ଗରିବ ହେବାର 21 ଟି ବଡ କାରଣ ନିଶ୍ଚୟ ଜାଣନ୍ତୁ- Ajira Anuchinta

ଦାରିଦ୍ରତା ଆମ ଜୀବନର ସବୁ ଠାରୁ ବଡ ସମସ୍ଯା ଅଟେ । ଯାହା ପାଇଁ ଆମେ ନିଜକୁ ସବୁ ବେଳେ ଖରାପ ବୋଲି ଭାବି ଥାଉ ଆମେ ଯଦି ନିଜ କାମ କୁ ସଠିକ ଭାବେ ନ କରୁ କିମ୍ବା ଯଦି ଆମେ କିଛି କାମ ରୁ ନିଜକୁ ଦୂରେଇ କେବଳ ନିଜ ବିଷୟରେ ଭାବି ଥାଉ ତେବେ ଏହା ଆମ ପାଇଁ ଖରାପ ହୋଇ ଥାଏ । ଆମେ ଯଦି ଆପଣ ମାନଙ୍କୁ କିଛି କାମ କରିବା ଆକୁ କେହି କହି ଥାନ୍ତି ଏହା ସହ ଆପଣଙ୍କ ଭବିଷ୍ୟତ ଅଛି ତେବେ ଆପଣ ଏହାକୁ ନିଶ୍ଚିତ ଭାବେ କରିବେ ।

ଆପଣ ମାନେ ଜାଣି ଥିବେ କି ଆମେ ଯାହା ଭି କରିବା କିମ୍ବା ଆମେ ଯାହା ଭି କରିବା ପାଇଁ ଚେଷ୍ଟା କରିବା ଏହା ନିଶ୍ଚିତ ଭାବେ ସଫଳ ହେବ ଯଦି ଏହା ଭଲ ହୋଇ ଥାଏ ତ । ଆମେ ଯଦି ନିଜ ଅକାମରେ ମନ ନ ଦେଇ ଏପାଖ ସେପାଖ କାମରେ ମନ ଦେବା ତେବେ ଏହା ଖରାପ ପରିଣାମ ଆଣି ଦେଇ ଥାଏ । ଆଜି ଆମେ କହିବା କି ଏହି ଭଳି 21 ଟି ଲକ୍ଷଣ ଯାହା ଦ୍ଵାରା ଆମେ ଖରାପ ପରିଣାମ ପାଇ ଥାଉ । ଆମେ ଆଜି ଆପଣଙ୍କୁ କହିବା କି ଆମେ କେଉଁ ଭଳି କାମ କରିବା ଦ୍ଵାରା ଆମ ଜୀବନରେ କିଛି ଭଲ ସମ୍ଭାବନା ସବୁ ଦୂରେଇ ଯାଇ ଥାଏ ଓ ଖରାପ ପରିଣାମ ଆସିଥାଏ ।

ଆଜି ଆମେ କହିବା କି ଆମେ କେଉଁ ଭଳି କାମ କରିବା ଦ୍ଵାରା ସାରା ଜୀବନ ଗରିବ ହୋଇ ରହିବା । ସକାଳୁ ଉଠି ସେଯ କୁ ନ ସଜାଡିବା । ଭାଙ୍ଗି ଯାଇ ଥିବା ବାସନ କୁ ବ୍ୟବହାର କରିବା । ଅଳିଆ ଆବର୍ଜନା କୁ ଜମା ରଖିବା । ବନ୍ଧୁ ବାନ୍ଧବ ମାନାଙ୍କ ସହ ଝଗଡା କରିବା । ସଂଧ୍ୟା ସମୟରେ ଶୋଇବା । ନିଜ ଆମଦାନୀ ଠାରୁ ଅଧିକ ଖର୍ଚ୍ଚ କରିବା । ଅଇଁଠା ଖାଦ୍ଯ କୁ ପକାଇ ରଖିବା । ଘରକୁ କେହି କୂଣିଆ ଆସିଲେ ରାଗିବା । 40 ଦିନରୁ ଅଧିକ ଦିନ ଯାଏ ବାଳ ଣ କାଟିବା । ଦାନ୍ତରେ ନଖ ଖାଇବା ।

ଏହା ପରେ ସ୍ତ୍ରୀ ଲୋକମାନେ ଠିଆ ହୋଇ ମୁଣ୍ଡ କୁଣ୍ଡାଇବା । ଡେରି ଯାଏ ସକାଳେ ଶୋଇବା । ମାଠିଆ ପାଣି କିମ୍ବା ଅପିବା ଅପାଣିକୁ ରାତିରେ ଖୋଲା ରଖିବା । ଦୀପ କୁ ମୁହଁ ରେ ଫୁଙ୍କିବା । ଭାତ କୁ କଦରୁ ନଖାଇ ମଝିରୁ ଖାଇବା । ଇଶ୍ଵର ଙ୍କୁ ଧନ୍ଯ ବାଦ ନ ଦେଇ ଭୋଜନ କରିବା । ଘରେ ବୁଢିଆଣୀ ଜାଲ ହେବା । ଜୋଟା ଚପଲ କୁ ସଜାଡି ନରଖିବା । ସ୍ନାନ ନ କରି ଭୋଜନ କରିବା ସବୁ ବେଳେ ଏପାଖ ସେପାଖ କରି ଛେପ ପକାଇବା । ଖାଇବା ଥାଳିରେ ହାତ ଧୋଇବା । ନିଜ ଶରୀର କୁ ଅପରିଷ୍କାର ରଖିବା । ଏହି ସବୁ ଦିନ ଭିତରେ ଆମେ କେବେ ନା କେବେ କରିଛୁ କିନ୍ତୁ ଯେଉଁ ମାନେ ଏହାକୁ ସବୁ ଦିନ କରନ୍ତି ସେମାନେ ସର୍ବଦା ଗରିବ ହୋଇ ରହି ଥାନ୍ତି ।

Leave a Reply

Your email address will not be published. Required fields are marked *