ସନ୍ତାନ ପ୍ରାପ୍ତି ପାଇଁ କରନ୍ତୁ ଏହି ସରଳ ଉପାୟ

ପିଲା ମାନେ କାହାକୁ ଭଲ ଣ ଲାଗି ଥାନ୍ତି କୁହନ୍ତୁ ତ । ପିଲା ମାନେ ହିଁ ଏହି ଭଲ୍ଲି ଏକ ଥାନ୍ତି ଯେଉଁ ମାନେ ପରିବାର ର ଏକଟା କୁ ବଜାୟ ରଖି ଥାନ୍ତି ଏହା ସହ ଏମାନେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ମଧ୍ୟ ଭଲ ସମ୍ପର୍କ ରଖିବା ରେ ସାହାଜ୍ଜ୍ୟା କରି ଥାନ୍ତି । ଯେଉଁ ଭଳି ପରିସ୍ଥିତି ହେଲେ ମଧ୍ୟ ପିଲା ମାନଙ୍କ ମୁହଁ କୁ ଦେଖିକି ଆମେ ଏହାକୁ ଭୁଲି ଯାଇ ଥାଉ । ସବୁ ଠାରୁ ବଡ କଥା ହେଉଛି କି ଜଣେ ନାରୀ ଯେତେବେଳେ ମା ହୋଇ ଥାନ୍ତି ତ ସେମାନେ ନିଜକୁ ଧନ୍ଯ ମନେ କରନ୍ତି ।

କାରଣ ସେମାନେ ଜାଣି ଛନ୍ତି କି ପିଲା ମାନେ ତାଙ୍କୁ ତାଙ୍କ ଶରୀର ରୁ ହିଁ ମିଳି ଥାଏ । ସେମାନେ ଏହାକୁ ପାଇବା ଅପାଇନ ବହୁ ଦିନରୁ ଅପେକ୍ଷା କରି ଥାନ୍ତି । ଆପଣ ମାନେ ହା ମଧ୍ୟ ଜାଣି ଥିବେ କି ଏକ ସନ୍ତାନ ପାଇଁ ଲୋକମାନେ ଅନେକ ଚେଷ୍ଟା କରି ଥାନ୍ତି ।  ନାରୀ ମାନେ ସେତେବେଳେ ପୂର୍ଣ୍ଣ ହୁଅନ୍ତି ଯେତେବେଳେ ସେମାନେ ମା ହୋଇ ଥାନ୍ତି ସେତେବେଳେ ସେମାନେ ନିଜକୁ ସଂପୂର୍ଣ୍ଣ ଭାବି ନେଇ ଥାନ୍ତି । ଆଜି ଆମେ ଖିବା ପାଇଁ ଯାଉଛୁ କି ଏହି ଭଳି ଭାଗ୍ୟ ସଭିଙ୍କୁ ଭଗବାନ ଦେଇ ନଥାନ୍ତି କିଛି ଅସୁବିଧ୍ହା ପାଇଁ ଅନେକ ନାରୀ ମାନେ କେବେ ହେଲେ ମା ହୋଇ ପାରୁ ନାହାଁନ୍ତି ଓ କିଛି ଜଣ ବିଳମ୍ବ ରେ ମା ହୋଇ ଥାନ୍ତି ।

ଯେଉଁ ମାନାଙ୍କ ଘରେ କେହି ପିଲା ପିଲି ନାହାଁନ୍ତି ସେମାନେ ସବୁ କିଛି ଥାଇ ମଧ୍ୟ ଖାଲି ଅନୁଭବ କରୁଛନ୍ତି । ଆପଣ ମାନାଙ୍କ ମଧ୍ୟରୁ ଯଦି କେହି ମା ହୋଇ ପାରୁ ନାହାଁନ୍ତି ତେବେ ଆପଣ ମନ ଖରାପ କରନ୍ତୁ ନି । ଆପଣ ଭଗବାନ ବାଳଗୋପାଳ ଙ୍କୁ ପୂଜା କରିବା ପାଇଁ ନିଜକୁ ପ୍ରସ୍ତୁତ କରି ଦିଅନ୍ତୁ । ଏହା ସହ ଆପଣ ଭଗବାନ ଙ୍କ ସହସ୍ର ନାମ ଜପ କରନ୍ତୁ । ଆପଣ ଭଗବାନ ଗଣେଶ ଙ୍କ ମୂର୍ତ୍ତି ଆଣିକି ଏହାକୁ ଆପଣ ସ୍ଥାପନା କରିକି ଏହା ସହ ଆପଣ କିଛି ଲଡୁ ଭୋଗ କରିବେ ଓ ଏହା ପରେ ଆପଣ ଏହାକୁ ନେଇ ଚଢେଇ ମାନଙ୍କୁ ଦେଇ ଦିଅନ୍ତୁ ।

ଏହା ପରେ ନାମ ଆସେ ଭଗବାନ ବାଳଗୋପାଳ ଙ୍କ ମୁରର୍ତି କୁ ସ୍ଥାପନା କରି ଆପଣ ଏହି ଦିନ ସିତାଫଳ ଓ ଅଞ୍ଜିର କୁ ଭୋଗ ଲଗାଇ ଏକ ବେଳା ଉପବାଷ କରନ୍ତୁ ଏହାକୁ ଭୋଗ ଲଗାଇ ଏହାକୁ ଆପଣ ଖାଇ ନିଅନ୍ତୁ । ଏହାକୁ ଆପଣ ଜନ୍ମାଅଷ୍ଟମୀ ରେ ଅକରିବା ଆଡବାରା ଭଲ ପରିଣାମ ପାଇବେ ଆପଣ । ଏହା ଶହ ଆପଣ ଏକ ଜିନିଷ ର ଧ୍ୟାନ ରଖିବେ କି ଆପଣ ଯାହା ଭି କରିବେ କିମ୍ବା ଯାହା ଭି କରିବା ପାଇଁ ଯାଉଛନ୍ତି ଏହାକୁ ଗାଧେୟ ସାରି କରିବେ । ଏହା ସହ ଗୋପାଳ ଙ୍କ ଏକ ଜନ୍ତ୍ର ଆଣିକି ଏହାକୁ ଆପଣ ରଖିକି ଏହା ଆଗରେ ବସିକି 108 ବାଳଗୋପାଳ ଙ୍କ ପୂଜା କରନ୍ତୁ  ।

Leave a Reply

Your email address will not be published. Required fields are marked *