି ସିନ୍ଦୁର ତାକୁ ତା ସ୍ଵାମୀ ଠାରୁ ମିଳିଥାଏ । ଏହି ମାନ୍ୟତା ଅନେକ ପୁରୁଣା ଦିନରୁ ଅଛି କାହିଁ ପୁରାତନ କାଳରୁ ଆମେ ଦେଖି ଆଶିଛେ କି ଆମେ ଅନେକ ସମୟ ହେଲା ଅନେକ ଦିନ ଧରି ଏହି ସିନ୍ଦୁର କିମ୍ବା କୁକୁମ କୁ ଆମ ନାରୀ

ମାନଙ୍କ ମଥାରେ ଦେଖିଛେ । କହିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମେ କେଉଁ ଜାଗାରେ କିଭଳି ଭାବେ ଏହାର ପୂଜା କରିଥାଉ । ଶୁଭ ହେଉ କିମ୍ବା ଅଶୁଭ କାମ ଏହାର ମହତ୍ଵ ଖୁବ ଅଧିକା ଅଛି । ତେବେ ନାରୀ ମାନେ ଏହାକୁ କାହିଁକି ଲଗାନ୍ତି ଓ ଏହାକୁ ଲଗେଇବାର ଅଧିକାର ଓ ଏହାକୁ ଆପଣ କିଭଳି ଲଗେଇବା । ଏହାକୁ ଆପଣଙ୍କୁ ଆମେ ଆଜି କହିବା ପାଇଁ ଯାଉଛୁ ।

ନାରୀ ମାନେ ଗାଧୋଇ ସାରିବା ପରେ ସେ ଏହାକୁ ମୁଣ୍ଡରେ ଲଗେଇ ଥାନ୍ତି । ଏହା କୁ ଆମେ ସବୁ ଦିନ ପୂଜାରେ ବ୍ୟବହାର କରିଥାଉ ଏହାକୁ ଆମେ ସବୁ ଦେବା ଦେବୀ ଙ୍କୁ ଅର୍ପଣ କରି ନିଜର ମଙ୍ଗଲ କାମନା କରିଥାଉ । କୁକୁମ ରେ କାହାକୁ ସ୍ଵାଗତ ଓ ସମ୍ମାନ ଦେବା ର ପ୍ରତୀକ । ଏହି କୁକୁମ କୁ ସୌଭାଗ୍ୟ ଓ ଶକ୍ତିର ଆଧାର କୁହାଯାଏ । ସିନ୍ଦୁରରେ ପାରଦ ଥାଏ ଯାହା ଆମକୁ ବଞ୍ଚାଇ ଥାଏ ।

ଏହା ମହିଳା ମାନଙ୍କୁ ସବୁ ପ୍ରକାର ଖରାପ ଶକ୍ତି ରୁ ରକ୍ଷା କରେଇ ଥାଏ । ଏହା ମହିଳା ମାନଙ୍କୁ ଗୁଣୀ ଗାରିଡି ଭଳି ଜିନିଷ ଠାରୁ ଦୂରେଇ ରଖିଥାଏ । ଏହାକୁ ଲଗେଇବା ଦ୍ଵାରା ସ୍ବାମୀଙ୍କ ର ମଧ୍ୟ ଆୟୁଷ ବଢି ଥାଏ । ତେଣୁ ଏହାକୁ ଖୁବ ମାନ୍ୟତା ଦିଆ ଯାଇଛି । ସବୁ ଠାରୁ ମହତ୍ଵ ପୂର୍ଣ କଥା ଯାହା କି ଆମେ ତାକୁ ମାନେ ରଖିବା । ଯେତେ ବେଳେ ଆମ ଏନିଜକୁ ସିନ୍ଦୁର କିମ୍ବା କୁକୁମ ଲଗେଇ ଥାଉ ଆମେ ଅନାମିକା ଆଙ୍ଗୁଳିରେ ଲଗାଇ ଥାଉ ।

କୁହାଯାଏ କି ଅନାମିକା ଆଙ୍ଗୁଳିରେ ଆଜ୍ଞା ଚକ୍ରକୁ ଖୋଲିବାର ଉପାୟ ଅଛି ଯଦି ଆମେ ଏହାକୁ ଏହି ଆଙ୍ଗୁଳିରେ ଲଗାଇବା ତେବେ ଆମ ଚକ୍ର ଖୁବ ଶୀଘ୍ର ଫିଟି ଜୀବ । ଏହା ପରେ କୁହା ଯାଏ କି ଯଦି ଆମେ ଅନ୍ୟ କାହାକୁ ଏହି କୁକୁମ ଲଗାଉଛେ ତେବେ ଏହାକୁ ଆମେ ମଧ୍ୟାମା ଆଙ୍ଗୁଳରେ ଲଗାଇବା ଦରକାର । କାରଣ ଏହି ଆଙ୍ଗୁଳିରେ ଆମେ ଦରକାର ଠାରୁ ଅଧିକ ଶକ୍ତି ରଖିଥାଉ ତେନନୁ କରି ଅନ୍ୟ କାହାର ଖରାପ ଶକ୍ତି ଆମ ଶରୀର ରେ ପ୍ରବେଶ କରି ପାରିବ ନି ।

ପୂଜା ବେଳେ ମହିଳା ମାନେ ପରସ୍ପରକୁ କିମ୍ବା ପଣ୍ଡିତ ମାନେ ଦରକାର ଠାରୁ ଅଧିକ ସିନ୍ଦୁର ଲଗାଇ ଦେଇଥାନ୍ତି । ଏହି ଦୁଇଟି ଜିନିଷ ଖୁବ ଖରାପ ଅଟେ । ପ୍ରଥମ ଏହାକୁ ଅଳ୍ପ କରିକି ଲଗାଇବା କଥା ଓ ଏହା କୁ ପୋଛିବା ମଧ୍ୟ ଖରାପ ଅଟେ । ପର ପୁରୁଷ ଆଗରେ ନିଜ ମଠାରେ ସିନ୍ଦୁର ଲଗାଇବା ଅନୁଚିତ ଅଟେ । ଏହା କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ ଝଗଡା ହୋଇଥାଏ । ଆପଣ ସିନ୍ଦୁର କାହାକୁ ଦେବେନି ସେ ଆପଣଙ୍କ ର ଯେତେ ନିଇଜର ହେଲେ ମଧ୍ୟ କାରଣ ଆପଣ ଅନ୍ୟ ଜିନିଷ ବାନ୍ତି ପାରିବେ ମାତ୍ର ଏହାକୁ ବାଣ୍ଟିବା ଅଶୁଭ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *