ଚାଲୁଥିବା ସମୟରେ ଚପଲ ଛିଡିବା ଶୁଭ ନା ଅଶୁଭ ଜାଣନ୍ତୁ, 10ଟି ଭୟଙ୍କର ସଙ୍କେତ !

ନମସ୍କାର ବନ୍ଧୁଗଣ, ପ୍ରତିଦିନ ମଣିଷ ସହ କିଛି ନା କିଛି ଘଟଣା ତ ଘଟୁଥାଏ । ଘଟୁଥିବା ସବୁ ଘଟଣା ପଛରେ ଏକ ରହସ୍ୟ ଲୁଚି ରହିଥାଏ ଯାହା କାହାକୁ ମଧ୍ୟ ଜଣା ନଥାଏ । ତେବେ ଆଜି ଆମେ ସେହିଭଳି ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଯଦି ଆପଣ ରାସ୍ତାରେ ଚାଲୁଥିବା ବେଳେ ଆପଣଙ୍କର ଚପଲ ଛିଡିଯାଏ ତେବେ ଏହାର ସଙ୍କେତ କଣ ହୋଇଥାଏ ? ଆଉ ଡେରି ନକରି ଆସନ୍ତୁ ଜାଣିବା ମିଳୁଥିବା ସଙ୍କେତ ଶୁଭ ନା ଅଶୁଭ ହୋଇଥାଏ ।

ପ୍ରଥମ: ଯଦି ଆପଣ ଘରୁ ବାହାରିବା ସମୟରେ ଗାଈ ଦେଖନ୍ତି କିମ୍ବା ଯଦି ଗାଈର ଲାଞ୍ଜ ଯଦି ଆପଣଙ୍କ ଦେହରେ ବାଜିଥାଏ ତେବେ ବୁଝିଯିବେ ଆପଣଙ୍କ ଯାତ୍ରା ଶୁଭ ହେବାକୁ ଯାଉଛି । ଦିତୀୟ: ଯଦି ଆପଣ ଯୋଡା ପାରା ଏବଂ ଓଲଟି ରହିଥିବା କଇଁଛ ଦେଖନ୍ତୁ ତେବେ ଏହାକୁ ବହୁତ ଶୁଭ ମନାଯାଇଥାଏ । ଏହାର ଅର୍ଥ ଆପଣ ଯେଉଁ କାମ ପାଇଁ ବାହାରିଛନ୍ତି ସେଥିରେ ଆପଣ ନିଶ୍ଚିନ୍ତ ସଫଳ ହେବେ ।

ତୃତୀୟ: ଘରୁ ବାହାରୁଥିବା ସମୟରେ ଯଦି ଆପଣଙ୍କ ନଜର ପାଣି ଭର୍ତ୍ତି ହୋଇରହିଥିବା କୌଣସି ଜାଗା ଉପରେ ପଡେ ତେବେ ଏହା ମଧ୍ୟ ବହୁତ ଶୁଭ ଅଟେ । ଏହାର ଅର୍ଥ ଆଗକୁ ଆପଣଙ୍କୁ କିଛି ଖୁସି ଖବର ମିଳିବାକୁ ଯାଉଛି । ଚତୁର୍ଥ: ଯଦି ଆପଣ ଘରୁ ବାହାରୁଥିବା ସମୟରେ କାହାକୁ ଧାନ, ଚାଉଳ କିମ୍ବା ଅଟା ନେଉଥିବାର ଦେଖନ୍ତି ତେବେ ଏହାର ଅର୍ଥ ହୋଇଥାଏ ଆପଣ ବାହାରିଥିବା କାମ ରେ ଆଶା ଠାରୁ ଅଧିକ ଲାଭ ପାଇବେ ।

ପଞ୍ଚମ: ନେଉଳ ଯଦି ଆପଣଙ୍କ ରାସ୍ତା କାଟିଥାଏ ତେବେ ଏହାକୁ ଅତ୍ୟନ୍ତ ଶୁଭ ମନାଯାଏ । ସେହିଭଳି ଆପଣ ଘରୁ ବାହାରୁଥିବା ସମୟରେ ଯଦି ମୟୁର, ହାତି ଘୋଡା ଦେଖନ୍ତି ତେବେ ଏହା ମଧ୍ୟ ଶୁଭ ହୋଇଥାଏ । ଷଷ୍ଠ: ବେଳେ ବେଳେ ଆପଣ ବାହାରେ ଯାଉଥିବା ବେଳେ ଆପଣଙ୍କ ଜୋତା କିମ୍ବା ଚପଲ ଛିଡିଯାଇଥାଏ ।

ଯଦି ଏହା ଆପଣଙ୍କ ସହ ହୁଏ ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ଏହାର ଅର୍ଥ ହୋଇଥାଏ ଆପଣଙ୍କ ସେହି ଦିନଟି ଶୁଭ ହେବ ନାହିଁ । ଯଦି ପାରିବେ ଆପଣ ଯେଉଁ କାମରେ ବାହାରିଥିବେ ତାହକୁ କିଛି ଦିନ ପାଇଁ ସ୍ଥଗିତ ରଖନ୍ତୁ । ଏହା ସହିତ ଯଦି ପିନ୍ଧିଥିବା ଡ୍ରେସ କେଉଁଠାରେ ଲାଗି ଚିରିଯାଏ ତେବେ ଏହାକୁ ଶୁଭ ମନାଯାଏ ନାହିଁ ।

ସପ୍ତମ: ଯଦି ଆପଣ ଘରୁ ବାହାରୁଥିବା ସମୟରେ ଅଚାନକ କରେଣ୍ଟ ଚାଲିଯାଏ ତେବେ ଏହାକୁ ଅଶୁଭ ମାନାଯାଇଥାଏ । ଅଷ୍ଟମ: ଘରୁ ବାହାରୁଥିବା ସମୟରେ ଫାଟିଯାଇଥିବା ଅଣ୍ଡା ଦେଖିବା ଅଶୁଭ । ଏହା ଥିଲା କିଛି ଶୁଭ ଅଶୁଭ ସଙ୍କେତର ବିବରଣୀ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *