କଦଳୀ ଗଛ ଘରେ ଲଗାଇବା ଶୁଭ ନା ଅଶୁଭ ? ଜାଣନ୍ତୁ- Vastu Shastra

ବନ୍ଧୁଗଣ ନମସ୍କାର । ଆପଣ ମାନେ ନିଜର ଗୃହର ଚତୃପାସରେ ବିଭିନ୍ନ ପ୍ରକାରରର ବୃକ୍ଷରୋପଣ କରନ୍ତି ତାହା ମଧ୍ୟରୁ ଳିମ୍ବଗଛ , ବରଗଛ , ପିପଳିଗଛ ଏପରି କେତେକ ଗଛକୁ ଆପଣ ମାନେ ପୂଜା କରନ୍ତି । ବନ୍ଧୁଗଣ ସବୁବୃକ୍ଷ ମାନଙ୍କ ମଧ୍ୟରୁ କଦଳୀ ଗଛକୁ କିଛି ଲୋକ ଅଶୁଭ ବୋଲି କୁହନ୍ତି । ଯଦି ଆମେ ଦେଖିବା ତାହାଲେ କୌଣସି ବୃକ୍ଷ ଅଶୁଭ ହୋଇନଥାୟ । ଏହି ଗଛକୁ ଆପଣ ଉଚିତ ଜାଗାରେ ଲଗାଇଲେ ଏହା ଅଶୁଭ ହୋଇନଥାୟ । ବନ୍ଧୁଗଣ ଶାସ୍ତ୍ରରେ କଦଳୀ ପତ୍ରକୁ ଅତ୍ୟନ୍ତ ଶୁଭ ବୋଲି କୁହା ଯାଇଅଛି ।

ଏହି ପତ୍ରର ସଂଯୋଗ ବୃହସ୍ପତିଙ୍କ ସହ ଯୋଡାଯାଇଅଛି । ବନ୍ଧୁଗଣ ଆପଣ ମନେ ଦେଖିଥିବେ ଗୃହରେ କିଛି ଶୁଭ କାର୍ଯ୍ୟ ହଉଥିଲେ ସେହି ଜାଗାରେ କଦଳୀ ଗଛ ଓ କଦଳୀ ପତ୍ର ର ତୋରଣ କରାଯାଇଥାୟ । ବନ୍ଧୁଗଣ ଆପଣମନେ ଯଦି ଦେବତାଙ୍କର କିଛି ପୂଜା ଅର୍ଚନା କରୁଛନ୍ତି ତାହାଲେ ଆପଣମାନେ କଦଳୀ ପତ୍ର ରେ ଭୋଗ କରନ୍ତି । ବନ୍ଧୁଗଣ ଯଦି ଆପଣ କଦଳୀ ଗଛର ଚେରକୁ ନିଜ ଶରୀରରେ ବାନ୍ଧିବେ ତାହାଲେ ବୃହସ୍ପତି ମଜଭୁତ ରହିବେ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଗୃହଭିତରେ କଦଳୀ ଗଛ ରଖିବା ବାରଣ ହୋଇଥାୟ । କୁହାଯାୟ କି କଦଳୀ ଗଛ ଯଦି ଘରେ ଭିତରେ ଲଗା ଜୀବ ତାହାଲେ ଗୃହରେ ଉଥାନ ଦେଖାଦବ ।

ତେଣୁ ଏହାକୁ ଗୃହର ଅଗଣାରେ କିମ୍ବା ଘରରବାହାରେ ଇଶାନ କୋଣରେ ଲଗାଇବେ କିମ୍ବା ଉତ୍ତର ପୂର୍ବ ଦିଗରେ ଲଗାଇବେ । ଯଦି ଆପଣ flate ରେ ରହୁଛନ୍ତି ତାହାଲେ ଆପଣ ଏହାକୁ ବଲୋକନୀ ରେ ଲଗେଇବେ । ଯଦି ଆପଣ ଏହି  ନିୟମରେ କଦଳୀ ଗଛ ଲଗେଇବେ ତାହାଲେ ଆପଣଙ୍କର ଘରେ ଧନ ବୃଦ୍ଧି ହବ । ଆସନ୍ତୁ ବନ୍ଧୁଗଣ ଜାଣିବା କଦଳୀ ଗଛ ଗୃହ ପାଇଁ ଶୁଭ କି ଅଶୁଭ ହୋଇଥାୟ । ବନ୍ଧୁଗଣ ଯଦି ଆପଣଙ୍କ ଗୃହରେ ଧନ ର ବୃଦ୍ଧି ପାଇଁ ଚାହୁଛନ୍ତି ତାହାଲେ ଏହି କଦଳୀ ଗଛକୁ ନୀତି ନିୟମ ଭାବରେ ଏହାକୁ ଲଗାନ୍ତୁ । ବନ୍ଧୁଗଣ ଯଦି ଆପଣ କିଛି ଚିନ୍ତା ରେ ରହୁଛନ୍ତି ତାହାଲେ ଏହାର ପତ୍ର ବହୁତ ବଡ ମହତ୍ଵ କାମରେ ଆସିଥାୟ । ଆପଣଙ୍କର ଚିନ୍ତା କମେଇ ଦେଇଥାୟ । ପାଠ ପଢୁଥିବା ପିଲାମାନଙ୍କ ପାଇଁ କଦଳୀଗଛ ବହୁତ ଭାଗ୍ୟଶାଳି ହୋଇଥାୟ । କାରଣ ଯଦି ଏହି କଦଳୀ ଗଛର ସାମ୍ନାରେ ଯାଇ ଯଦି ଆପଣ ପଢୁଛନ୍ତି ତାହାଲେ ଆପଣଙ୍କର ବହୁତ ସମୟ ପାଠ ମାନେ ରହିଥାୟ ।

ବନ୍ଧୁଗଣ ଯଦି ଆପଣ କଦଳୀ ଗଛ ଘରର ଅଗଣାରେ ଲଗାଉଛନ୍ତି ତାହାଲେ ଆପଣଙ୍କ ଗୃହରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଯିବ । ଓ ସକାରାତ୍ମକ ଶକ୍ତି ରହିବ । ବନ୍ଧୁଗଣ  ଆପଣ ମାନେ ଦୀଖିଥିବେ କିଛି ଲୋକ ନିଜ ଗୃହ ସାମ୍ନାରେ ତୁଲସୀ ଗଛ ଲଗାନ୍ତି । କିଛି ଚିନ୍ତା ନକରି ତୁଲସୀ ଗଛ ପାଖରେ କିଛି ଅଲଗା ବୃକ୍ଷ ଲଗାଇଥାନ୍ତି କିନ୍ତୁ ବନ୍ଧୁଗଣ ଆପଣମାଙ୍କୁ ଆମେ କହିରଖୁଚୁ ତୁଲସୀ ଗଛ ପାଖରେ କୌଣସି ଗଛ ଲଗାଇବେ ନାହିଁ ।  ବନ୍ଧୁଗଣ ତୁଲସୀ ଗଛ ପାଖରେ କେବଳ କଦଳୀ ଗଛ ଲଗାଇବେ । ଏହା କରିବା ଦ୍ଵାରା ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଆପଣଙ୍କ ଉପରେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର କୃପା ରହିଥାୟ । କୁହାଯାୟକୀ କଦଳୀ ଗଛ ସହିତ ଭଗବାନ ବିଷ୍ଣୁଙ୍କର ବହୁତ ନିବିଡ ସମ୍ପର୍କ ରହିଥାୟ ।

ଧର୍ମ ଅନୁସାରେ କଦଳୀଗଛରେ ବୃହସ୍ପତି ବାସ କରନ୍ତି ।ଜୋତିଷଙ୍କ କହିବା ଅନୁସାରେ ଶୁଭ କାର୍ଯ୍ୟ ରେ ବୃହସ୍ପତିଙ୍କ କୃପା ପାଇବା ପାଇଁ କଦଳୀ ପତ୍ର ଓ ଏହାର ଫଳ କୁ ବ୍ୟବହାର କରାଜାୟ । ଶାସ୍ତ୍ର ଅନୁସାରେ ଯଦି ଆପଣ ମାନେ ଗୁରୁବାର ଦିନ କଦଳୀ ଗଛକୁ ପୂଜା କରିବେ ତାହାଲେ ଆପଣ ଯାହା ମନସ୍କାମନା କରିଥିବେ ତାହା ପୁରା ହୋଇଯିବ ଓ ଝିଅମାନଙ୍କୁ ତାଙ୍କ ମନବାଂଶ୍ଚିତ ଫଳ ମିଳିଥାୟ । ବନ୍ଧୁଗଣ ଜୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ମାଙ୍ଗଳିକ ଯୋଗ ନଥାୟ ତାହାଲେ ସେହି ବ୍ୟକ୍ତି କଦଳୀ ଗଛ ସହ ବିବାହ କଲେ ତାହାର ମାଙ୍ଗଳିକ ଦୋଷ ଦୂର ହୋଇଥାୟ । ବନ୍ଧୁଗଣ କଦଳୀ ଗଛକୁ ପ୍ରତ୍ୟକ ଶୁଭ କାମ ରେ ଲଗା ଜାୟ । ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁ ଙ୍କୁ ଓ ମାତା ଲକ୍ଷ୍ମୀଙ୍କ ପାଖରେ କଦଳୀ ଭୋଗ କରା ଗଲେ ପରିବାରରେ ସୁଖ ଶାନ୍ତି ଦେଖା ଜାୟ । ଆପଣଙ୍କର ଆର୍ଥିକ ସ୍ଥିତି ସୁଧୀରି ଜାୟ ଓ ଆପଣ ସୁଖ ଶାନ୍ତିରେ ଜୀବନ ଅତିବାହିତ କରନ୍ତି । ବନ୍ଧୁଗଣ ଯଦି ଆପଣ ଗୁରୁବାର ଦିନ କଦଳୀ ଗଛ ମୂଳରେ ଘିଅ ଦୀପ ଦେଇ ପୂଜା କରିବେ ଓ ବୃହସ୍ପତିଙ୍କ ନାମ ୧୦୮ ଥର ଜପ କରିବେ ଦେଖିବେ ବନ୍ଧୁଗଣ ଯଦି ଆପଣଙ୍କ ପରିବାରରେ  ମାଙ୍ଗଳିକ କାର୍ଯ୍ୟ ହେବ । ବନ୍ଧୁଗଣ ଜାଣିଲେ ତ କଦଳୀଗଛ ଘରର ଅଗଣା ରେ ଲଗାଇଲେ ଆପଣଙ୍କର ଶୁଭ ହୋଇଥାୟ ।

Leave a Reply

Your email address will not be published. Required fields are marked *