ଯେଉଁଠି ବି ମିଳିବ ଘରକୁ ନେଇ ଆସନ୍ତୁ ଏହି ଚେର, ଏତେ ଧନ ବଢିବ କି ସମ୍ଭାଳି ପାରିବେନି ଆପଣ

ବନ୍ଧୁଗଣ ତୁଳସୀ କେବଳ ଗଛ ନୁହେଁ ସେ ଦେବୀ ଅଟନ୍ତି । ଆମର ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ମା ଙ୍କ ମାନ୍ୟତା ଦିଆଯାଇଛି । ତୁଳସୀ ଗଛର ପ୍ରତେକ ପତ୍ର ଓ ମୂଳରେ ସାକ୍ଷାତ ଭଗାବାନ ବିଶୁଣୁଙ୍କ ବାସ ରହିଛି । ଧରା ପୃଷ୍ଠରେ ଜନ୍ମ ନେଇଥିବା ସବୁ ଦେବୀ ମାନେ ତୁଳସୀ ମାତାଙ୍କର ପୂଜା କରିଥିଲେ । ଏମିତି ମାନାଯାଏ ପ୍ରତେକ ଦିନ ସକାଳ ଓ ସନ୍ଧ୍ୟାରେ ତୁଳସୀ ପୂଜା କରିଲେ ଶୁଭ ଫଳ ମିଳିଥାଏ ।

ତୁଳସୀ ମାଟିରେ ସମସ୍ତ ତୀର୍ଥର ବାସ ରହିଛି ଏମିତି ମାନ୍ୟତା ଅଛି । ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଚେର ଆଣିବା ଦ୍ଵାରା କେମିତି ଧନ ବୃଦ୍ଧି ହୋଇଥାଏ । ଶାସ୍ତ୍ର ଅନୁଯାୟୀ ତୁଳସୀ ଚେର ଦ୍ଵାରା ମଣିଷର ଦୁର୍ଭାଗ୍ୟ ଦୂର ହୋଇଥାଏ । ତୁଳସୀର ମୂଳରେ ଭଗବାନ ବିଶୁଣୁ ଶାଳଗ୍ରାମ ଭାବେ ନିବାସ କରିଥାନ୍ତି । ପଥର ରୂପରେ ଭଗବାନ ବିଶୁଣୁ ରହିଥାନ୍ତି ।

କୁହାଯାଏ ଭଗବାନ ବିଶୁଣୁ ଙ୍କୁ ବିନା ତୁଳସୀ ପତ୍ରରେ ଭୋଗ ଲଗାଇଲେ ତାହା ସ୍ଵୀକାର କରନ୍ତି ନାହି । ତୁଳସୀକୁ ହିନ୍ଦୁ ଧର୍ମରେ ଢି ବିଧିନ ଅନୁଯାୟୀ ପୂଜା କରାଯିବା ସହ ଏହାକୁ ପବିତ୍ର ମାନାଯାଏ । ତୁଳସୀ ଘରର ନେଗେଟିଭ ଶକ୍ତିକୁ ଦୂର କରିଥାଏ । ହିନ୍ଦୁ ଘର ମାନଙ୍କରେ ତୁଳସୀ ଗଛ ଅଗଣାରେ ଲଗା ଯାଇଥାଏ । ଏବେ ଆସନ୍ତୁ ଜାଣିବା ତୁଳସୀ ଚେରର ଉପାୟ ବିଷୟରେ ।

ଯଦି ଆପଣଙ୍କୁ ନବ ଗ୍ରହର ଦୋଷ ଲାଗିଛି ତେବେ ତୁଳସୀ ଗଛର ଚେରକୁ ତାବିଜରେ ପିନ୍ଧିଲେ ଏହା ଦୂର ହୋଇଥାଏ । ତୁଳସୀ ଗଛର ଚେର ରେ ମାଳ କରି ଧାରଣ କରିଲେ ନେଗେଟିଭ ଶକ୍ତି ନଷ୍ଟ କରିଥାଏ । ତୁଳସୀ, ବେଲ ଏପରି ଏକ ଗଛ ଅଟେ ଯାହା ନେଗେଟିଭ ଶକ୍ତିକୁ ନଷ୍ଟ କରିଥାଏ । ଏହି ଚେର କୁ ଘରର ମୁଖ୍ୟ ଦ୍ଵାରରେ ଲଗାଇଲେ ନେଗେଟିଭ ଶକ୍ତି ଘରକୁ ପ୍ରବେଶ କରିପାରେ ନାହି ।

ଧନ ପ୍ରାପ୍ତି କରିବା ପାଇଁ ତୁଳସୀ ଚେର କୁ ତାବିଜ ରେ ଧାରଣ କରିଲେ ଧନ ଆସିବାର ପ୍ରତେକ ମାର୍ଗ ଖୋଲିଯାଏ । ଏହା ଦ୍ଵାରା ଭଗବାନ ବିଶୁଣୁ, ମାତା ଲକ୍ଷ୍ମୀ ଓ ତୁଳସୀ ମାତାଙ୍କ କୃପା ମିଳିଥାଏ । ଯାହା ଫଳରେ ବ୍ୟକ୍ତି ବହୁତ ଜଲ୍ଦି ଧନବାନ ହୋଇଯାଏ । ତୁଳସୀ ଗଛର ଚେର ର ମାଟି ମସ୍ତକ ରେ ଲଗାଇଲେ ସେହି ବ୍ଯକ୍ତି ଧନକୁ ଆକର୍ଷିତ କରିବା ସହ ଦୁର୍ଭାଗ୍ୟ ଦୂର କରିଥାଏ ।

ଶାସ୍ତ୍ର ଅନୁଯାୟୀ ତୁଳସୀ ଚେର ଓ ଲକ୍ଷ୍ମଣ ଚେର କୁ ରଖିବା ଦ୍ଵାରା ଧନ ପ୍ରାପ୍ତି ହୁଏ । ତୁଳସୀ ଗଛକୁ ହିନ୍ଦୁ ଧର୍ମରେ ପୂଜନୀୟ କୁହା ଯାଇଛି । ଏହା ଦୁର୍ଭାଗ୍ୟ କୁ ଦୂର କରି ସୁଖ ସମୃଦ୍ଧି ବୃଦ୍ଧି କରାଇଥାଏ । ତୁଳସୀ ଚେର ର ମାଟି ମୁଣ୍ଡରେ ମାରି ବାହାରକୁ ଗଲେ ବ୍ଯକ୍ତିର ଯେତେ ଖରାପ ଥିଲେ ତାହା ଦୂର ହୋଇଯାଏ । ସବୁ କରଯ ରେ ସଫଳତା ଆମିଳିଥାଏ ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *