ମରିଗଲେ ବି ଭୁଲରେ ମଧ୍ୟ ଏହି ସ୍ଥାନରେ ରଖନ୍ତୁ ନାହିଁ ଘରର ଚାବିକାଠି, ଜୀବନ ହୋଇଯିବ ବରବାଦ- Vastu Shastra

ବନ୍ଧୁଗଣ ଘରର ମହିଳା ମାନଙ୍କ ହାତରେ ରହିଥାଏ ଘରର ଚାବିକାଠି । ଘରର ପୁରୁଷ ହୁଅନ୍ତୁ ବା ମହିଳା ଯିଏ ରୋଜଗାର କରୁଥାନ୍ତୁ ନ କାହିଁକି କିନ୍ତୁ ଘରର ସବୁ ଦାୟିତ୍ଵ ମହିଳାଙ୍କ ହାତରେ ରହିଥାଏ । ଘରର ଧନ ସମ୍ପତି ରକ୍ଷା କରିବାର ଦାୟିତ୍ଵ ମହିଳାଙ୍କ ହାତରେ ରହିଥାଏ । ତେଣୁ ସେମାନେ ଘରର ସବୁ ଚାବି କୁ ଏକତ୍ର କରି ସମ୍ଭାଳି ରଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଚାବି ରଖିବାର ମଧ୍ୟ ନିୟମ ରହିଛି । ଘରେ କେବେ ବି ଟଙ୍କା ପଇସାର ଖର୍ଚ୍ଚ ହୁଏ ନାହି । ଚାବିକାଠି ଭୁଲ ଜାଗାରେ ରଖାଗଲେ ଟଙ୍କା ପଇସାର ଅଭାବ ଦେଖାଯାଏ । ଆଜି ଆମେ ଆପଣଙ୍କୁ ଘରେ କେଉଁ ଜାଗାରେ ଚାବିକାଠି ରଖିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ ।

୧- ପୁରାତନ କାଳରେ ମହିଳା ମାନେ ଅଣ୍ଟା ରେ ଘରର ଚାବିକାଠି ରଖୁଥିଲେ ଯାହା ଶୁଭ ହୋଇଥାଏ । ଯେଉଁ ମହିଳା ନିଜ ଅଣ୍ଟାରେ ଚାବିକାଠି ରଖିଥାନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହିଥାନ୍ତି । ସେମାନଙ୍କର ସବୁ ମନସ୍କାମନା ମା ଲକ୍ଷ୍ମୀ ପୂରଣ କରିଥାନ୍ତି ।

୨- ସାଧାରଣ ଲୋକମାନେ ଶୋଇବା ସମୟରେ ଆଲମାରୀର ଚାବିକୁ ତକିଆ ତଳେ ରଖି ଦେଇଥାନ୍ତି । ଏହାକୁ ତକିଆ ତଳେ ରଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏପରି କରିଲେ ଟଙ୍କା ପଇସା କେବେ ରହିବ ନାହି । ତେଣୁ ଭୁଲରେ ଚାବିକାଠି କୁ ତକିଆ ତଳେ ରଖନ୍ତୁ ନାହି ।

୩- ଘରର ଡ୍ରଇଙ୍ଗ ରୁମ ରେ ଚାବିକାଠି କୁ କେବେ ହେଲେ ଟଙ୍ଗାଇ ରଖନ୍ତୁ ନାହି । କାରଣ ଏହା ଉପରେ ସମସ୍ତଙ୍କର ନଜର ପଡିଥାଏ । ଏମିତି କରିବା ଦ୍ଵାରା ଆପଣଙ୍କର ଟଙ୍କା ପଇସା ଚୋରୀ ହେବାର ବା ହଜି ଯିବାର ସମ୍ଭାବନା ରହିଥାଏ । ତେଣୁ ଚାବିକାଠି କୁ ଅନ୍ୟ ମାନଙ୍କର ନଜର ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ ।

୪- ଘରର ଚାବିକାଠି କୁ ବାଥୃମ ରେ ଟଙ୍ଗାଇ ରଖିବା ଉଚିତ ନୁହେଁ । କାରଣ ଏମିତି କରିଲେ ଚନ୍ଦ୍ରମାଙ୍କର ଅଶୁଭ ଦ୍ରୁଷ୍ଟି ପରିବାର ଉପରେ ପଡିଥାଏ । ଯାହା ଫଳରେ ଟଙ୍କା ପଇସା ଅଯଥା ଖର୍ଚ୍ଚ ହୋଇଥାଏ । ତେଣୁ ଭୁଲରେ ବି ବାଥୃମ ରେ ଚାବି ରଖନ୍ତୁ ନାହି ।

୫- ଘରର ବା ସିନ୍ଧୁକର ଚାବିକାଠି ଏହାକୁ ଘରର ଉତ୍ତର ଦିଗରେ ଟଙ୍ଗାଇବା ଶୁଭ ହୋଇଥାଏ । ଯାହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ବିଷେଶ କୃପା ଲାଭ ହୋଇଥାଏ । ଯାହା ଦ୍ଵାରା ଘରେ କେବେ ବି ଟଙ୍କା ପଇସାର ଅଭାବ ରୁହେ ନାହି । ତେବେ ଏହା ଥିଲା ଘରର ଚାବିକାଠି ହେଉ ବା ଆଲମାରି ର ଚାବିକାଠି ଏହି ସବୁ ଜାଗାରେ ରଖିବା ଦ୍ଵାରା ଅଶୁଭ ହୋଇଥାଏ ।

ଏମିତିକି ଧନର ଅଭାବ ମଧ୍ୟ ଦେଖା ଯାଇଥାଏ । ତେଣୁ ଆପଣ ମାନେ ଏବି ଏହି ସବୁ କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବାକୁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *