ଧନୁ ରାଶିର ଲୋକମାନେ ଏହାକୁ ଥରେ ଏକୁଟିଆ ନିଶ୍ଚୟ ଦେଖନ୍ତୁ,

ଯଦି ଆମେ କେଉଁ ବ୍ଯକ୍ତିର ନାମରୁ ଯେଉଁ ଭଳି ଏହାର ସ୍ଵଭାବ ବିଷୟରେ କହି ପାରିବା ସେହି ଭଳି ଆମେ ଦେଖିବା ପାଇଁ ଗଲେ ଯଦି ଆମେ କାହାର ରାଶି ଜାଣି ନେବା ତ ଆମେ ନିଶ୍ଚିତ ଭାବେ ତାହାର ସ୍ଵଭାବ ଓ ଏହାର ଆଗାମୀ ଭବିଷ୍ୟତ ବିଷୟରେ ମଧ୍ୟ ଆମେ କିଛି କହି ପାରୁ । ଆଜି ଆମେ କହିବା ପାଇଁ ଯାଉଛୁ କି ଯଦି ଆପଣ ଧନୁ ରାଶିର ବ୍ୟକ୍ତି ହୋଇ ଥାନ୍ତି ତେବେ ଆପଣ ଖୁବ ଭାଗ୍ଯବାନ ଅଟନ୍ତି ।

ଏମାନେ ପ୍ରେମ ସମ୍ପର୍କ ରେ ଖୁବ ଭଲ ଥାନ୍ତି । ଏମାନେ ସବୁ ବେଳେ ଧାର୍ମିକ ଚିନ୍ତା ଧାରାର ହୋଇ ନଥାନ୍ତି । ଏମାନେ ପ୍ରାୟତଃ ସବୁ ବେଳେ ଦ୍ଵନ୍ଦ ରେ ରୁହନ୍ତି ଏମାନେ କିଛି କଥାକକୁ ନେଇକି ସବୁ ବେଳେ ନିଜ ଭିତରେ କନ୍ଫ୍ୟୁଜନ ଭିତରେ ରୁହନ୍ତି ଏମାନେ । ଏମାନେ ଖୁବ ଇମାନଦାର ହୋଇ ଥାନ୍ତି ଏହା ସହ ଏମାନେ ଅନେକ ସମୟରେ ସାମାନ୍ଯ ସାମାନ୍ଯ କଥାକୁ ନେଇକି ପଚରା ଉଛାର କରି ଦେଇ ଥାନ୍ତି । ଏମାନେ ଆକର୍ଷଣ ଠାରୁ ବଡ ଏମାନଙ୍କ ପ୍ରେମ ହୋଇ ଥାଏ । ଏମାନେ ସବୁ ବେଳେ କିଛି ନା କିଛି ଭୁଲ କରି ଦେଇଥାନ୍ତି ଯାହା ପାଇଁ ଏମାନେ ପରେ ଖୁବ ମନ ଖରାପ କରି ଥାନ୍ତି ।

ଏମାନେ ସବୁ ବେଳେ ସାହାଶୀ ହୋଇ ଥାନ୍ତି କେବଳ ନିଜ ପାଇଁ ନୁହେଁ ସବୁ ସମାଜ ପାଇଁ ଚାହିଁଲେ କିଛି ନା କିଛି କରି ପାରିବେ କିନ୍ତୁ କଥା ରହିଲା କି ଏମାନେ ବେଳେ ବେଳେ କିଛି ବୁଝି ପାରି ନଥାନ୍ତି । ପ୍ରଫେସନ ରେ ଦେଖିବେ ପାଇଁ ଗଲେ ଏମାନେ ଅଧ୍ୟାପକ ଓ ବୈଜ୍ଞାନିକ ଅଧିକ ଭଲ ଥାଏ । ଏମାନେ କେବଳ ନିଜ ପାଇଁ ନୁହେଁ ଏମାନେ ନିଜ ପିଠି ରେ ପ୍ରାୟ ସମସ୍ଯା ଅନୁଭୂତ କରନ୍ତି କେବଳ ସେତିକି ନୁହେଁ ବେଳେ ବେଳେ ଆଣ୍ଠୁ ରେ ମଧ୍ୟ ଅଧିକ ଯନ୍ତ୍ରଣା ଅନୁଭବ କରନ୍ତି ଏମାନେ । ସାଧାରଣ ରେ ଏମାନେ ହସ ମୁଖ ହୋଇ ଥାନ୍ତି କିନ୍ତୁ ଏମାନେ ବିପରୀତ ପରିସ୍ଥିତି ରେ ଏମାନେ କିଛି ଏହି ଭଳି କହିଥାନ୍ତି ଯାହା ପାଇଁ ଏମାନେ ସବୁ ବେଳେ କଷ୍ଟରେ ଥାନ୍ତି ।

ଏମାନେ ବେଳେ ବେଳେ କିଛି ନିସ୍ପତି ଭୁଲ ମଧ୍ୟ ନେଇ ଯାଇ ଥାନ୍ତି । ଏମାନେ ଆଶାବାଦୀ ହୋଇ ଥାନ୍ତି ଏମାନେ କିଛି ନା କିଛି ଭଲ କାମ ପାଇଁ ନିଜ ପରିବାର ସହ ବିଦ୍ରୋହ ମଧ୍ୟ କରିଥାନ୍ତି କିନ୍ତୁ ଏହା ବେଳେ ବେଳେ ହୋଇ ଥାଏ ଏମାନେ ନିଜ ଅନୁଭବ କୁ ସବୁଙ୍କୁ ସହ ବାଣ୍ଟିବା ପାଇଁ ଖୁବ ଭଲ ପାନ୍ତି । ନିଜ ଲକ୍ଷ ସମୟ ଥାଉ ଥାଉ ଏମାନଙ୍କୁ ଜଣା ପଡି ଯାଇଥାଏ । କିନ୍ତୁ ଏହା ଏମାନଙ୍କ ଉପରେ ସବୁ ବେଳେ ଲୋକମାନେ ଆଶାବାଡି ହୋଇ ଯାଇଥାନ୍ତି ଅନେକ ସମୟରେ ଏମାନେ ଏହା କରି ନ ପାରିଲେ ଖରାପ ଭାବି ଥାନ୍ତି ଏମାନଙ୍କୁ । ଏମାନେ ଅଧିକ କଥା ମଧ୍ୟ କହି ଥାନ୍ତି ଯାହା ପାଇଁ ଏମାନେ ସବୁ ବେଳେ ଅସୁବିଧା କୁ ଡାକି ଆଣନ୍ତି ।

Leave a Reply

Your email address will not be published. Required fields are marked *