ଘରକୁ ଏହି 4ଟି ପକ୍ଷୀ ଆସିଲେ ମିଳିଥାଏ ଶୁଭ ଅଶୁଭ ସଙ୍କେତ ! ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ପକ୍ଷୀ ମାନେ ବହୁତ ସୁରିଲା ହୋଇଥାନ୍ତି । ସମସ୍ତେ ପକ୍ଷୀ ମାନଙ୍କୁ ବହୁତ ଭଲ ପାଇଥାନ୍ତି । ତାଙ୍କୁ ଆଦର ମଧ୍ୟ କରିଥାନ୍ତି । କିଛି ଲୋକ ଅଛନ୍ତି ତାଙ୍କୁ ଅଣଦେଖା ମଧ୍ୟ କରିଥାନ୍ତି । କିନ୍ତୁ ଆପଣ କଣ  ଜାଣିଛନ୍ତି  ସେହି ପକ୍ଷୀ ଆମକୁ ଆଗାମୀ ସମୟର ସଙ୍କେତ ଦେଇଥାଏ ଯାହା ଆମେ ଜାଣି ପାରି ନଥାଉ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କେଉଁ ୪ଟି ପକ୍ଷୀ ଘରକୁ ଆସିବା ହୋଇଥାଏ ଶୁଭ ।

ଘରଚଟିଆ: ଏହି ପକ୍ଷୀ ଯଦି ଆପଣଙ୍କ ଘରେ ଆସି ବସା ତିଆରି କରେ ତେବେ ବୁଝିଯିବେ କି ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିସାରିଛନ୍ତି । କାରଣ ଲକ୍ଷ୍ମୀ ଆସିବା ପୂର୍ବରୁ ଘରକୁ ଘରଚଟିଆ ଆସିଥାନ୍ତି । ଘର ଆଖ ପାଖରେ ଘୁରି ବୁଲଥାନ୍ତି ଆପଣଙ୍କ ଘରକୁ ମଧ୍ୟ ପ୍ରବେଶ କରିଥାନ୍ତି ଏହି ପକ୍ଷୀ ।

ଶୁଆ: ଅଚାନକ ଯଦି ଆପଣଙ୍କ ଘରକୁ ଛାତ ଉପରକୁ ଶୁଆ ଆସି ବସିଯାଏ ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ଆକସ୍ମିକ ଧନ ଲାଭ ହେବାକୁ ଯାଉଛି । ଯଦି ଆପଣଙ୍କ ଘର ଆଖ ପାଖରେ ମଧ୍ୟ ଶୁଆ ବୁଲିବାର ଦେଖନ୍ତି ତେବେ ମଧ୍ୟ ଏହାର ଅର୍ଥ ଧନ ଲାଭ ହିଁ ହୋଇଥାଏ । କାଉ: ଯଦି ଆପଣଙ୍କ ଘରେ କାଉ ଆସି ଖାଇବା ଖାଏ ବା ବସେ  ତେବେ ଏହା ଘରକୁ ଅତିଥି ଆସିବାର ସଙ୍କେତ ହୋଇଥାଏ । ତା ସହ କାଉର ଆଗମନ ଘରର ଖୁସିକୁ ମଧ୍ୟ ବୃଦ୍ଧି କରିଥାଏ । ତେଣୁ କାଉର ଆସିବା ଶୁଭ ହୋଇଥାଏ ।

ବଣି: ଗୋଟିଏ ବଣି ଶୁଭ ହୋଇନଥାଏ । ଯୋଡା ବଣି ହିଁ ଦେଖିବା ହିଁ ଶୁଭ ହୋଇଥାଏ ।  ଯଦି ବଣି ଆପଣ ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ । କିନ୍ତୁ ଯଦି ବଣି ଆପଣଙ୍କ ଘର ପାଖ ଗଛ କିମ୍ବା ଘର ଭିତରେ ବସା ତିଆରି କରିଥାଏ ତେବେ ଏହା ବହୁତ ଅଶୁଭ ହୋଇଥାଏ । ମୟୁର ଘରେ ରହିବା ଶୁଭ ହୋଇଥାଏ ।

କାରଣ ମୟୁର ଘରକୁ ନକରତ୍ମକ ଶକ୍ତିକୁ ପ୍ରବେଶ କରିବା ପାଇଁ ଦେଇନଥାଏ । ଯେଉଁ ଘରେ ମୟୁରଙ୍କ ବାସ ଥାଏ ସେହି ଘରେ ସର୍ବଦା ଶକରାତ୍ମକ ଊର୍ଜାର ବାସ ହୋଇଥାଏ । ମଣିଷ ସହ ଦୁନିଆରେ ସବୁ ପଶୁ ପକ୍ଷୀଙ୍କ ମୂଲ୍ୟ ରହିଛି । ତେଣୁ କେବେ କାହାକୁ ଅଣଦେଖା କରିବା ଉଚିତ ନଥାଏ ।

ଆମେ ସମସ୍ତେ ପରସ୍ପର ଉପରେ ନିର୍ଭର କରିଥାଉ । ଗୋଟିଏ ଗୋଳକାର ଭଳି ହୋଇଥାଏ ପୃଥିବୀର ସନ୍ତୁଳନ । ଜଣଙ୍କ ବିନା ଗୋଲାକାର ବିଖଣ୍ଡିତ ତେଣୁ ସମସ୍ତଙ୍କର ସମସ୍ତଙ୍କ ପାଖରେ କାମ ରହିଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *