ଘରେ ଥିଲେ ଏହି 5ଟି ଗଛ ତୁରନ୍ତ ଓପାଡି ଫୋଫାଡି ଦିଅନ୍ତୁ… ନଚେତ ହୋଇଯିବେ ବର୍ବାଦ- Vastu Tips

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କିଭଳି ଆପଣ ଧନ ଲାଭ କରିପାରିବେ ଏବଂ ନିଜ ଜୀବନରେ ଖୁସିରେ ଜୀବନ ଅତିବାହିତ କରିପାରିବେ । ତେବେ ଆଜି ଆମେ ଜଣାଇବୁ ଆପଣ ମାନଙ୍କୁ କି ଘରେ କେଉଁ କେଉଁ ଗଛ ଲଗାଇଲେ ଭଲ ହୋଇଥାଏ ବା ମା ଲକ୍ଷ୍ମୀ ସନ୍ତୁଷ୍ଟ ଥାନ୍ତି । ଏବଂ କେଉଁ ଗଛ ଲଗାଇଲେ ଖରାପ ହୋଇଥାଏ । ତେବେ ଆସନ୍ତୁ ଏବେ ଜାଣିବା ଏହା ବିଷୟରେ ।

ପ୍ରଥମେ ହେଉଛି ନାଗ ଫେଣି ବୃକ୍ଷ: ଏହି ଗଛ ଯେଉଁ ଘରର ଆଖ ପାଖରେ ଥାଏ ବା ନିଜ ଘରେ ଥାଏ ତେବେ ସେହି ଘରକୁ ଅନ୍ନ ଧନରେ ପରିପୂର୍ଣ କରିଦିଏ । ଏହି ଗଛରେ ଶକ୍ତି ସବୃଦ୍ଧି ବାସ କରିଥାଏ । ଏହି ଗଛ ଯେଉଁ ଘରେ ଲାଗିଥାଏ ସେହି ଘରକୁ ଭାଗବାନ ଦରିଦ୍ରତା କୁ ଦୂର କରିଦିଅନ୍ତି । ଏବଂ ଆପଣଙ୍କ ଘରକୁ ରୋଗ ମୁକ୍ତ କରିଦିଅନ୍ତି ଏବଂ ଆପଣଙ୍କ ଉପରେ ଯେଉଁସବୁ ଦୋଷ ଲାଗିଥାଏ ତାକୁ ନଷ୍ଟ କରିଦିଅନ୍ତି ।

ପୁରା ଘର ହସ ଖୁସିରେ ପୁରିଉଠେ । ଦିତୀୟରେ ହେଉଛି, ମଧୁ ମାଳତି ଗଛ: ଏହାର ସୁଗନ୍ଧରେ ସ୍ଵୟଂ ଭଗବାନ ଟାଣି ହୋଇ ଆସନ୍ତି । ସମସ୍ତ ଦେବୀ ଦେବତା ଏହାକୁ ନିଜ ଗଳାରେ ଧାରଣ କରନ୍ତି । ଏହି ବୃକ୍ଷ ଯେଉଁଭି ସ୍ଥାନରେ ଥାଏ ମା ଲକ୍ଷ୍ମୀ ସେଠାରେ ବାସ କରିବାକୁ ଲାଗନ୍ତି । ଯଦି ଆପଣ ଦରିଦ୍ରତାରୁ ମୁକ୍ତି ପାଇବାକୁ ଚାହୁଁ ଛନ୍ତି ତେବେ ଏହି ବୃକ୍ଷକୁ ନିଜ ଘରେ ଲଗାନ୍ତୁ ।

ଏବଂ ସେହି ଘରେ ଧନ ଧାନ୍ୟରେ ପରିପୂର୍ଣ ହୋଇଉଠେ । ତୃତୀୟତି ହେଉଛି, କନିଅର ଗଛ: ଗୋଟିଏ କନିଅର ଫୁଲକୁ ଭଗବାନଙ୍କୁ ଚଢାଇବା ୧୦୦୦ ଫୁଲ ଚଢାଇବା ସଙ୍ଗେ ସମାନ ହୋଇଥାଏ । କନିଅର ଫୁଲକୁ ଶାସ୍ତ୍ରରେ ପବିତ୍ର ଫୁଲ ବୋଲି କୁହାଯାଇଇଛି । ପ୍ରାଚୀନ କାଳରେ ଏହି ଫୁଲରୁ ସୁନାର ନିର୍ମାଣ ମଧ୍ୟ ହେଉଥିଲା । କନିଅର ଫୁଲର ମାଳ କରି ଯଦି ଭଗବାନ ଗଣେଶଙ୍କୁ ଚଢାଯାଏ ତେବେ ଦରିଦ୍ରତା ଦୂର ହୁଏ ଏବଂ ପୂର୍ବ ଜନ୍ମର ଦୋଷ ମଧ୍ୟ କଟିଯାଏ ।

ଏହି ଗଛକୁ ଘରେ ଲଗେଇବାକୁ ସ୍ଵୟଂ ଶିବଙ୍କୁ ଘରକୁ ଆମନ୍ତ୍ରଣ କରିବା ସଂଙ୍ଗେ ସମାନ । ଏହି ଗଛକୁ ଭଗବାନ ଶିବଙ୍କ ସ୍ୱରୂପ ବୋଲି ମନାଯାଏ । ଏବଂ ଏହି ଗଛରେ ସମସ୍ତ ଦୈବ ଶକ୍ତି ସମାହିତ ହୋଇ ରହିଛି ବୋଲି କୁହାଯାଏ । ଯେଉଁ ଘରେ ଏହି ଗଛ ସେହି ଘରକୁ ସୁଖ ଶାନ୍ତି, ଧନ ଦୌଲତ, ସୁନା ରୂପା ସବୁର ଆଗମନ ହୋଇଥାଏ । ତେଣୁ ଏହି ସବୁ ବୃକ୍ଷକୁ ଘରେ ଲଗାନ୍ତୁ ଓ ଭଗବାନଙ୍କୁ ଆଗମନ କରନ୍ତୁ ।

ଏବଂ ନିଜ ଘରେ ସୁଖ ଶାନ୍ତି ଓ ଧନର ବର୍ଷା କରନ୍ତୁ । ତେବେ ଏବେ ଆସନ୍ତୁ ଜାଣିବା କେଉଁ ଗଛ ଥିଲେ ଆପଣଙ୍କର ବର୍ବାଦି ଆରମ୍ଭ ହୋଇଥାଏ । ସେହି ସବୁ ଗଛ ହେଉଛି ଅରଖ, ଖଜୁରୀ, ଅସ୍ଵସ୍ଥ, କଣ୍ଟାଜାତୀୟ ଗଛ ଓ ବବୁଲ ଗଛ ଆଦି ଗହରେ ଲଗାନ୍ତୁ ନାହିଁ । ଯଦି ଏହି ସବୁ ଗଛ ଅଛି ତେବେ ଏବେ ହିଁ ଏହାକୁ ଗହରୁ ହଟାନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଯଦି ଆପଣ ମାନଙ୍କୁ ପୋଷ୍ଟ ଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆମ ସହ ଯୋଡି ହୋଇ ରହିବା ପାଇଁ କମେନ୍ଟ ମାଧ୍ୟମରେ ନିଶ୍ଚୟ ଜାଣନ୍ତୁ । ଆମର ଏହି ପୋଷ୍ଟ ଟିକୁ ସମୁର୍ଣ ରୂପେ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *