ମେଷ ରାଶି ଓ ବୃଷ ରାଶି 2023 ରେ କିଏ ହେବ ଅଧିକ ଧନୀ (Mesha vs Brusha 2023)

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ମେଷ ରାଶି ଓ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ୨୦୨୩ ବର୍ଷ ଟି କିପରି ରହିବ ସେହି ବିଷୟରେ କହିବାକୁ ଯାଉଛୁ । ନୂଆବର୍ଷଟି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ନୂଆ ନୂଆ କାର୍ଯ୍ୟର ଦିଗଦର୍ଶନ ହେବ । ଆପଣଙ୍କର ଦିନଚର୍ଜ୍ୟା ବଦଳିଯିବ । ଆପଣ ନିଜର କାମନାକୁ ଚରିତାର୍ଥ କରିବେ । ଉଚ୍ଚ ଶିକ୍ଷାରେ ସଫଳ ହେବେ । ଗବେଷଣାରେ ସଫଳତା ପାଇବେ । ପରୀକ୍ଷାରେ ରେଜଲ୍ଟ ଭଲ ଆସିବ ।

ଜମିଜମା, ବାହନ, ଯାନ୍ତ୍ରିକ, ଧାତୁ ଓ ଅଳଙ୍କାର ଆଦି ପ୍ରାପ୍ତ ହେବ । ନବଜାତ ଶିଶୁର ଆଗମନ ହୋଇପାରେ । ନୂତନ ବନ୍ଧୁର ସମ୍ପର୍କସ୍ଥାପନ ହେବ । ଆନୁଷ୍ଠାନିକ ଓ ସାଂସ୍କୃତିକ କାମର ପ୍ରଶଂସା ପାଇବେ । ଆଇନର ସହାୟତା ପ୍ରାପ୍ତ ହୋଇ ବିଜୟ ପ୍ରାପ୍ତ ହେବେ । ପ୍ରକାଶନ, ପ୍ରଶଂସକ, ରାଜନୈତିକ କ୍ଷେତ୍ରରେ ଦୃଢ ରହିବ । ଦୈନିକ ଅସୁସ୍ଥତା ମଝିରେ ମଝିରେ ଲାଗି ରହିବ ।

ତ ଆପଣଙ୍କର ସ୍ଵାସ୍ଥ୍ୟକୁ ନେଇ ଅଧିକ ସଜାଗ ରହିବାକୁ ହେବ । ମେଷ ରାଶିର ବ୍ୟକ୍ତି ଅଶ୍ଵିନ ନକ୍ଷତ୍ର ଜାତ ବ୍ୟକ୍ତି, ସମସ୍ଯା ଭିତରେ କାର୍ଯ୍ୟ ସିଦ୍ଧି, ଭୁଲ ବୁଝାମଣା, କର୍ମ କ୍ଷେତ୍ରରେ ଅସାନ୍ତି, ପରିବାରରେ ଅସାନ୍ତି, ଜନ୍ମ ବୃହସ୍ପତି ଯୋଗୁଁ ସ୍ଥାନାନ୍ତର ଯୋଗ ରହୁଛି । ମିଥ୍ୟା ଅଭିଯୋଗ, ସ୍ଵଜନ ଶତ୍ରୁତା, ଯାନବାହନ ଦୁର୍ଘଟଣା, ଅଣ୍ଟା ଆଁଠୁଗଣ୍ଠିରେ ଯନ୍ତ୍ରଣା ଭୋଗି ପାରନ୍ତି ।

ଲିଭର ଜନିତ ସମସ୍ଯା ଦେଖା ଯାଇପାରେ । ତେଣୁ ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ । ପଡୋଶୀଙ୍କ ସହ କଳହର ସୂଚନା ରହିଛି । ବର୍ଷର ୪ ମାସ ଆପଣଙ୍କୁ ସତର୍କ ରହିବାର ଅଛି । ଏବେ ଆସନ୍ତୁ ଜାଣିବା ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ କିପରି ରହିବ । ଏହି ବାର ବୃଷ ରାଶିର ବ୍ୟକ୍ତିଙ୍କ ଶାରୀରିକ ଓ ମାନସିକ ଚିନ୍ତାରୁ ମୁକ୍ତି ପାଇବେ ।

ଉନ୍ନତ ଚିନ୍ତାଧାରା, କର୍ମ ନିଷ୍ଠା କୌଶଳ ମାଧ୍ୟମରେ ସ୍ଥଗିତ କାମକୁ ବାସ୍ତବ ମୁଖ୍ୟ କରାଇ ପାରିବେ । ବୃତ୍ତି ସମ୍ବଧିତ କାମରେ ଅଗ୍ରଗତି କରିବା ସହ ନିଜ ଉଦ୍ୟମ ଉଚିତ ମାର୍ଗରେ ବିନିଯୋଗ କରି ପ୍ରଚୁର ଧାନ ଅର୍ଜନ କରିବେ । ବିବାଦରେ ବିଜୟୀ ଓ ମୋକଦ୍ଦମା ରେ ଜୟଯୁକ୍ତ ହେବେ । ନୂତନ ସମ୍ପର୍କ ମାଧ୍ୟମରେ ସୁବିଧା ସୁଯୋଗ ଲାଭ କରି ଲୋକପ୍ରିୟ ହୋଇ ପାରିବେ ।

ପରିବାରରେ ଆନନ୍ଦ ଉଶ୍ଚବ ପାଳନ କରିବାରେ ଆପଣ ସୌଭାଗ୍ୟ ଲାଭ କରିବେ । ପିଲା ମାନଙ୍କର ଉନ୍ନତି, ନୂତନ ସଫଳତା ଓ ନୂତନ ସ୍ଥାନ ପରିୟଭ୍ରମଣ, ଶିଳ୍ପ, ବିଦ୍ୟୁତ, ପେଟ୍ରୋଲିୟମ, ଲୁହା, ସିମେଣ୍ଟ ଏପରି କିଛି ବ୍ୟବସାୟରେ ଥିଲେ ଆପଣ ଲାଭବାନ ହେବେ । ନୂଆ ବନ୍ଧୁତ୍ଵ ଶୁଭ କାର୍ଯ୍ୟ ସମ୍ପନ୍ନ ରୁ ଆନନ୍ଦିତ ହେବେ । ବିଦ୍ୟୁତ ଯାତ୍ରାରେ ସୁଯୋଗ ପ୍ରାପ୍ତ ହେବ ।

ରୁଣ ପରିଶୋଧ କରିବେ । ନୂତନ ସ୍ଥାନ ବା ଧାର୍ମିକ କାର୍ଯ୍ୟ, ବିଜୟୀ ପ୍ରାପ୍ତି, କାର୍ଯ୍ୟ ହାସଲ, ସାମାଜିକ ସୁନାମ ପାଇବେ । ନିଜର ଲୋକଙ୍କର ପରୋକ୍ଷ ଶତ୍ରୁତା ଆପଣଙ୍କର ଚିନ୍ତାର କାରଣ ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *