ଘରେ ବିଛା ଦେଖିବାର ଅର୍ଥ କଣ | ଶୁଭ ନା ଅଶୁଭ- Sakuna Shastra

ଆଜିର ଏହି ଲେଖାରେ ଘରେ ବିଛା ଦେଖିଲେ ଶୁଭ କି ଅଶୁଭ ସେହି ବିଷୟରେ ଜାଣିବା । ଜୀବନରେ କେବେବି ବିଛା ମରନ୍ତୁ ନହିଁ କାରଣ ବିଛା ଦେଇଥାଏ ଭବିଷ୍ୟତର ସୂଚନା । ବିଛା ଦେଖିଲେ ଆମେ ସଙ୍ଗେ ସଙ୍ଗେ ତାକୁ ଆମେ ଜୀବନରୁ ମାରି ଦେଇଥାଉ । କିନ୍ତୁ ବିଚାକୁ କେବେବି ମରନ୍ତୁ ନହିଁ କାରଣ ବିଛା ତା ଜୀବନ କାଳରେ ଥରେ ହିଁ ଛୁଆ ଜନ୍ମ କରିଥାଏ । ଯଦି ଆପଣ କେଉଁ ବିଛାକୁ ମାରି ଦେଉଛନ୍ତି ତେବେ ତାର ବଂଶ ଆପଣ ବୁଡାଇ ଦେଉଛନ୍ତି । ଏହା କୌଣସି ପାପ ଠାରୁ ମଧ୍ୟ କମ ନୁହେଁ । ତେବେ ବିଛାକୁ ନମାରି କୌଣସି ଅଜଣା ଜାଗାରେ ଛାଡି ଦିଅନ୍ତୁ । କାରଣ ବିଛା ପ୍ରତି ଆମର ପ୍ରବଳ ଭୟ ରହିଥାଏ ।

ଆମକୁ ଲାଗିଥାଏକି ବିଛା କାମୁଡି ଦେଇଥାଏ । ଅବଶ୍ୟ ଏହା ସତ୍ୟକି ବିଛା କାମୁଲିଲେ ବହୁତ ଯନ୍ତ୍ରଣା ହୋଇଥାଏ । ତେବେ ଜାଣି ରଖନ୍ତୁ ବିଛା କେବେବି ଅଶୁଭ ହୋଇନଥାନ୍ତି । ଆମେ ଚାରି ପାଖରେ ଥିବା କିଛି ପଶୁ ପକ୍ଷୀ କୀଟ ପତଙ୍ଗ, ଜନ୍ତୁ କିମ୍ବା ସରୀସୃପ କିଛି ଶୁଭ ଓ ଅଶୁଭର ସଙ୍କେତ ଦେଇଥାନ୍ତି । ଆପଣ ମାନେ ଘରେ ବିଭିନ ପ୍ରକର ବିଛା ଦେଖିବାକୁ ପାଇଥାନ୍ତି ନାଲି ବିଛା, ହଳଦୀ ବିଛା, ଏହି ସବୁ ବିଧା ଆପଣ ଘରେ ବୁଲୁଥିବାର ଆପଣ ଦେଖିଥିବେ । ଯଦି ଆପଣ ଦୁଇ ତିନୋଟି ବିଛାକୁ ଧାଡି କରି ଯାଉଥିବା ଦେଖିବେ ତେବେ ଆପଣ ଅଶୁଭ ସଙ୍କେତ ପାଇବେ ।

ଯଦି ଆପଣ ହଳଦିଆ ରଙ୍ଗର ବିଛା ଦେଖୁଛନ୍ତି ତେବେ ଆସନ୍ତା କିଛି ଦିନ ଭିତରେ ଆପନ୍ନକ ଘରକୁ ଲକ୍ଷ୍ମୀ ଆସିବାର ସୂଚନା ମିଳିବ । ମାନେ ଆପଣଙ୍କ ଘରେ ତାଙ୍କର ବର୍ଷା ହେବାକୁ ଯାଉଛି । ଏହା ଆପଣଙ୍କ ଘରେ ଲକ୍ଷ୍ମୀ ଚାଲିଯାଇଥିବାର ସଙ୍କେତ ବୋଲି କୁହାଯାଇ ଥାଏ । ଯଦି ଆପଣ ହଳଦିଆ ରଙ୍ଗର ବିଛା ଦେଖୁଛନ୍ତି ତେବେ ଆସନ୍ତା କିଛି ଦିନ ଭିତରେ ଆପନ୍ନକ ଘରକୁ ଲକ୍ଷ୍ମୀ ଆସିବାର ସୂଚନା ମିଳିବ । ମାନେ ଆପଣଙ୍କ ଘରେ ତାଙ୍କର ବର୍ଷା ହେବାକୁ ଯାଉଛି । ଯଦି ଆପଣ ଘରୁ ବାହାରିଲି ଯିବା ବେଳେ ବିଛା ଦେଖୁଛନ୍ତି ତେବେ ଆପଣ କରିବାକୁ ଥିବା କାମଟି ସୁରୁଖୁରୁରେ ହୋଇଯିବ ।

ଘରେ ଯଦି ବିଛା ଦେଖନ୍ତୁ ତେବେ ଆଗାମୀ ସତ ଦିନ ଭିତରେ ଆପଣଙ୍କ କାମ ପୁରା ହେବ । ଯଦି ଆପଣ କୌଣସି ଗୁରୁବାର ଦିନ ଘରେ ବିଛା ଆସିବାର ଦେଖୁଛନ୍ତିତ ତେବେ ଜାଣି ନିଅନ୍ତୁ ମାତା ଲକ୍ଷ୍ମୀ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ରହିଛନ୍ତି । ଯଦି କଳା କଙ୍କଡା ବିଛା ଘରେ ଦେଖନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାନ୍ତି । ଏହା ଧନ ହାନି ହେବାର ସଙ୍କେତ ଦେଇଥାଏ । ଯଦି ଏହି ଛୋଟ ଭିଡିଓ ଆପଣଙ୍କୁ ଭଲ ଲାଗିଲା ତାକୁ ବହୁତ ମାତ୍ରାରେ ଶେୟର କାରଣରୁ ଆଉ ଏମିତି ଭଲ ଭଲ; ଭିଡିଓ ଦେଖୁଥାନ୍ତି । ଆଉ କମେଣ୍ଟ କରିବାକୁ କେବେବି ଭୁଲିବେନି ।

Leave a Reply

Your email address will not be published. Required fields are marked *