ଯଦି ଆପଣଙ୍କର ବି ନାମ A, S, R, M ଅକ୍ଷର ରୁ ଆରମ୍ଭ ହୋଇଥାଏ ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, କଣ ଆପଣ ମାନଙ୍କୁ ଜଣାଅଛି କି ଆପଣଙ୍କ ନାମ ଆପଣଙ୍କ ସ୍ଵଭାବକୁ ଜଣାଇ ଦେଇପାରେ । ଯଦି ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି ତେବେ ଏହା ତ ସ୍ଵାଭାବିକ। କାରଣ ବାସ ନାମର ପ୍ରଥମ ଅକ୍ଷରୁ କିଭଳି ଏହା ସମ୍ଭବ ଆପଣ ନିଶ୍ଚୟ ଭାବୁଥିବେ । ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ନାମର ଲୋକଙ୍କ ସ୍ଵାଭାବ ବିଷୟରେ ଜଣାଇବାକୁ ଯାଉଛୁ । ତାହା ଆପଣ ନିଜ ସହ ଜଡିତ କରି ନିଶ୍ଚୟ ଜାଣିପାରିବେ ଆମେ କହୁଥିବା କଥା ସତ ନା ମିଛ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ନାମ ରାଶି ଅନୁଯାୟୀ ରଖା ଯାଇଥାଏ । ତେଣୁ ସେହି ରାଶି ଆଧାରରେ ଗୋଟିଏ ଲୋକର ସ୍ଵାଭାବକୁ ନିରୂପଣ କରାଯାଇପାରେ । ତେବେ ଆସନ୍ତୁ ଜାଣିବା A ନାମର ଲୋକଙ୍କ ବିଷୟରେ: ଏମାନେ ସ୍ଵଭାବରେ ସାମାନ୍ୟ ଜିଦି ହୋଇଥାନ୍ତି । ମଜାଳିଆ ସ୍ଵଭାବର ମଧ୍ୟ ହୋଇଥାନ୍ତି ଏମାନେ । ଏମାନେ ଆକର୍ଷଣୀୟ ଦେଖା ଯାଇଥାନ୍ତି ।

ଭିଡ ମଧ୍ୟରେ ମଧ୍ୟ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥାନ୍ତି ଏମାନେ । ଏମାନଙ୍କର ଏକ ଖାସ ଗୁଣ ହେଉଛି ଏମାନେ ନିଜକୁ ସବୁ ପରିସ୍ଥିତି ସହ ଚଳାଇ ପାରନ୍ତି । ନିଜ କ୍ଯାରିଅର ପାଇଁ ରଖୁଥିବା ଗୋଟିଏ ଗୋଟିଏ ପାଦ ବହୁତ ଭାବି ଚିନ୍ତି ରଖିଥାନ୍ତି । ନିଜ କାମକୁ ଲକ୍ଷ୍ୟରେ ନ ପହଞ୍ଚାଇବ ପର୍ଯ୍ୟନ୍ତ ହାର ମାନନ୍ତି ନାହିଁ ।

M: ଏହି ନାମର ଲୋକ ବହୁତ ଚଞ୍ଚଳ ସ୍ଵାଭାବର ହୋଇଥାନ୍ତି । ନିଜ ପରିବାର ଲୋକଙ୍କୁ ଏମାନେ ବହୁତ ଭଲ ପାଇଥାନ୍ତି । ନିଜ ପରିବାର ଲୋକଙ୍କୁ ଖୁସି କରିବା ପାଇଁ ସବୁବେଳେ କିଛି ନା କିଛି କରିଥାନ୍ତି । ନିଜ ମନରେ କଥାକୁ ଲୁଚାଇ ରଖିବାର ବହୁତ ଭଲ କଳା ରହିଛି । ଏମାନଙ୍କ ମନ କଥା ଜାଣିବା ବହୁତ କଷ୍ଟ ହୋଇଥାଏ ଅନ୍ୟମାନଙ୍କ ପାଇଁ ।

R: ଏହି ନାମର ଲୋକ ନିଜ ଜୀବନକୁ ଖୁସିର ସହ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି । ନିଜ ଆବଶ୍ୟକ ପୁରା କରିବା ନିମନ୍ତେ ଏମାନଙ୍କ ପାଖରେ ସବୁବେଳେ ପଇସା ରହିଥାଏ । ଏମାନେ ନିଜ ଜୀବନର ସମସ୍ତ କାର୍ଯ୍ୟ ଅନୁଭବି ବ୍ୟକ୍ତିଙ୍କ ସହ ଆଲୋଚନା କରି କରିଥାନ୍ତି । ଏମାନେ କାହାକୁ ଦୁଃଖ ପହଞ୍ଚାଇବାକୁ ଚାହିଁନଥାନ୍ତି । ନିଜ ଦୁନିଆରେ ବଞ୍ଚିବା ଏମାନଙ୍କୁ ପସନ୍ଦ ।

S: ଏହି ନାମର ଲୋକ ନିଜ କଥାକୁ ନେଇ ବହୁତ ପକ୍କା ଥାନ୍ତି । ହୃଦୟରୁ ବହୁତ ଭଲ ହୋଇଥାନ୍ତି ଏମାନେ । ନିଜ କଥାକୁ ଏମାନଙ୍କୁ କାହା ସହ ବାଣ୍ଟିବା ପାଇଁ ଭଲ ଲାଗିନଥାଏ । ଯଦି ଅନ୍ୟ କାହାକୁ ଏମାନଙ୍କ ପାଖରେ ଥିବା କୌଣସି ଜିନିଷର ଆବଶ୍ୟକ ପଡେ ତେବେ ଏମାନେ ନ ଭାବି ଚିନ୍ତି ତାଙ୍କୁ ସେହି ଜିନିଷ ଦେଇଦେଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *