କେଉଁ ମାସରେ ଜନ୍ମ ହେଲେ କେଉଁ ସବୁ ଲକ୍ଷଣ ହୋଇଥାଏ ? Jyotisha Shastra

ଜନ୍ମ ମାସରୁ ଜଣା ପଡିଥାଏ ବ୍ୟକ୍ତିର ବ୍ୟକ୍ତିତ୍ବ କିପରି ହୋଇଥାଏ । ବ୍ଯକ୍ତିର ସ୍ଵଭାବ, ଭବିଷ୍ୟ ନିର୍ଧାରିତ ହୋଇଥାଏ ତାର ଜନ୍ମ ମାସରୁ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ବୟକ୍ତିର ଜନ୍ମ ମାସ ଓ ତାରିଖ ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ ତା ଜୀବନରେ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ୧୨ଟି ମାସ ମଧ୍ୟରୁ ଆପଣଙ୍କର ଜନ୍ମ ମାସ ରେ ବାଛନ୍ତୁ ଆଉ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା ବା ଆପଣଙ୍କର ସ୍ଵଭାବ କିପରି ଅଟେ । ୧- ଜାନୁଆରୀ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଉଦାର ପ୍ରକୃତିର ହୋଇଥାନ୍ତି । ମିତ୍ର ସ୍ଥାପନ କରିବାରେ ଆଗରେ ରହିଥାନ୍ତି । କାହାକୁ ବି ମିତ୍ର କରିବାରେ ସହଜରେ ସଫଳ ହୋଇଥାନ୍ତି । ଆପଣ ପ୍ରଜାପତି ଭଳି ସୁନ୍ଦର ଓ ଖୋଲା ସ୍ଵଭାବ ହୋଇଥାନ୍ତି ।

୨- ଫେବ୍ରୁଆରି ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଏତେ ପ୍ରଭାବଶାଳୀ ହୋଇଥାନ୍ତି କି ଭିଡ ଭିତରେ ରହିଲେ ବି ସମାସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ ହୋଇଥାଏ ।

୩- ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଆପଣଙ୍କୁ କଠିନ ସ୍ଥିତିରୁ ବାହାରିବାକୁ କୌଶଳ ଜଣା ନ ଥିଲେ ମଧ୍ୟ ଆପଣ କେବେ ହାର ମାନନ୍ତି ନାହି । ଏହି ସ୍ଵଭାବ ଆପଣଙ୍କୁ ସଫଳତା ଆଡକୁ ଅଗ୍ରସର କରାଇଥାଏ ।

୪- ଏପ୍ରିଲ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଭାବୁକ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ କେବେ ବି ଏହି କଥାକୁ ଲୁଛନ୍ତି ନାହି । ତେଣୁ ଲୋକେ ଆପଣଙ୍କର ପ୍ରଶଂସା କରିଥାନ୍ତି ।

୫- ମେ ମାସରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ବ୍ୟକ୍ତିତ୍ବ ଅନ୍ୟ ମାନଙ୍କୁ ଡରାଇଥାଏ । କିନ୍ତୁ ଯେଉଁ ମାନେ ଆପଣଙ୍କୁ ଜାଣିଥାନ୍ତି ସେମାନେ ଆପଣଙ୍କୁ ଭଲ ପାଇଥାନ୍ତି । ଆପଣଙ୍କ ଠାରେ ଗମ୍ଭୀରତା ଅଧିକ ରହିଥାଏ ।

୬- ଜୁନ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜର ସାନ୍ତ ସ୍ଵଭାବ କାରଣରୁ ପରିଚିତ ହୋଇଥାନ୍ତି । ଲୋକଙ୍କ ଥରେ ଲୁଚି ରହିଥିବା ସ୍ଵଭାବ ବିଷୟରେ ଅବଗତ ହୋଇଥାନ୍ତି ।

୭- ଜୁଲାଇ ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ସାହସୀ ହୋଇଥାନ୍ତି । ଆପଣ ଦୟାଳୁ ସ୍ଵଭାବର ହେବ ସହ ଭାବୁକ ଅଧିକ ହୋଇଥାନ୍ତି । ଆପଣ ଦେଖାଇବାକୁ ପସନ୍ଦ କରନ୍ତି ନାହି ।

୮- ଅଗଷ୍ଟ ମାସରେ ଜନ୍ମ ହୋଇଥିବା ଲୋକେ ନିଜର ସଚ୍ଚୋଟତା କାରଣରୁ ସମାଜରେ ଜାଣ ହୋଇଥାନ୍ତି । ଆପଣ ନିଜର ଭୁଲ ସହଜରେ ମାନି ଯାଇଥାନ୍ତି ଯାହା ଖୁବ ଲୋକଙ୍କ ଥରେ ଦେଖାଯାଏ ।

୯- ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କୌଣସି ଜିନିଷକୁ ଭଲ ଭାବରେ ଜାଣିବାର ଜିଜ୍ଞାସା ରହିଥାଏ । ଆପଣଙ୍କର ବିଚାର କରିବାର କ୍ଷମତା ଅଦଭୁତ ହୋଇଥାଏ ।

୧୦- ଅକ୍ଟୋବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି କୌଣସି ସ୍ଥିତିରେ ନିଜର ଊର୍ଜା ଓ ଦୃଢ ମନୋବଳକୁ ନେଇ ସମୁଖିନ୍ନ ହୋଇଥାନ୍ତି । ଉଦାର ହୃଦୟର ମାଲିକ ହୋଇଥାନ୍ତି ।

୧୧- ନଭେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜର ଆଖପାଖରେ ରହୁଥିବା ଲୋକଙ୍କୁ ଭଲ ଭାବରେ ଜାଣିବାକୁ ଚେଷ୍ଟା କରିଥାନ୍ତି । ଆପଣ ପ୍ରତେକ କାମରେ ସଫଳ ହୋଇଥାନ୍ତି ।

୧୨- ଡିସେମ୍ବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ଅଳ୍ପରେ ସନ୍ତୁଷ୍ଟ ନ ହୋଇ ଜୀବନରେ ଅଧିକ ଆଶା କରିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *