ପଇସା ରଖିବା ପାଇଁ ନେଇ ଆସନ୍ତୁ 2-3ଟି ତିଜୋରି, କାରଣ 27 ତାରିଖ ଠାରୁ 4 ଟି ରାଶି ହେବେ କୋଟିପତି

ଆଜି ରାତି ୧୨ । ୩ ମିନିଟରେ ବୁଧ ଗ୍ରହ ତାର ରାଶି ପରିବର୍ତନ କରିବାକୁ ଯାଉଛି । ବୁଧ ଗ୍ରହ ସବୁଠୁ ତେଜ ଚାଳନ କରିଥାଏ । ଏହି କାରଣରୁ ଏହାର ରାଶି ବଦଳି ପରଠାରୁ ମଣିଷ ଜୀବନରେ ବହୁତ ତେଜିରେ ଚେଞ୍ଜେସ ଆସିଥାଏ । ବୁଧ ଗ୍ରହ ୨୫ ସେପ୍ଟେମ୍ବରକୁ ବୃଷବ ରାସିରୁ ମିଥୁନ ରାଶିକୁ ଚାଳନ କରିବ । ଏହାର ପରିବର୍ତନ ଦ୍ଵାରା କିଛି ରଶିଙ୍କ ଜୀବନରେ ବହୁତ ଉତ୍ତାର ଚଢାବ ଦେଖିବାକୁ ମିଳିବ । ବୁଧର ଏହି ରାଶି ପରିବର୍ତନ କେଉ ରାଶି ମାନକୁ ଲାଭ ପ୍ରଦ ହୋଇବ । ଆଉ ଏମିତି କେଉଁ ରାଶି ରହିଛି ଯାହାଙ୍କୁ କ୍ଷତି ହୋଇପାରେ ।


ମେଷ :- ବୁଧ ଗ୍ରହର ଗୋଚର ଆପଣଙ୍କ ତୃତୀୟ ଭାବରେ ହେବ । ମେଷ ରାଶିର ଲୋକ ନିଜ ଭାଇ ଭଉଣୀ ସହିତ ବହୁତ ଭଲ ସମୟ ବିତାଇବେ । ଯାହାଦ୍ୱାରା ପରିବାର ମହୋଲରେ ମଧ୍ୟ ଶକରତ୍ମକତା ଆସିବ । ଏହି ସମୟରେ ଆପଣ ଲୋନ ବା କରଜ ମଧ୍ୟ ଚୁକାଇ ପାରିବେ । ପିତାଙ୍କ ଖରାପ ସ୍ୱାସ୍ଥ୍ୟ ଆପଣଙ୍କ ଚିନ୍ତାର ବିଷୟ ହୋଇପାରେ ।


ବୃଷ :- ବୃଷବ ରାଶିର ଲୋକଙ୍କ ଧନଭାବ ଦିତୀୟ ଭାବରେ ଗୋଚର ହେବ । ଗୋଚର ଆପଣଙ୍କୁ ମିଳାମିଶା ପରିଣାମ ଦେବ । ବୁଧଙ୍କ ଏହି ଗୋଚରରେ ଆପଣଙ୍କ ସଞ୍ଚିତା ଧନରେ ବୃଦ୍ଧି ହୋଇପାରେ । ଆର୍ଥିକ ଉନ୍ନତି ଆପଣକ ପ୍ରାଥମିକତା ରହିବ । ଯାହା ଦ୍ଵାରା ଆପଣ ଓ ଆପଣଙ୍କର ଭବିଷ୍ୟ ସୁଧାରୀ ପାରିବେ । ଏହି ରାଶିର ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ପ୍ରଗତି କରିବେ ।


ମିଥୁନ :- ବୁଧର ଗୋଚର ଆପଣଙ୍କ ପାଇଁ ଅନୁକୂଳ ପରିଣାମ ନେଇକି ଆସିବ । ବ୍ୟବସାୟ ଓ ଚାକିରି କରିଥିବା ଲୋକଙ୍କ ଜୀବନରେ ବହୁତ ସାରା ନୂଆ ସୁଯୋଗ ଆସିବାର ସମ୍ଭାବନା ରହିଛି । ଏହି ସମୟରେ ଆୟ ଓ ଆରମରେ ବୃଦ୍ଧି ହୋଇପାରେ । ଯେଉଁ ଲୋକ ଚାକିରି କରୁଛନ୍ତି ସେ ଚାହୁଁ ଥିବା ସଂସ୍ଥାରେ ଚାକିରି ମିଳିପାରେ । ବ୍ୟବସାୟରେ ମଧ୍ୟ ଆପଣଙ୍କୁ ଲାଭର ପ୍ରାପ୍ତ ହେଉଛି ।


କର୍କଟ :- ଏହି ରାଶିର ଲୋକଙ୍କୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ । ଶେଥି ପାଇଁ ଯୋଗ ଓ ଧ୍ୟାନ କରିବା ଆପଣଙ୍କ ପାଇଁ ଫାଇଦା ହୋଇପାରେ । ଚିନ୍ତାକୁ ଯେତେ କମ ହେବ ସେତେ ଦୂରରେ ରଖନ୍ତୁ । ଯେଉଁ ଲୋକ ସରକାରୀ ଚାକିରି କରିଛନ୍ତି ତାଙ୍କୁ ଉଚ ଅଧିକାରୀଙ୍କ ଠାରୁ ସନମାନନିତ ହୋଇବେ ଆଉ କାର୍ଯ୍ୟ କ୍ଷେତ୍ରରେ ସଫଳତା ମଧ୍ୟ ମିଳିବ । ବହୁତ ସୁନ୍ଦର ଧନ ଯୋଗର ସମ୍ଭାବନା ମଧ୍ୟ ରହିଛି । ଆପଣଙ୍କ ସାଙ୍ଗ ଓ ସାମାଜିକ ସମ୍ପର୍କରୁ ମଧ୍ୟ ଆପଣଙ୍କୁ ଲାଭ ମିଳିବ ।

Leave a Reply

Your email address will not be published. Required fields are marked *