ଯଦି ବ୍ୟକ୍ତିଙ୍କ ଠାରେ ଏହି 5ଟି ଅଭ୍ୟାସ ରହିଛି ତେବେ 100% ପିତୃଦୋଷ ଅଛି, ତୁରନ୍ତ ଉପାୟ କରନ୍ତୁ

ନମସ୍କାର ବନ୍ଧୁଗଣ, ମଣିଷର ସମସ୍ତ କାର୍ଯ୍ୟ ଆଚାର ବ୍ୟବାହାର ଅଭ୍ୟାସ କିଛି ନା କିଛି କଥାର ସୂଚକ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ମଣିଷର କିଛି ଅଭ୍ୟାସ ସମ୍ପର୍କରେ ଯେଉଁଥିରୁ ଆପଣ ଜାଣିବାକୁ ପାଇବେ କି ଆପଣଙ୍କୁ ପିତୃଦୋଷ ଲାଗିଛି । ଯଦି ଆପଣ ଏହିସବୁ ଦୋଷ ସମ୍ପର୍କରେ ଜାଣି ତୁରନ୍ତ କିଛି ନିବାରଣ କରନ୍ତି ନାହିଁ ତେବେ ବହୁତ କିଛି ଅନିଷ୍ଟ ଘଟିଯାଇଥାଏ ଆପଣଙ୍କ ଜୀବନରେ । ଆଉ ଡେରି ନକରି ଆସନ୍ତୁ ଜାଣିବା 5ଟି ଅଭ୍ୟାସ ସମ୍ପର୍କରେ ।

ପ୍ରଥମ: ଯେଉଁ ଲୋକଙ୍କ ଉପରେ ପିତୃଦୋଷ ଲାଗିଥାଏ ସେ ଦିନ ରାତି ସବୁବେଳେ ନିଜ ନଖ କାମୁଡିଥାଏ । ଏହାର ଅର୍ଥ ହୋଇଥାଏ ସେ ପିତୃ ଦୋଷରେ ପୀଡିତ ଏବଂ ସେମାନଙ୍କ ପୂର୍ବ ପୁରୁଷ ତାଙ୍କ ଉପରେ ବହୁତ କ୍ରୋଧିତ ଥିବାର ଏହା ସଙ୍କେତ ଦେଇଥାଏ । ଦିତୀୟ: ଯେଉଁ ବ୍ୟକ୍ତି ଦିନରାତି ସବୁବଳେ ମୁଣ୍ଡକୁ ହାତରେ କୁଣ୍ଡାଇବାରେ ଲାଗିଥାଏ ।

ତେବେ ଏହା ମଧ୍ୟ ପିତୃଦୋଷ ଲାଗିବାର ସଙ୍କେତ ହୋଇଥାଏ । ଏହି ଅଭ୍ୟାସ ଥିବା ବ୍ୟକ୍ତିଙ୍କ ଉପରେ ପିତୃଦୋଷ ଲାଗିଥିଲେ ତାଙ୍କ ଧନ ସମ୍ପତ୍ତିର ପତ୍ତନ ଧୀରେ ଧୀରେ ହେବାକୁ ଲାଗିଥାଏ । ତୃତୀୟ: ବୀନା କାରଣରେ ଭୂମି ଉପରେ କିଛି ଅଙ୍କିବା ବା ତାଡିବା ବହୁତ ଅଶୁଭ ହୋଇଥାଏ । ଏହାଦ୍ୱାରା ମଣିଷର ଆୟୁଷ କମିବାକୁ ଲାଗିଥାଏ ।

ଚତୁର୍ଥ: ଯେଉଁ ବ୍ୟକ୍ତି ସ୍ଥାନ କାଳ ପାତ୍ର ନ ଦେଖି ସବୁବେଳେ ନିଜ ଗୁପ୍ତ ଅଙ୍ଗକୁ କୁଣ୍ଡାଇଥାନ୍ତି ତେବେ ଏହି ଲକ୍ଷଣର ଅର୍ଥ ହୋଇଥାଏ ଆପଣଙ୍କ ଉପରେ ପିତୃଦୋଷ ଲାଗିଛି । ପଞ୍ଚମ: ମଣିଷର ବସିବାର ଶୈଳୀ ମଧ୍ୟ କୁଣ୍ଡଳୀରେ ଥିବା ଦୋଷ ସମ୍ପର୍କରେ ସୂଚନା ଦେଇଥାଏ । ଯଦି କୌଣସି ବ୍ୟକ୍ତି ଗୁରୁଜନଙ୍କ ସାମ୍ନାରେ ଗୋଡ ଉପରେ ଗୋଡ ରଖି ବସନ୍ତି ତେବେ ତାଙ୍କୁ ମଧ୍ୟ ପିତୃ ଦୋଷ ଲାଗିଥାଏ ।

କାରଣ ଏଭଳି ସ୍ଵାଭାବର ବ୍ୟକ୍ତି ନିଜକୁ ବଡ ଲୋକଙ୍କ ଠାରୁ ବଡ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଥାନ୍ତି । ଏମାନେ ଗୁରୁଜନ ମାନଙ୍କର ସମ୍ମାନ କରିନଥାନ୍ତି । ବୀନା କାରଣରେ ଗୁରୁଜନ ମାନଙ୍କର ମଜା ଉଡାଇଥାନ୍ତି । ଏହି ସବୁ ଲକ୍ଷଣ ପିତୃଦୋଷ କାରଣ ପାଇଁ ହିଁ ହୋଇଥାଏ । କେବେ ମଧ୍ୟ ଗୁରୁଜନ ମାନଙ୍କର ଅନାଦର କରନ୍ତୁ ନାହିଁ । ନଚେତ ଆପଣଙ୍କୁ ପିତୃଦୋଷର ସାମ୍ନା କରିବାକୁ ପଡିଥାଏ ।

ଷଷ୍ଠ: ପାଦ ଘୋଷାରି ଚାଲିବା ଲକ୍ଷଣ ମଧ୍ୟ ପିତୃଦୋଷ ଲାଗିବାର ଏକ ସଙ୍କେତ ହୋଇଥାଏ । ତେଣୁ ଆପଣ ନିଜ ପୂର୍ବପୁରୁଷଙ୍କୁ ଶାନ୍ତ କରିବା ପାଇଁ ଚାହୁଁଥିଲେ ତାଙ୍କର ଶ୍ରାଦ୍ଧ କାର୍ଯ୍ୟ ଗୁଡିକୁ ଭଲ ଭାବରେ କରିବା ଉଚିତ । ଜୀବନରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ଅଶ୍ଵିନୀ ତିଥି ଅମାବାସ୍ୟାରେ ପୂର୍ବ ପୁରୁଷଙ୍କ ଶ୍ରାଦ୍ଧ କରିବା ଉଚିତ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *