ଘରକୁ ନେଇ ଆସନ୍ତୁ 2-3 ତିଜୋରି, ପ୍ରଭୁ ଶନିଦେବ ଢାଳିବେ ଏହି ରାଶି ଉପରେ ପ୍ରବଳ ଟଙ୍କା

ମଣିଷ ଜୀବନରେ କିଛି ଭଲ ହୁଏ ତ କିଛି ଖରାପ ହୁଏ । ଏହା ଅସାଧାରଣ ଭାବେ ଦେଖିବା ପାଇଁ ଗଲେ ଆମେ କହି ପାରିବା କି ଆମେ ଏହା ଆମ ରାଶି ପାଇଁ ଭୋଗ କରୁ । କହିବାର ଅର୍ଥ ହେଉଛି କି ଗ୍ରହ ମାନଙ୍କ ଚଳନ ହେତୁ କିଛି ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ପଡିବା ପାଇଁ ଯାଉଅଛି । ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି କିଛି ରାଶି ମାନେ ନିଜ କର୍ମ ଅନୁସାରେ ମଧ୍ୟ ଫଳ ପାଇ ଥାନ୍ତି ଏହି ସମୟ ମାନଙ୍କ ରେ ।

ଭଗବାନ ଶନି ଦେବ ହେଉଛନ୍ତି କର୍ମର ଦେବତା । ସେ ଯାହା ଉପରେ ଥରେ ରାଗିବେ ସେ ନିଶ୍ଚିତ ଭାବେ ଭଲ ପରିଣାମ ଦେବେ ତାକୁ ଯଦି ଶନି ଦେବ ଖରାପ ପ୍ରଭାବ ପକାଇବେ ତେବେ ସେହି ବ୍ଯକ୍ତିର ଖରାପ ସମୟ ଆସିଗଲା ଜାଣି ନିଅନ୍ତୁ । ଦୀର୍ଘ 100 ବର୍ଷ ପରେ କିଛି ରାଶି ମାନଙ୍କ ଉପରେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି ଏହି 6 ଟି ରାଶି । ଏହି ରାଶି ମାନ ନିଜ ମନର ଅଭିଳାଶା ପୂରଣ କରିବା ସହ । ସମାଜ ପାଇଁ ମଧ୍ୟ ଏକ ଉଦାହରଣ ହୋଇ ପାରିବେ । ଯେଉଁ ମାନେ କିଛି ଭଲ କାମ କରୁଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ କିଛି ନା କିଛି ଏହି ଭଳି କାମ କରିବେ କି ସେମାନେ ଏବେ ସବୁ ଲୋକଙ୍କ ପ୍ରିୟ ଭାଜନ ହୋଇଯିବେ ।

ଯେଉଁ ମାନେ କିଛି କାମ ରେ ବ୍ୟସ୍ତ ଥିବେ ସେମାନେ ଏବେ ନିଜ ପରିବାର ପାଇଁ ସମୟ କାଢିବେ । କିଛି ସନ୍ତାନ୍ନ ମାନଙ୍କୁ ନେଇ ସମସ୍ଯା ଥିଲେ ଏହି ସମୟରେ ଏହା ଦୂର ହୋଇଯିବ । କାହାକୁ ସାହାଜ୍ଯ ମାଗିଲେ ସେମାନେ ଆପଣଙ୍କୁ ନିଜ ଆଡୁ ଆଗ୍ରହ ପ୍ରକାଶ କରି ସାହାଜ୍ଯ କରିବେ । କିଛି ଗୁରୁତ୍ଵ ପୂର୍ଣ୍ଣ ଲୋକଙ୍କ ସହ ଆପଣ ଦେଖା କରୀ ପାରନ୍ତି । ଆପଣ ଯାହା ସହ ଦେଖା କରିବେ ସେ ଆପଣଙ୍କ ପାଇଁ କିଛି ଭଲ ସମୟ ଆଣି ଦେବ । ଉଏତ ଏହି ସମୟରେ ଆପଣ ନିଜ ଜୀବନଶାଟି ସହ ଦେଖା ହୋଇ ପାରନ୍ତି । ଆପଣ କାହାକୁ ଦେଇ ଥିବା ପଇସା ଅପଣ ଫେରି ପାଇବେ ।

ଆପଣ ଯାହାକୁ ଯାହା କଥା ଦେଇ ଥିବେ ଏହି ସମୟରେ ଆପଣ ଏହାକୁ ପୁରା କରିବେ । ଘର ପରିବାର ର କଥା କହିବା ପାଇଁ ଗଲେ ଆପଣଙ୍କ ପରିବାର ରେ ବହୁତ ଖୁଶି ରହିବ । ଆପଣ ସବୁ କିଛି କାମ ସହଜରେ କରି ପାରିବେ । ଆପଣ ନିଜ ପରିବାର ସହ ମିସିକି କିଛି ମାଙ୍ଗଳିକ କାମରେ ଯୋଗ ଦେଇ ପାରନ୍ତି । ଆପଣ ଯଦି କିଛି ନୂଆ ରାସ୍ତା ଖୋଜି ଛନ୍ତି କିମ୍ବା ଆପଣ ଯଦି କିଛି ନୂଆ ଯୋଜନା କରୀ ଛନ୍ତି ନିଜ ଜୀବନକୁ ନେଇକି ତେବେ ଏହାକୁ ଆପଣ କାର୍ଯ୍ୟ କାରୀ କରାଇ ପାରିବେ । ଏହି ରାଶି ମାନେ ହେଲେ ମିଥୁନ, କର୍କଟ, ବୃଷ, ମୀନ, କନ୍ୟା, ମେଷ ।

Leave a Reply

Your email address will not be published. Required fields are marked *