Psychology Test- 2 ସେକେଣ୍ଡରେ ବାଛନ୍ତୁ ଗୋଟେ ତାଲା, ଏହା ଖୋଲିବ ଆପଣଙ୍କ ରାଜ

ଆମେ ନିଜକୁ ଖୁବ ଭଲ ବାହାବେ ଜାଣିବାର ଦାବି ସବୁଙ୍କୁ ଆଗରେ କରି ଥାଉ । ଏହା ମଧ୍ୟ କହି ଥାଉ କି ଆମକୁ ଆପଣ ମାନେ ଜାଣି ନାହାଁନ୍ତି କିନ୍ତୁ ବେଳେ ବେଳେ କିଛି ଏହି ଭଳି ପରିସ୍ଥିତି ଆମ ଜୀବନରେ ଆସିଥାଏ ଯାହା ପାଇଁ ଆମେ ନିଜକୁ ଖୁବ ଅଜଣା ଅଣୁଭା କରୁ ଏହି ଭଳି ଲାଗେ ଆମେ ନିଜକୁ ଏକ ଅଲଗା ଅଲଗା ଦୁନିଆରେ ପାଉଛୁ । ଓ ବେଳେ ଏହା ମଧ୍ୟ ଲାଗି ଥାଏ କି ଆମେ ଯେଉଁ ମଣିଷ କୁ ଖୋଜୁଛେ ସେ ମଣିଷ ଆମେ ନୁହେଁ ଆଉ କିଏ ।

ଯିଏ କି ଆମ ନାମରେ ଏଠାରେ ଅଛି ବେଳେ ବେଳେ ଆମେ ନିଜକୁ ହିଁ ସନ୍ଦେହ କରି ଥାଉ । ଅନେକ ସମୟରେ ପରିସ୍ଥିତି କୁ ଦେଖିକି ଆମେ ନିଜକୁ ଖୁବ ଭଲ କିମ୍ବା ଅଖରାପ କହି ଥାଉ । ଓ ନିଜକୁ ଏକ ପ୍ରକାର ଚିନ୍ତାରେ ବାନ୍ଧି ଦେଇ ଥାଉ । ଆଜି ଆମେ ଆପଣଙ୍କୁ କହିବୁ କି ଆପଣଙ୍କ ବ୍ୟକ୍ତିତ୍ବ କିଭଳି ଥାଏ ଆପଣ କିଭଳି ଆପଣ ଏହି ତାଲା ମାନଙ୍କ ମଧ୍ୟରୁ ଏକ ତାଲା କୁ ବାଛି ନିଅନ୍ତୁ ଓ ଏହାକୁ ଆପଣ ନିଜ ମନରେ ରଖନ୍ତୁ ଆମେ ଆପଣଙ୍କୁ କହିବୁ କି ଆପଣ କିଭଳି ଅଟନ୍ତି । ଆସନ୍ତୁ ତେବେ ଜାଣିବା ଆପଣ କିଭଳି ଅଟନ୍ତି ।

ଯଦି ଆପଣ ଏହି ତାଲା ବାଛି ସାରିଛନ୍ତି ଓ ପ୍ରଥମ ତାଲା ବାଛି ଛନ୍ତି ତେବେ । ଏହା କେବଳ ଆପଣଙ୍କ ପାଇଁ ନୁହେଁ ବରଂ ଏହା ଆପଣଙ୍କ ପାଖା ପାଖି ରେ ଥିବା ଲୋକଙ୍କ ପାଇଁ ଖୁବ ଭଲ ହୋଇ ଥାଏ । କାରଣ ହେଉଛି କି ଆପଣ ବହୁତ ଖୁଶି ମନର ଲୋକ ଓ ଆପଣ ଦୟାଳୁ ମଧ୍ୟ ଅଟନ୍ତି । ଆପଣଙ୍କ ଏହି ଗୁଣ ବହୁତ ଭଲ ଅଟେ । କିନ୍ତୁ ଅନେକ ସମୟରେ କିଛି ଲୋକ ଆପଣଙ୍କ ଏହି ଗୁଣ କୁ ଖରାପ କହି ଥାନ୍ତି । ଆପଣ ଦ୍ଵିତୀୟ ତାଲା ବାଛି ଛନ୍ତି ତେବେ ଆପଣଙ୍କ ପାଖେ ଖୁବ ଆତ୍ମ ବିଶ୍ବାଶ ଅଛି ଏହା ସହ ଆପଣ ନିଜ ର ମାନ ସମ୍ମାନ ପାଇଁ ସବୁ ବେଲଲେ ଲଢେଇ କରିବେ । ଆପଣ ବାହାରୁ ଯେଉଁ ଭଳି ଦେଖିବା ପାଇଁ ସେହି ଭଳି ଭିତରୁ ମଧ୍ୟ ଆପଣ ଥାନ୍ତି ।

ଆପଣ ଯେଉଁ ଭି ପରିସ୍ଥିତି ନିଜକୁ ଭାଙ୍ଗିବା ପାଇଁ ଦେଇ ନଥାନ୍ତି । ଆପଣ ଯଦି ତୃତୀୟ ତାଲା ବାଛି ଛନ୍ତି ତେବେ ଆପଣ ବାହାରକୁ ଦେଖିବା ପାଇଁ ଖୁବ ସାନ୍ତ ସ୍ଵଭାବ ର ଦେଖା ଯାଇ ଥାନ୍ତି କିନ୍ତୁ ଆପଣ ଭିତରୁ ବହୁତ ଚଳଖ ଥାନ୍ତି । ଆପଣ ଭିଡ ମାନଙ୍କ ଠାରୁ ନିଜକୁ ଦୂରେଇ ରଖି ଥାନ୍ତି । ଆପଣ ନିଜ ସିଦ୍ଧାନ୍ତ କୁ ନେଇ ଠିକ ଥାନ୍ତି ଜିନିଷ କୁ ଆପଣ ଖୁବ ଭଲ ଭାବେ ବୁଝି ପାରିଥାନ୍ତି । ଆପଣ ଯଦି ଚତୁର୍ଥ ତାଲା ବାଛି ଛନ୍ତି – ଆପଣ ଭାବୁକ ଦୟାଳୁ ଏହା ସହ ଆପଣ ମାନେ ଖୁବ ରହସ୍ୟମୟ ଅଟନ୍ତି । ଆପଣ ନିଜ ପରିବାର ଓ ସାଙ୍ଗ ମାନଙ୍କ ପାଇଁ ବହୂତ କିଛି କରି ଥାନ୍ତି ଯାହା ଦ୍ଵାରା ଆପଣ ନ୍କାଉ ସବୁ ବେଳେ ଲୋକପ୍ରିୟ ତା ମିଳିଥାଏ ।

Leave a Reply

Your email address will not be published. Required fields are marked *