ହାତରେ ଥିଲେ ଏହି ଚିହ୍ନ, ଆପଣ କୋଟିପତି ହେବା ସୁନିଶ୍ଚିତ… ଏବେ ହିଁ ଦେଖନ୍ତୁ ଆପଣଙ୍କ ହାତରେ ନାହିଁ ତ ?

ଆପଣ ମାନଙ୍କୁ ଆମେ କହି ଥିଲୁ କି ସମୁଦ୍ର ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଆମ ଶରୀର ରେ ଥିବା କିଛି ଚିହ୍ନ ଦ୍ଵାରା ଆମେ ତାହାର ସ୍ଵଭାବ ବିଷୟରେ କହିବା ପାଇଁ ଯାଉଛୁ । ଆପଣ ଜାଣି ଥିବେ କି ମାଛ ର ଚିହ୍ନ ଥିବା ଭଳି ମଣିଷ ମାନେ ଯେଉଁ ମାନଙ୍କ ହାତରେ ମାଛର ଚିହ୍ନ ଥିବା ଲୋକ ମାନେ ଭାଗ୍ଯବାନ ହୋଇଥାନ୍ତି । କିନ୍ତୁ କିଛି ଜଣ ଏହି ଚିହ୍ନକୁ ଭୁଲ ଭାବେ ନେଇ ଯାଇ ଥାନ୍ତି ।

କିଛି ଲୋକ ମାନେ ମାଛ ର ସଂକେତ ଦେଖି ଭାବି ନିଅନ୍ତି କି ସେମାନଙ୍କ ଜୀବନରେ ଥିବା ସଂକଟ ଦୂର ହୋଇଯିବ । କିନ୍ତୁ ଆଜି ଆମେ କହିବା ପାଇଁ ଯାଉଛୁ କି କେଉଁ ଭଳି ଚିହ୍ନ ରହିବା ଶୁଭ ଅଟେ । ଆପଣ ନିଜ ହାତ ର ବାମ କିମ୍ବା ଡାହାଣ ହାତ ଦେଖିବେ ଏହା ମଧ୍ୟ ଆମେ କହିବା ପାଇଁ ଯାଉଛୁ । ଆଜି ଆମେ କହିବା ପାଇଁ ଯାଉଛୁ କି ଆପଣ ଯଦି ଝିଅ ପିଲା ମାନେ ବାମ ହାତ ଓ ପୁଅ ପିଲା ମାନେ ଡାହାଣ ହାତ ଦେଖିବେ । ଯଦି ଆମେ ଦେଖିବା ପାଇଁ ଯିବା ତ ଜଣାଇ ପାରିବା କି ଯେଉଁ ରେଖାକୁ ଆମେ ଜୀବନ ରେଖା କହି ଥାଉ ତାହା ଯାଇକି କେତୁ ପର୍ବତ କିମ୍ବା ଏହାର ସେହ ଭାଗରେ ରହି ଥାଏ ଯଦି ।

ଏହା ପରେ ସେହି ଜାଗାରୁ ଆଉ ଏକ ରେଖା ବାହାରିଛି ତେବେ ଆପଣ ଜାଣି ନିଅନ୍ତୁ କି ଏହା ମାଛ ଭଳି କିନରୁ ଭଲ କି ଆପଣ ଏହାକୁ ଦେଖି ନିଅନ୍ତୁ । ଯଦି ଏହା ମଧ୍ୟରେ ଆଉ କିଛି ରେଖା ମାନ ଆସିଛି କିମ୍ବା କ୍କିଛି ରେଖା ମାନ ବାହାରକୁ ଯାଇଛି ଏହା ସଠିକ ଚିହ୍ନ ନୁହେଁ ବୋଲି ଜାଣି ନିଅନ୍ତୁ । ଆମେ ଆଜି କହିବା ପାଇଁ ଯାଉଛୁ କି ଯେଉଁ ହାତରେ ଏହି ରେଖା ସବୁ ଯାକ ସଠିକ ଓ ସ୍ପଷ୍ଟ ଥିବା ସେହି ଜାଗାରେ ଆପଣ ଜାଣି ପାରିବେ କି ଏହା ଖୁବ ଭଲ ଅଟେ । ଏହା ଦ୍ଵାରା ଆପଣଙ୍କ ଜୀବନରେ ସୁଖ ଶାନ୍ତି ଆସି ପାରେ । ଆପଣ ଜାଣି ଥିବେ କି ଏହା ଆମ ଜୀବନରେ ଥିବା କଷ୍ଟକୁ ଦୂର କରି ଥାଏ କିନ୍ତୁ ଏହା ମଧ୍ୟ ନିର୍ଭର କରେ ଆପଣଙ୍କ ଚାକିରି ଜାଗା ଓ ବ୍ୟବଶାୟ ଉପରେ ।

ଯଦି ଆପଣ ବ୍ୟବଶାୟ କରୁଛନ୍ତି ତେବେ ସେମାନେ ୩୦ ବର୍ଷ ଆଗରୁ ନିଜ ଜୀବନରେ ସବୁ ପ୍ରକାର ସୁବିଧା ପାଇ ଯିବେ । ଆପଣ ଯଦି ଚାକିରି କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ୩୦ ବର୍ଷ ପରେ ନିଜ ଜୀବନରେ ଥିବା ସଫଳତା ପାଇ ପାରିବେ । ଆପଣ ଜାଣି ଥିବେ କି ମାଛ ଚିହ୍ନ ଥିବା ଲୋକ ମାନେ ଦେଖିବା ପାଇଁ ଯେଉଁ ଭଳି ହୁଅନ୍ତୁ ନା କାହିଁକି । ସେମାନେ ନିଶ୍ଚିତ ଭାବେ ନିଜର କଥାକୁ ଅନ୍ୟ ଆଗରେ ରଖିବାରେ ସାମର୍ଥ୍ୟ ଥାନ୍ତି । ଆପଣ ଏହାକୁ ସବୁ ବେଳେ ଧ୍ୟାନ ରଖନ୍ତୁ କି ଏହା ସଫା ଦେଖା ଯାଉଥିବ ।

Leave a Reply

Your email address will not be published. Required fields are marked *