ଗଙ୍ଗା ଭଳି ପବିତ୍ର ଅଟନ୍ତି ଏହି ୩ଟି ନାମର ଝିଅ 

ଏହି ଦୁନିଆରେ କେହିବି ଝିଅଙ୍କୁ ବୁଝିବା କଷ୍ଟକର ହୋଇଥାଏ । ଝିଅ ମାନଙ୍କ ମନରେ କେତେବେଳେ କଣ ଚାଲିଥାଏ କେହିବି କହିପାରିବେ ନାହିଁ । ସେଥିପାଇଁ ଝିଅ ମାନଙ୍କୁ ଗୋଟେ ପହେଲି ମଧ୍ୟ କୁହାଯାଇଥାଏ, ଯାହାର ରହସ୍ୟ ବୁଝିବା ବାସ୍ତବରେ ବହୁତ କଷ୍ଟ ହୋଇଥାଏ । ଆପଣ ସେହି କଥାତ ଶୁଣିଥିବେ କି ଯଦି ଭଗବାନ ନାରୀମାନଙ୍କୁ ବୁଝିପାରି ନାହାନ୍ତିତ ମଣିଷ କେମିତି ବୁଝି ପାରିବେ ।

ଝିଅ ମାନଙ୍କର ବ୍ୟବହାର ଏତେ ଅଲଗା ହୋଇଥାଏକି ସେ କେବେ କେଉଁ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେଇଥାଏ । ଏହା କେହିବି କହିପାରିବେ ନାହିଁ ।

ଏହି ଦୁନିଆରେ ଏମିତି ବହୁତ ଝିଅ ଅଛନ୍ତି, ଯେଉଁ ମାନେ ପାଣି ଭଳି ସଫା ଓ ବହୁତ ଶାନ୍ତ ହୋଇଥାନ୍ତି ।  ଆଉ କିଛି ଥାନ୍ତି ବହୁତ ଚଲାକ ମଧ୍ୟ ହୋଇଥାନ୍ତି ଓ ବିଶ୍ଵାସ ଯୋଗ୍ୟ ହୋଇନଥାନ୍ତି । ଆଜିଆମେ ଆମେ ସେଇ ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ ବହୁତ ପବିତ୍ର ହୋଇଥାନ୍ତି । ଯେଉଁ ଝିଅ ମାନଙ୍କ ନାଁ  ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ବହୁତ ପବିତ୍ର ହୋଇଥାନ୍ତି ।

‘ବି’ ନାମ ବାଲି ଝିଅମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହି ଝିଅମାନେ ନିଜ ଜୀବନ ସାଥି ପ୍ରତି ବହୁତ ବଫାଦାର ହୋଇଥାନ୍ତି । ଏହି ଝିଅମାନେ କୌଣସି ମୁସ୍କିଲ ପରିସ୍ତିତିରେ ନିଜ ସାଥିର ହାତ ଛାଡି ନଥାନ୍ତି । ଏମାନଙ୍କର ବ୍ୟବହାର ବହୁତ କୋମଲ ହୋଇଥାଏ ।  ଏହି କାରଣ ଲାଗି ତାଙ୍କୁ ବହୁତ ପବିତ୍ର ମାନିଥାନ୍ତି  ।

‘ ଏନ’ ନାମ ବାଲି ଝିଅମାନେ ବହୁତ ତେଜ ସ୍ୱଭାବର ହୋଇଥାନ୍ତି । ଏହି ଝିଅ ମାନେ ତାଙ୍କ ପରିବାର ସହିତ ଜୀବନସାଥିର ମଧ୍ୟ ବହୁତ ଯତ୍ନ ନେଇଥାନ୍ତି । ଏମାନେ କେବେ ଏମିତି କିଛି କାମ କରିନଥାନ୍ତି ଯେଉଁଥିରେ ତାଙ୍କ ପରିବାର ନାଁ ତଳେ ପଡିବ । ଏହି ଝିଅ ମାନଙ୍କର ସ୍ଵାଭାବ ବହୁତ ଭଲ ହୋଇଥାଏ ।

‘ପି’ ନାମବାଲି ଝିଅ ମାନେ ସେ ସଂପର୍କକୁ ବାନ୍ଧିକି ରଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଏହି ଝିଅମାନେ ସବୁ ଲୋକଙ୍କ ଭାବନାର କଦର କରିଥାନ୍ତି । ସେ ତାଙ୍କଠାରୁ ଛୋଟ ହେଉକି ବଡ ହେଉ । ଏମାନେ କେବେ କାହାକୁ ଦୁଃଖ ଦେଇନଥାନ୍ତି । ଏମାନେ ସମସ୍ତଙ୍କୁ ବହୁତ ଖୁସିରେ କଥା ହୋଇଥାନ୍ତି ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *