ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି ଏଇ 5ଟି ନାମର ଝିଅମାନେ- Jyotisha Shastra

ଚାଣକ୍ୟ ନୀତି ହେଉଛି ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏହି ଭଳି ଏକ ଗ୍ରନ୍ଥ ଯାହାକୁ ପଢିବା ଦ୍ଵାରା ଆମେ ସବୁ ବେଳେ ଚିନ୍ତାରେ ରହିବା ଛାଡି ଦେବା । ସେ ଏହି ଭଲାଇ ଜଣେ ମହାନ ବ୍ୟକ୍ତି ଥିଲେ ଯିଏ କି ନିଜ ତ୍ୟାଗ ଓ ଜ୍ଞାନ ଦ୍ଵାରା ସାମାନ୍ୟ ଗୋଟେ ବାଳକ କୁ ରାଜା କରେଇ ଦେଇ ଥିଲେ । ଦେଖିବା ପାଇଁ ଗଲେ ତାଙ୍କ ଦ୍ଵାରା ରଚିତ ଏହି ସବୁ ସମସ୍ୟାର ସମାଧାନ ଲେଖା ଯାଇଛି । ଆପଣ ଯଦି ଦେଖି ଥିବେ କି ଏଥିରେ ମହିଳା ମାନଙ୍କ ବିଷୟରେ ମଧ୍ୟ ଲେଖା ଯାଇଛି ।

ଆପଣ ମାନେ କହିବାର ଶୁଣି ଥିବେ କି ମହିଳା ମାନଙ୍କୁ ଭଗବାନ ମଧ୍ୟ ବୁଝି ପାରି ନଥାନ୍ତି କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ମହିଳା ମାନେ ଭୁତ ରହସ୍ୟ ମୟ ଅଟନ୍ତି । କିଛି ଝିଅ ମାନେ ପଣି ଭଳି ସଫା ହୋଇ ଥାନ୍ତି ଓ କିଛି ମହିଳା ମାନେ ବହୁତ ଚାଲାଖ ହୋଇ ଥାନ୍ତି ସେମାନେ ଏକେବେଭି ଏହା ଜାଣିବା ପାଇଁ ଦିଅନ୍ତି ନି କି ତାଙ୍କ ମନରେ କଣ ଚାଲିଛି । ଆପଣ ମାନେ ଯଦି ଜାଣି ଥିବେ ତ ଜାଣି ପାରିବେ କି ମହିଳା ମାନେ ବହୁତ ସମୟରେ ଏଭଳି କିଛି କାମ କରି ନିଅନ୍ତି ଯାହା ଆମକୁ ଆଶ୍ଚର୍ଯ୍ୟ କାରୟ ଦେଇ ଥାଏ । କହିବାର ମାନେ ହେଉଛି କି ସେମାନେ ଉଭୟ ଭାଲ ଓ ଖରାପ କାମ କରି ପାରିବେ ।

ଆଜି ଆମେ ଏହି ଭଳି କିଛି ଝିଅ ମାନଙ୍କ ନାମର ପ୍ରଥମ ଅକ୍ଷର କହିବୁ ଯିଏ କି ଗଙ୍ଗା ଭଳି ହୋଇ ଥାନ୍ତି । ପ୍ରଥମ ନାମର ମହିଳା ହେଉଛନ୍ତି “B” ଏମାନେ ସାନ୍ତ ସ୍ଵଭାବର ହୋଇ ଥାନ୍ତି ଏମାନେ ଦେଖିବା ଅପାଇନ ସୁନ୍ଦରୀ ହୋଇଥାନ୍ତି ଓ ନିଜ ପାର୍ଟନର କୁ ନେଇକି ଏମାନେ ସବୁ ବେଳେ ଗମ୍ଭୀର ଥାନ୍ତି । ଏହା ପରେ ନାମ ଆସେ “P” ନାମର ମହିଳା ମାନଙ୍କ ର ଏମାନେ ଏମଧ୍ୟ ଖୁବ ଭଲ ହୋଇ ଥାନ୍ତି ମାନରୁ ଏମାନେ କେବେଭି କାହା ପାଇଁ ଖରାପ ଚିନ୍ତା କରି ନଥାନ୍ତି । ଏମାନେ ସମ୍ପର୍କ କୁ ବାନ୍ଧିକି ରଖିବା ଜାଣି ଥାନ୍ତି । ଏହା ପରେ ନାମ ଆସେ “N” ଏମାନେ ଏହି ଭଳି କିଛି କାମ ଅକରନ୍ତି ନି ଯାହା ଦ୍ଵାରା ତାଙ୍କ ପରିବାର କିମ୍ବା ତାଙ୍କ ପାର୍ଟନର ର ସମ୍ପର୍କ ଖରାପ ହେବ ।

ଏମାନେ ସବୁ ବେଳେ ଜଗି ରଖୀ କାମ କରନ୍ତି ଯାହା ଦ୍ଵାରା ଏମାନେ ପବିତ୍ର ବୋଲି ମନା ଯାଏ । ଏହା ପରେ ନାମ ଆସେ “V” ଅକ୍ଷର ଝିଅ ମାନଙ୍କ ର ଏମାନେ ସବୁ ବେଳେ ଚେଷ୍ଟା ଆକରୀ ଥାନ୍ତି କି ସେମାନେ ସବୁ ବେଳେ ନିଜ ପରିବାରର ମାନ ସମ୍ମାନ କୁ ଆଖି ଆଗରେ ରାଖୀ କାମ କରିବା ପାଇଁ ସେହହୀ ପାଇଁ ଏମାନେ ଟିକେ ଲାଜେଇ ସ୍ଵଭାବର ମଧ୍ୟ ହୋଇ ଥାନ୍ତି । ଏମାନେ ସବୁ ବେଳେ ନିଜ ଆଗରୁ ଆନୟ କଥାକୁ ଚିନ୍ତା କରନ୍ତି । ଏହା ପରେ ନାମ ଆସେ “y” ଅକ୍ଷର ର ଏମାନେ ସବୁ ବେଳେ ନିଜ ପାଇଁ ଆଗୁଆ ସବୁ କିଛି ରାଖୀ ଦେଇ ଥାନ୍ତି କିନ୍ତୁ ଏହି ଗୁଣ ପାଇଁ କିଛି ଲୋକ ମାନେ ଏମାନଙ୍କୁ ସ୍ଵାର୍ଥ ପର କହି ଥାନ୍ତି ଯଦି ଦେଖିବା ପାଇଁ ଯିବା ତ ଏହା ସହ ଏମାନେ ବହୁତ ପରଉପକାରୀ ହୋଇ ଥାନ୍ତି ଏହା ସହ ନିଜ ସ୍ଵାଭିମାନ ଏମାନଙ୍କୁ ବହୁତ ପ୍ରିୟ ଅଟେ ।

Leave a Reply

Your email address will not be published. Required fields are marked *