ଆସନ୍ତା ଗୁରୁବାର ଦିନ ନିଜ “ପର୍ସ ” ରେ ରଖନ୍ତୁ ଏହି ଚମତ୍କାରି ଜିନିଷ, ହେବ ଧନର ବର୍ଷା

ବନ୍ଧୁଗଣ ଆଜି ଆମେ ଏକ ନୂତନ ବସ୍ତୁ ବିଷୟ ଉପରେ ଆଲୋଚନା କରିବା । ଅଧିକ ରୁ ଅଧିକ ଟଙ୍କା ରୋଜଗାର କରିବା ପାଇଁ ସମସ୍ତଙ୍କର ଆଶା ଥାଏ । ଆଉ ଏଥିପାଇଁ ମଧ୍ୟ ଆମେ ଦୈନିକ ଜୀବନରେ ଅଧିକରୁ ଅଧିକ କଷ୍ଟ କରିଥାନ୍ତି । କିନ୍ତୁ କଠିନ ପରିଶ୍ରମ କରିବା ପରେ ବି ଆମ ପାଖରେ ପଇସାର ଅଭାବ ଦେଖାଯାଏ ।

ବାସ୍ତୁରେ କୁହା ଯାଇଛି କି ଯଦି କିଛି ଖାସ ଜିନିଷ ନିଜ ପର୍ସ ରେ ରଖିବେ ତେବେ ଅଧିକରୁ ଅଧିକ ଲାଭ ମିଳିବ ଓ ପର୍ସ ରେ ରଖିବା ଦ୍ଵାରା ପର୍ସ କେବେ ଖାଲି ହୋଇ ନ ଥାଏ । ତେବେ ଆସନ୍ତୁ ଜାଣିବା ସେହି ଖାସ ଜିନିଷ ବିଷୟରେ ବିସ୍ତାର ଭାବେ । ୧- ବନ୍ଧୁଗଣ ଆପଣ ନିଜ ପର୍ସ ରେ ମା ଲକ୍ଷ୍ମୀ ଙ୍କ ଫୋଟୋ ସହ ଅରୁଆ ଚାଉଳ ରଖନ୍ତୁ ।

କୌଣସି ଏକ ଗୁରୁବାର ଦିନ ସ୍ନାନ କରିବା ପରେ ମା ଲକ୍ଷ୍ମୀ ଙ୍କ ଫୋଟୋ ସହ ଅରୁଆ ଚାଉଳ ରଖନ୍ତୁ । ଦେଖିବେ କେବେ ହେଲେ ଆପଣଙ୍କ ପର୍ସ ଖାଲି ରହିବ ନାହି । ଏହା ଦ୍ଵାରା ଧନର ବୃଦ୍ଧି ହେବ ସହ ସୁଖ ଶାନ୍ତି ଅନୁଭବ କରିବେ ।

୨- ଅଧିକରୁ ଅଧିକ ଧନ ପାଇବା ନିମନ୍ତେ ନିଜ ପର୍ସ ରେ ପଦ୍ମ ଫୁଲର ମଞ୍ଜି ରଖନ୍ତୁ । ଆପଣ କୌଣସି ପୋଖରୀ ରୁ ପଦ୍ମ ଫୁଲ ଆଣି ତାହାର ମଞ୍ଜି ରଖିବା ଦ୍ଵାରା ଶୁଭ ହୋଇଥାଏ । ଏହା କେବେ ବି ପର୍ସ ଖାଲି ରହିବାକୁ ଦିଏ ନାହି । ମା ଲକ୍ଷ୍ମୀ ଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ ।

୩- ନକ୍ଷତ୍ର ପର୍ସ ରେ ରଖିବା ଦ୍ଵାରା ଆପଣଙ୍କ ବହତ ଲାଭ ପାଇ ପାରିବେ । ଏହା ଦ୍ଵାରା ଆପଣ ଅନେକ ଅସୁବିଧାରୁ ରକ୍ଷା ପାଇ ପାରିବେ । ନକ୍ଷତ୍ର ପର୍ସ ରେ ରଖିବା ଦ୍ଵାରା ସମସ୍ତ ଅସୁବିଧା ଟଳି ଯାଇଥାଏ । ଆପଣ ଯୁଆଡେ ବି ଯାଆନ୍ତୁ ପର୍ସ ରେ ନକ୍ଷତ୍ର ନିଶ୍ଚୟ ରଖନ୍ତୁ । ଯଦି ଆପଣ ଏହି ସବୁ ଜିନିଷ ମଧ୍ୟରୁ କୌଣସି ଗୋଟିଏ ନିଜ ପର୍ସ ରେ ରଖୁଛନ୍ତି ତେବେ ଧୀରେ ଧୀରେ ଆପଣ ଅନୁଭବ କରିବେ କି ଟଙ୍କା ପଇସାର ଅଭାବ କେବେ ବି ହେବ ନାହି ।

ଏହି ସବୁ ଜିନିଷ ପର୍ସ ରେ ରଖିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୁଏ । ଏହା ସହ ଧନର ଆଗମନ ମଧ୍ୟ ହୋଇଥାଏ । ତେଣୁ ଆପଣ ମାନେ ନିହାତି ନିଜ ଜୀବନରେ ଟଙ୍କା ର ବୃଦ୍ଧି କରିବା ପାଇଁ ଏହି ସବୁ ଜିନିଷ ଗୁଡିକ ପର୍ସ ରେ ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *