ସ୍ତ୍ରୀ ଯଦି ଏହି 3ଟି ଇଶାରା ଦେଇଥାଏ ତେବେ ବୁଝିଯିବେ ସେ ଆପଣଙ୍କ ଠାରୁ କିଛି ଚାହୁଁଛନ୍ତି!

ନମସ୍କାର ବନ୍ଧୁଗଣ, କିଛି ମହିଳା ନିଜର ମନର ପ୍ରେମକୁ ଜାହିର କରିବା ପାଇଁ କିଛି ଅଜବ ଇସାରା ଦେଇଥାନ୍ତି ନିଜ ମନର ଅଭିଳାଷାକୁ ମେଣ୍ଟାଇବା ପାଇଁ । କିନ୍ତୁ ତାହାକୁ କିଛି ପୁରୁଷ ବୁଝିପାରିନଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛି ସେହି ଇସାରା ଗୁଡିକ ବିଷୟରେ ଯାହାକୁ ଆପଣ ଦେଖି ବୁଝିପାରିବେ ତାଙ୍କ ମନର ଅଭିଳାଷାକୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

ପ୍ରଥମ: ମହିଳା ମାନଙ୍କୁ ନିଜ ମନ କଥା କହିବାର ସବୁଠାରୁ ଭଲ ଉପାୟ ହେଉଛି ଆଖିରେ ଆଖି ମିଶାଇ କଥା କହିବା । ଯଦି କୌଣସି ମହିଳା ଲଗାତାର ଆପଣଙ୍କ ଆଖିରେ ଆଖି ମିଶାଇ କଥା କହୁଥାନ୍ତି ଏବଂ ନିଜ ଚୁଟି ସହ ଖେଳୁଥାନ୍ତି ତେବେ ଏହାର ଅର୍ଥ ହେଉଛି ସେ ଆପଣଙ୍କୁ ପସନ୍ଦ କରୁଛନ୍ତି । ବହୁତ ଥର ଏହାର ଅର୍ଥ ହୋଇଥାଏ ସେହି ମହିଳା ଆପଣଙ୍କ ସହ ସମ୍ବନ୍ଧ ରଖିବାର ଇଚ୍ଛା ରଖିଥାନ୍ତି ।

ଦିତୀୟ: ମହିଳା ମାନେ ନିଜ ଚୁଟି ସହ ଖେଳିବାର ଅର୍ଥ ଆପଣଙ୍କ ପ୍ରତି  ସେ ଆକର୍ଷିତ ଅଛନ୍ତି । ଏହାର ଅର୍ଥ ହୋଇଥାଏ କି ସେ ଆପଣଙ୍କ ପାଖକୁ ଆସିବା ପାଇଁ ବ୍ୟାକୁଳ ଅଟନ୍ତି । ସବୁବେଳେ ଏହାର ଅର୍ଥ ସମାନ ହୋଇନଥାଏ । ବେଳେ ବେଳେ ଏହାର ଅର୍ଥ ହୋଇଥାଏ କି ସେ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି ।

ତୃତୀୟ: ଯଦି କୌଣସି ମହିଳା ଆପଣଙ୍କ କାନ ପାଖରେ ଆସି ପ୍ରେମର ସହ ଧୀରେ କଥା କହିଥାଏ ତେବେ ଏହାର ଅର୍ଥ ସେ ଆପଣଙ୍କ ସହ ପ୍ରେମର ନଦୀରେ ବୁଡିବାକୁ ଚାହୁଁଛନ୍ତି । ଏହିଭଳି ସେ ଆପଣଙ୍କୁ ପସନ୍ଦ କରିବାର ସଙ୍କେତ ଦେଇଥାନ୍ତି । ଚତୁର୍ଥ: ଯଦି କୌଣସି ମହିଳା ବାରମ୍ବାର କଥା ହେଉଥିବା ସମୟରେ ଆପଣଙ୍କୁ ଛୁଇଁବାକୁ ଚେଷ୍ଟା କରୁଛନ୍ତି ଏବଂ ଆପଣଙ୍କ ପାଖକୁ ଆସିବାକୁ ଚେଷ୍ଟା କରୁଛନ୍ତି ତେବେ ସେ ଆପଣଙ୍କୁ ପସନ୍ଦ କରୁଛନ୍ତି ବୋଲି ବୁଝିଯିବେ ।

ପଞ୍ଚମ: ମହିଳା ମାନଙ୍କୁ ସହବାସ କରିବାର ଇଚ୍ଛା ଥିଲେ ସେମାନେ ଜୋରେ ଜୋରେ ନିଶ୍ଵାସ ନେଇ ଆପଣଙ୍କୁ ସଙ୍କେତ ଦେଇଥାନ୍ତି । ସବୁ ମହିଳା ସିଧା ଏହି କଥା କହିପାରନ୍ତି ନାହି । ତେଣୁ ଯଦି ଆପଣଙ୍କ ସାଥି ଆପଣଙ୍କୁ କୁଣ୍ଢାଇ ଜୋରେ ନିଶ୍ଵାସ ନିଅନ୍ତି ତେବେ ଆପଣ ବୁଝିଯିବେ ସେ ଆପଣଙ୍କ ସହ ସମ୍ବନ୍ଧ ରଖିବାକୁ ଚାହୁଁଛନ୍ତି ।

ଷଷ୍ଠ: କିଛି ମହିଳା ନିଜ ଓଠକୁ କାମୁଡି ଖେଳିଥାନ୍ତି । ଯଦି ଆପଣଙ୍କ ସାଥି ଆପଣଙ୍କ ସାମ୍ନାରେ ଏହା କରନ୍ତି ତେବେ ଏହା ସମ୍ବନ୍ଧ ରଖିବାର ସଙ୍କେତ ଆପଣଙ୍କ ପାଇଁ ବୋଲି ଜାଣିଯିବେ । ସବୁବେଳେ ଇସାରାର ଅର୍ଥ ସମାନ ନଥାଏ ତେଣୁ ଭାବି ଚିନ୍ତି ଇସାରାକୁ ବୁଝିବା ଦରକାର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *