ଘର ପାଖରେ ଥିଲେ ଏହି 3ଟି ଗଛ, ତୁରନ୍ତ କାଟି ଫିଙ୍ଗି ଦିଅନ୍ତୁ…. ନଚେତ ହୋଇଯିବେ କାଙ୍ଗାଳ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଅଛୁ ଯେ ଆପଣଙ୍କ ଘର ପାଖରେ କେଉଁ ଗଛ ରହିଲେ ଅଶୁଭ ହୋଇଥାଏ । ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଘର ଆଖ ପାଖ ପରିବେଶ ଯେତେ ଭଲ ରହିବ ସେତେ ହିଁ ଆପଣମାନଙ୍କ ପାଇଁ ଭଲ ହେବ । ଘର ଚାରି ପାଖରେ ସଫସୁତୁରା ରହିବା ଦ୍ଵାରା ସକାରାତ୍ମକର ଶକ୍ତିର ବିକାଶ ହୋଇଥାଏ । ଯେଉଁ ଜାଗାରେ ପରିବେଶ ଅପରିଷ୍କାର ହୋଇଥାଏ, ସେହି ଜାଗା ମାନଙ୍କରେ ନକରାତ୍ମକ ଶକ୍ତିର ବୃଦ୍ଧି ଘଟିଥାଏ । ଯାହାକି ଆପଣ ଏବଂ ଆପଣଙ୍କ ଘର ପରିବାରର କ୍ଷତି ଘଟିବାର ସମ୍ଭାବନା ଥାଏ ।

ଆପଣ ସମସ୍ତଙ୍କୁ ଘର ପାଖରେ ସବୁଜ ସୁନ୍ଦର ପରିବେଶ ଦେଖିବାକୁ ବହୁତ ହିଁ ଭଲ ଲାଗିଥାଏ । ସେଥିପାଇଁ ଆପଣ ସମସ୍ତେ ନିଜ ନିଜ ଘର ତଥା ଆଖ ପାଖ ଜାଗାରେ ଗଛ ଲଗେଇବାକୁ ପସନ୍ଦ କରନ୍ତି । ବିଭିନ୍ନ ରକମର ତଥା ସମସ୍ତ ପ୍ରଜାତିର ବୃକ୍ଷ ଆପଣମାନେ ଲଗେଇଥାନ୍ତି । ଭଳିକି ଭଳି ଫୁଲ, ଫଳ ,ତଥା ଔଷଧୀୟ ବୃକ୍ଷ ଲଗାଇବା ପାଇଁ ଭଲ ପାଇଥାନ୍ତି ।

ଗଛ ଆମ ମା ପରି ହୋଇଥାଏ ଯେମିତି ଆମ ମା ଆମକୁ ବିଭିନ୍ନ ପ୍ରକାର ଜିନିଷ ଦେଇ ଲାଳନ ପାଳନ କରିଥାଏ, ସେହିପରି ଗଛ ମଧ୍ୟ ଆମକୁ ତାର ଗଛରେ ଫଳୁଥିବା ଫୁଲ, ଫଳ, ପତ୍ର, ଦେଇ ଆମ ମା ସହିତ ସମତୂଲ୍ୟ ହୋଇଥାଏ । ଗଛ ମଧ୍ୟ ଆମର ବହୁତ ଉପକାରରେ ଆସିଥାଏ ।

ତାହାର କାଠକୁ ନେଇ ଲୋକମାନେ ନିଜ ଘରର ଆସବାବ ଜିନିଷ ତିଆରି କରିଥାନ୍ତି । ଏହିପରି ଅନେକ ଉପକାର କରିଥାଏ, କିନ୍ତୁ ଆପଣମାନେ ଜାଣିଛନ୍ତିକି କେଉଁ କେଉଁ ଗଛ ଆମ ଘର ପାଖରେ ରହିଲେ ଆମର ଶୁଭ ହୋଇଥାଏ ଏବଂ କେଉଁ କେଉଁ ଗଛ ରହିଲେ ଆମର କ୍ଷତିସାଧନ କରିଥାଏ । ଆଜି ଆମେ ଜାଣିବା କେଉଁ ଗଛ ଆମ ପାଇଁ ଅଶୁଭ ହୋଇଥାଏ ।

ପ୍ରଥମତଃ ଘର ପାଖରେ କୌଣସି ମଲା ଗଛ କିମ୍ବା ଦୁର୍ବଳ ହୋଇଯାଇଥିବା ଗଛ ରଖନ୍ତୁ ନାହିଁ । ଏହାଦ୍ବାରା ଆପଣମାନଙ୍କ ପାଇଁ ଏହି ଗଛ ଜମାବି ଶୁଭଦାୟକ ହେବନାହିଁ । ଅଶୁଭର ସଙ୍କେତ ଦେଇଥାଏ ଏହି ମରିଯାଇଥିବା କିମ୍ବା ଦୁର୍ବଳ ହୋଇଯାଇଥିବା ଗଛ । ସେଥିପାଇଁ ଯଥା ଶୀଘ୍ର ଏପରି ଗଛକୁ ଘର ପାଖରୁ ହଟାଇ ଦେବା ଉଚିତ ହେବ ।

ଦିତୀୟତଃ ବରକୋଳି ଗଛ ଆପଣମାନେ ସମସ୍ତେ ଏହି ଗଛକୁ ଦେଖିଥିବେ । ଏହି ଗଛ ଘର ପାଖରେ ବହୁତ ଦେଖିବାକୁ ମିଳିଥାଏ । ଏହି ବରକୋଳି ଗଛ ଘର ପାଖରେ ରହିଲେ ଘରେ ନକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ । ଘରେ ପ୍ରବଳ ମାତ୍ରାରେ ଆର୍ଥିକସ୍ଥିତି ଅସମ୍ଭାଳ ହୋଇଯାଏ । ଘରେ ଅଶାନ୍ତି ଦେଖିବାକୁ ମିଳେ ।

ଏହି ବରକୋଳି ଗଛ ଘର ପାଖରେ ରହିବା ଜମାରୁ ଭଲ ଲକ୍ଷଣ ହୋଇନଥାଏ । ଘରେ ନକରାତ୍ମକ ଶକ୍ତିର ପରିବେଶ ସୃଷ୍ଟି କରିଥାଏ । ବନ୍ଧୁଗଣ ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ ତେବେ ନିଶ୍ଚୟ ଆମକୁ ମତାମତ ଦ୍ଵାରା ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *