Jyotish Shastra- ଦୀର୍ଘ ୧୫ ବର୍ଷ ପରେ ଶନି ଦୋଷରୁ ମୁକ୍ତି ପାଇବେ ଏହି 6 ଟି ରାଶି

ଜୋତିଶ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଶନି ଦେବଙ୍କର ଯଦି କୌଣସି ରାଶି ଉପରେ ଖରାପ ଦୃଷ୍ଟି ପଡେ ତେବେ ସେହି ରାଶିର ଜୀବନ ରେ ବହୁତ ସମସ୍ୟା ଆସିଥାଏ । ସଂସାରରେ ବଞ୍ଚିବା ପାଇଁ ଦୁର୍ବିସହ ହୋଇପଡେ । କୌଣସି ବ୍ୟକ୍ତି ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ପଡେ ତେବେ ସେହି ବ୍ୟକ୍ତି ଧନ ଧାନ୍ୟରେ ପୁରୀ ଉଠେ ।

ସବୁ ବ୍ୟକ୍ତି ତା ଜୀବନରେ ସବୁବେଳେ ସମୃଦ୍ଧିଶାଳୀ ହେବା ପାଇଁ ଚାହେଁ । ଜୋତିଶ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନ ଯୋଗୁଁ କାଲି ଠାରୁ ମାତା ଲକ୍ଷ୍ମୀ ଓ ଶନିଦେବ କିଛି ରାଶି ମାନଙ୍କ ଉପରେ କୃପା ଦୃଷ୍ଟି ପଡିବାରୁ ସେହି ରାଶି ମାନଙ୍କ ଜୀବନରେ ଖୁସିର ଲହରୀ ଖେଳି ଉଠିବ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମନଙ୍କ ବିଷୟରେ ।

ମେଷ ରାଶି

ଏହି ରାଶିର ବ୍ୟକ୍ତି ମାନେ ଜୀବନରେ ବହୁତ ସଫଳତା ପାଇବେ । ବହୁତ ଦିନରୁ ପଡିରହିଥିବା କାର୍ଯ୍ୟ ପୁରଣ ହୋଇଯିବ । ପୈତୃକ ଶମ୍ପତି ମିଳିବ । କୌଣସି ଭୂମି କିମ୍ବା ବାହାନ କିଣିବାର ଯୋଗ ହେଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟରେ ଉନ୍ନତି ହେବ । ଶତ୍ରୁ ମାନଙ୍କ ଉପରେ ବିଜୟୀ ପାଇବେ ।

କର୍କଟ ରାଶି


ଏହି ରାଶି ମାନଙ୍କର ସବୁ ସମସ୍ୟା ଦୂର ବୋଇଯିବ । ଚାକିରୀ କ୍ଷେତ୍ରରେ ଉପରିସ୍ଥମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ । ପରିବାରରେ ସବୁ ସଦସ୍ୟଙ୍କ ମଧ୍ୟରେ ଏକତା ରହିବ । କୌଣସି ମିତ୍ର ପାଖରୁ ଆର୍ଥିକ ସାହାଯ୍ୟ ମିଳିବ । କୌଣସି ବଡ ବ୍ୟକ୍ତିଙ୍କଠାରୁ ବ୍ୟବସାୟରେ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।

ବିଚ୍ଛା ରାଶି
ଏହି ରାଶିର ବ୍ୟକ୍ତିଙ୍କୁ ମନ ମୁତାବକ ଚାକିରୀ ମିଳିବ । ଅଟାମି ରହିଥିବା ସବୁ କାର୍ଯ୍ୟ ସହଜରେ ହୋଇନିବ । ପାର୍ଟନର ଶିପ ବ୍ୟବାସୟରେ ପାର୍ଟନରଙ୍କ ସହ ଭଲ ସଂପର୍କ ରହିବାରୁ ବ୍ୟବସାୟରେ ବହୁଗୁଣା ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ଅଚାନକ ଭାବେ କୌଣସି କ୍ଷେତ୍ରରୁ ଧନ ମିଳିବାର ସମ୍ଭାବନା ଅଛି ।

ଧନୁ ରାଶି

ବ୍ୟବସାୟୀ ମାନଙ୍କୁ ଭଲ ଲାଭ ମିଳିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ମିଳିବ । କୌଣସି ଭୂମି କିମ୍ବା ବାହାନ କିଣିବାର ସଫଳ ହେବେ । ଧନ ସଞ୍ଚୟ କରିବାରେ ସଫଳ ହେବେ । ଜୀବନ ସାଥୀଙ୍କ ସହ ଭଲ ସମୟ ବିତିବ । ପ୍ରେମ ଜୀବନ ରେ ସଫଳ ହେବେ । ଅବିବାହିତ ମାନେ ଏହି ସମୟରେ ବିବାହ ହୋଇପାରନ୍ତି । ପରିବାର ସଦସ୍ୟଙ୍କ ସହ ଭଲ ସଂପର୍କ ରହିବ ।

କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତି ମାନେ ସବୁ ସମସ୍ୟାରୁ ମୁକ୍ତି ପାଇବେ । ପ୍ରେମ ସମ୍ପର୍କ ରେ ବୃଦ୍ଧି ହେବ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଦାମ୍ପତ୍ୟ ଜୀବନରେ ବହୁତ ଖୁସି ମିଳିବ । ସନ୍ତାନଙ୍କ ପକ୍ଷରୁ ଖୁସି ମିଳିବ । ବ୍ୟବସାୟ ଓ କାରବାରରେ ସଫଳତା ମିଳିବ ।

ତୁଳା ରାଶି

ଆପଣଙ୍କ ଉପରେ ଶନି ଦେଵ ଙ୍କ କୃପା ପ୍ରାରମ୍ଭ ହେବାକୁ ଯାଉଛି । କିନ୍ତୁ ଆପଣଙ୍କୁ ଡ଼ରିବାର କୌଣସି ଆବଶ୍ୟକତା ନାହିଁ । ଏହା ଆପଣଙ୍କ ଜୀବନରେ ଖୁବ ଉନ୍ନତି କରିବାକୁ ଯାଉଛି । ଆପଣଙ୍କୁ ଆପଣଙ୍କ ମନ ପସନ୍ଦ ର ଚାକିରୀ ମିଳିବ । ଆପଣ ଙ୍କର ଏବେ ଖୁସି ର ସମୟ ଆସିବାକୁ ଯାଉଛି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *