ଘରେ ଏହି 5ଟି ଫୋଟୋ ଲଗାଇବା ଦ୍ଵାରା ହୋଇଥାଏ ଧନର ବୃଦ୍ଧି- Vastu Shastra

ଘରେ ରହିବା ଓ ଘରେ ଥିବା ଲୋକଙ୍କ ସହ ଖୁଶିରେ ରହିବା ଭିତରେ ଅନେକ ଫରକ ଅଛି । ଯଦି ଆମେ ଦେଖିବା ପାଇଁ ଜୀବା ତ ଆମେ ଆମ ଘରକୁ ସଜାଇବା ପାଇଁ ଅନେକ ସମୟରେ କିଛି ଏହି ଭଳି ଫଟ ଲଗାଇ ଦେଇଥାଉ ଯାହା ଆମକୁ ଖୁଶି ଦେଇ ଥାଏ କିଛି ଖାନ ପାଇଁ ଯେଉଁ ଭଳି ଭାବେ ସମୟ ବୀତି ଚାଲିଥାଏ ସେହି ଭଳି ଭାବେ ଆମ ମାନଙ୍କ ମନରେ ଦୂରତା ଆରମ୍ଭ ହୋଇ ଯାଇଥାଏ ।

ଆଜି ଆମେ କହିବା କି କେଉଁ ଭଳି ଚିତ୍ର ଆମେ ଘରକୁ ଆଣିବା ଦ୍ଵାରା ଆମ ଘରେ ଅସାନ୍ତି ହୋଇ ଯାଇଥାଏ । ଆଜି ଆମେ ଖିବା ଅବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଚିତ୍ର ଆପଣ ନିଜ ଘରେ ରଖିବା ଅଭଲ ହୋଇଥାଏ । କିନ୍ତୁ ଦେଖନ୍ତୁ କିଛି ଜଣ ଏହାକୁ ମାନିବା ଆକୁ ମନା କରି ଦେଇ ଥାନ୍ତି ସେଇ ପାଇଁ ଆମେ ରଖିବାକି ବାସ୍ତୁ ଶାସ୍ତ୍ର ଆଜି କାଲିର ଆଧୁନିକ ବିଜ୍ଞାନର ଆର୍କେଟେକ୍ଚର କୁ କୁହାଯାଏ ।

ଏହା ମଧ୍ୟରେ ଘରକୁ କେଉଁ ଦିଶାରେ ରଖିବା ଭଲ ହୋଇଥାଏ ଓ କଣ କଣ ଜିନିଷ ରଖିବା ଅଭଲ ହୋଇଥାଏ କୁହାଯାଇଛି । ଆଜି ଆମେ କହିବା କି ଆପଣ ଯଦି ଚିତ୍ର ର ସଉକ ରଖିଛନ୍ତି ଏହା ଭଲ କଥା ଆପଣ ଏକ କାମ କରିବେ ଆପଣ ଏହାକୁ ନିଜ ସହ ଅନ୍ୟ ମାନଙ୍କୁ ମଧ୍ୟ ଉପହାର ଭାବେ ଦେଇ ପାରିବେ କିନ୍ତୁ ଆପଣ କେବେହେଲେ ଘରେ ଯୁଧ୍ୟ କିମ୍ବା ରକ୍ତ ରଞ୍ଜିତ ଚିତ୍ର କୁ ରଖିବେ ନି ।

ଏହାକୁ ରଖିବା ଦ୍ଵାରା ଘରେ ଯେଉଁ ଶାନ୍ତି ଥିବା ତାହା ଭଙ୍ଗ ହୋଇ ଯାଇଥାଏ ନକାରତ୍ମକ ଶକ୍ତି ଦ୍ଵାରା । ଆପଣ ମାନେ ଏହା ସହ ହିଂସ୍ର ପଶୁମାନଙ୍କ ଚିତ୍ର ମଧ୍ୟ ଘରେ ରଖିବା ଅନୁଚିତ ଅଟେ । ଆପଣ ଯଦି ଚାହିଁବେ ଆପଣ ସୁଖହା ଗଛର ଚିତ୍ର ଲଗାଇ ପାରନ୍ତି କିନ୍ତୁ ଏକ କଥା ମାନେ ରଖିବେ କି ଏହା ଦ୍ଵାରା ଘରେ ଥିବା ଅଖରାପ ଶକ୍ତି ବଢିବାରେ ଲାଗିଥାଏ ।

ଆପଣ ନିଜ ଘରର ପୂର୍ବ ଦିଗକୁ ମୁହଁ କରି ଆପଣ ସୁର୍ଜ୍ଜ୍ୟ ଭଗବାନଙ୍କ ଚିତ୍ର ରଖିବେ ଏହା ଭଲ ହୋଇଥାଏ । ଏହା ସହ ଆପଣ ଭଲ ଗଛ ର ଚିତ୍ର ରଖିବା ଭଲ ହୋଇଥାଏ ନହେଲେ ଆପଣ ନିଜ ଭଗବାନ ଙ୍କ ଚିତ୍ର ରଖିବେ ।

ଆପଣ ଭଗବାନ ରାମ ଚନ୍ଦ୍ର ଙ୍କ ଚିତ୍ର ନିଶ୍ଚିତ ଭାବେ ରଖିବେ ଏହା ଦ୍ଵାରା ଘର ଯୋଡି ହୋଇ ରହିଥାଏ । ଆପଣ ରୋଷେଇ ଘରର ଦକ୍ଷିଣ ଦିଗରେ କିଛି ସବୁଜ ପାରିବ ଆକିମ୍ବ ଆଲାଲ ପରିବାର ଚିତ୍ର ଲଗାଇ ପାରିବେ ଏହା ଶୁଭ ଅଟେ । ଏହା ସହ ଆପଣ ଉତ୍ତର ଦିଗକୁ ଜାଣି ଥିବେ କି ଏହା ଭଗବାନ କୁବେରଙ୍କ ଚିତ୍ର ରଖିବା ଭଲ ହୋଇଥାଏ । ଯାହା ଦ୍ଵାରା ଆପଣଙ୍କ ଘରେ ସମ୍ମାନ ବଜାୟ ରହିଥାଏ ଏହା ସହ ଆପଣଙ୍କ ସପରିବାର ଖୁସିରେ ଏକା ସହ ରହି ଥାନ୍ତି ।

Leave a Reply

Your email address will not be published. Required fields are marked *