ଘରେ ସବୁବେଳେ ଅଭାବ ଲାଗି ରହିଛି! ତେବେ ଆଜି ହିଁ କରନ୍ତୁ ଏହି କାମ…. ତା ପରେ ଦେଖନ୍ତୁ ଚମତ୍କାର  

ନମସ୍କାର ବନ୍ଧୁଗଣ, ନିଜର ଅଭାବ ଅସୁବିଧାକୁ ଦୂର କରିବାର ଇଛା ସମସ୍ତେ ରଖିଥାନ୍ତି । କାହାର ବା ଇଛା ନଥାଏ ସୁଖ ଶାନ୍ତିରେ ନିଜ ଜୀବନକୁ କଟାଇବାକୁ । ନିଜ ସ୍ତ୍ରୀ ପିଲା ଛୁଆଙ୍କୁ ଦୁନିଆର ସାରା ଖୁସିକୁ ଆଣି ଅଜାଡି ଦେବାକୁ । କିନ୍ତୁ ଏହା କିଛି ଲୋକଙ୍କ ପକ୍ଷେ ସମ୍ଭବ ହୋଇପାରେ ନାହିଁ । ଏହା ହୁଏ ତ ଆପଣଙ୍କ ଘରର ବାସ୍ତୁ ଦୋଷ ପାଇଁ ହୋଇଥାଏ ପାରେ ଅଥବା ଆପଣ ନୀତି ନିୟମରେ ଭୁଲ କରୁଥିବା ହେତୁ ହେଇପାରେ । ନିଜ ଜୀବନରେ ରହିଥିବା ଅସୁବିଧାକୁ ଦୂର କରିବା ପାଇଁ ଏହି ଉପାୟଟିକୁ ନିହାତି ଭାବରେ କରନ୍ତୁ ।

ଆପଣଙ୍କ ଜୀବନରେ ଯଦି ଆର୍ଥିକ ସମସ୍ୟା ଲାଗି ରହିଛି ତେବେ ଆପଣ ଗୁରୁବାର ଦିନ ବୃହସ୍ପତିଙ୍କ ପୂଜା ନିଶ୍ଚୟ କରନ୍ତୁ । ନିଜ ଜୀବନରେ ଲାଗି ରହିଥିବା ଅଭାବ ଅସୁବିଧାକୁ ଆପଣ ଚାହିଁଲେ ନିଜ କର୍ମ ଠିକ କରି ତାହାକୁ ସୁଧାରି ପାରିବେ । ଏବଂ ଏହା ସହ ଆପଣ ଏକ ଉପାୟକୁ ମଧ୍ୟ ଆପଣାଇ ନିଜର ସ୍ଥିତିରେ ସୁଧାର ଆଣିପାରିବେ ।

ଗୁରୁବାର ଦିନ ଯେତେବେଳେ ଆପଣ ଗାଧୋଇବା ପାଇଁ ଯିବେ ସେତେବେଳେ ଆପଣ ଗାଧୋଇବା ପାଣିରେ ଅଳ୍ପ ହଳଦୀ ଅପକାଇ ଦିଅନ୍ତୁ । ଏହାପରେ ଆପଣ ସେହି ହଳଦୀ ପାଣିରେ ସ୍ନାନ କରନ୍ତୁ । ଆପଣ ପ୍ରତି ଗୁରୁବାର ଦିନ କଦଳୀ ଗଛରେ ପାଣି ଢାଳି ପୂଜା କରିବା ଉଚିତ । ଏହାଦ୍ୱାରା ଆପଣଙ୍କ ଜୀବନରେ ଥିବା ଧନ ଜନିତ ସମସ୍ୟା ଦୂର ହେବା ସହ ଆପଣଙ୍କ ଜୀବନରେହସ ଖୁସି ଆସିଥାଏ ।

ଧନ ରୋଜଗାର କରିବାର ଉପଯୁକ୍ତ ରାସ୍ତା ଆପଣଙ୍କୁ ମିଳିଥାଏ । ଆପଣ ଗୁରବାର ଦିନ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ହଳଦିଆ ବସ୍ତ୍ର ନିହାତି ପରିଧାନ କରନ୍ତୁ । ବସ୍ତ୍ର ପରିଧାନ କରିବା ସହ ଗୁରୁବାର ଦିନ ଆପଣ ବ୍ରତ ଧାରଣ କରନ୍ତୁ । ଏହି ଉପାୟ କରିବା ଫଳରେ ଆପଣଙ୍କ ମନରେ ରହିଥିବା ସମସ୍ତ ମନସ୍କାମନା ପୁରା ହୋଇଥାଏ ।

ଗୁରୁବାର ଦିନ ତୁଲସୀ ଗଛରେ କଞ୍ଚା କ୍ଷୀର ଚଢାନ୍ତୁ । ଏହା ଆପଣଙ୍କ ଆର୍ଥିକ ପରିସ୍ଥିତି ସମ୍ପୂର୍ଣ ଭାବରେ ସୁଦୃଢ କରିଦେଇଥାଏ । ଆପଣ ନିଜର ଗୁରୁ ଗ୍ରହକୁ ମଜବୁତ କରିବା ପାଇଁ ଚାହୁଁଥିଲ ଗୁରୁବାର ଦିନ ମହାଦେବ ଶିବଙ୍କୁ ହଳଦିଆ କନିଆର ଫୁଲ ଅର୍ପଣ କରନ୍ତୁ । ଆପଣ ଯଦି ସମ୍ଭବ ପ୍ରତିଦିନ ଏହି କାର୍ଯ୍ୟ କରନ୍ତୁ । ଯାହାଫଳରେ ଆପଣ ନିଜ ଜୀବନରେ ସଫଳତା ସିଢି ଚଢିବାକୁ ଲାଗିବେ ।

ଏହି ଉପାୟ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଭରିଦେଇଥାଏ । ଘରେ ଲାଗି ରହିଥିବା ଅଭାବ ଅନାଟନକୁ ସମ୍ପୂର୍ଣ ଭାବରେ ଦୂରେଇ ଦେଇଥାଏ । ଜୀବନକୁ ଏକ ନୂଆ ମୋଡକୁ ନେଇ ଆସିଥାଏ । ଜୀବନର ଏକ ଅଲଗା ପାଖ ଆପଣ ଦେଖିବାର ସୁଯୋଗ ପାଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *