ଏହି ଭୁଲ ପାଇଁ ଜନ୍ମ ହୁଅନ୍ତି ଯାଆଁଳା ଶିଶୁ (Twin Babies) ? ଆପଣ କରୁ ନାହାନ୍ତି ତ ଏହି ଭୁଲ !

ବନ୍ଧୁଗଣ ଆପଣ ମାନେ କେଉଁଠି ନା କେଉଁଠି ଯାଆଁଳା ଛୁଆ କୁ ନିଶ୍ଚୟ ଦେଖିଥିବେ । ସାଧାରଣତ ଯାଆଁଳା ଛୁଆ ଜନ୍ମ ହେବ ସ୍ଵାଭାବିକ ହୋଇଥାଏ । ଏହି ଯାଆଁଳା ଛୁଆ ମାନେ ଦେଖିବାକୁ ଏକ ପ୍ରକାରର ହୋଇଥିବା ବେଳେ ଆଉ କେତେକ କ୍ଷେତ୍ର ରେ ଭିନ୍ନ ଭିନ୍ନ ପ୍ରକାରର ଯାଆଁଳା ଦେଖିବାକୁ ମିଳିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କେଉଁ ଭୁଲ ପାଇଁ ଯାଆଁଳା ଶିଶୁ ଜନ୍ମ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ ଗର୍ଭବତୀ ନାରୀ ଗର୍ଭ ଧାରଣ ପୂର୍ବରୁ ଓ ଗର୍ଭ ଧାରଣ ସମୟରେ କେଉଁ ଭୁଲ କରିଥାନ୍ତି ଯାହା ପାଇଁ ଗର୍ଭରେ ଯାଆଁଳା ଶିଶୁ ହୋଇଥାନ୍ତି ।

୧- ଗବେଷଣା ରୁ ବୈଜ୍ଞାନିକ ମାନେ ଅନେକ ପ୍ରକାରର କାରଣ ଦର୍ଶାଇଛନ୍ତି ଯାଆଁଳା ଶିଶୁ ଜନ୍ମ ହେବାର । ଯଦି ମହିଳା ମାନେ ଗର୍ଭ ଧାରଣ ପୂର୍ବରୁ ବା ପରେ ଯୋଡା ଫଳ ଖାଇ ଦେଇଥାନ୍ତି ତେବେ ସେମାନଙ୍କର ଯାଆଁଳା ଶିଶୁ ଜନ୍ମ ହୋଇଥାନ୍ତି ।

୨- ଯେଉଁ ମହିଳା ଅଧିକ ଗର୍ଭ ନିରୋଧ ବଟିକା ସେବନ କରିଥାନ୍ତି କିମ୍ବା ଗର୍ଭପାତ କରିଥାନ୍ତି ସେମାନଙ୍କ ଠାରେ ଜାଆଁଳା ଶିଶୁ ଜନ୍ମ ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ଗର୍ଭ ନିରୋଧକ ବଟିକା ସେବନ କରିବା ଦ୍ଵାରା ଶରୀରରେ ହଲିକଲ ଶିମୋନାଇଟିନ ହରମୋନ ର ମାତ୍ରା କମି ଯାଇଥାଏ ଯାହା ଫଳରେ ଶୂକ୍ରାଣୁ ର ଦ୍ଵିତୀୟ ଅଣ୍ଡା କୋଷ ତିଆରି ହୋଇଥାଏ । ଯାହା ଫଳରେ ଦୁଇଟି ସନ୍ତାନର ଉତପତି ହୋଇଥାଏ ।

୩- ଯଦି ପୂର୍ବରୁ କୌଣସି ମହିଳାଙ୍କର ପରିବାରରେ ଜାଆଁଳା ଶିଶୁ ଜନ୍ମ ହୋଇଥାଏ ତେବେ ସେମାନଙ୍କ ଠାରେ ମଧ୍ୟ ଜାଆଁଳା ଶିଶୁ ହେବାର ଅଧିକ ସମ୍ଭାବନା ରହିଥାଏ ।

୪- ଯେଉଁ ମହିଳା ମାନେ ଅଧିକ ଆମିଷ ଖାଇବା ସହ ମୋଟାପଣ ସହ ସେମାନଙ୍କର ଅଧିକ ଉଚ୍ଚତା ରହିଥାଏ ଏପରି କ୍ଷେତ୍ରରେ ଜାଆଁଳା ଶିଶୁ ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ଏମାନଙ୍କର ହରମୋନ ରେ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

୫- ଯେଉଁ ମହିଳା ପୂର୍ବରୁ ଦୁଇଟି ବା ୩ଟି ସନ୍ତାନ ଜନ୍ମ କରି ସାରିଛନ୍ତି ସେମାନଙ୍କ କ୍ଷେତ୍ରରେ ଜାଆଁଳା ଶିଶୁ ଜନ୍ମ ହେବାର ସମ୍ଭାବନା ଅଧିକ ରହିଥାଏ । କାରଣ ସେମାନଙ୍କ ଶରୀରରେ ଅଣ୍ଡା କୋଷ ନିର୍ମିତ ହେବାର କ୍ଷମତା ଅଧିକ ବଢି ଯାଇଥାଏ । ଏହା ସୁରକ୍ଷିତ ବି ରହିଥାଏ । ତେଣୁ ଏମାନଙ୍କ କ୍ଷେତ୍ରରେ ଜାଆଁଳା ଶିଶୁ ଜନ୍ମ ହୋଇଥାଏ ।

୬- ଜାଆଁଳା ଶିଶୁ ଜନ୍ମ ହେବାର ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ସେଠିକାର ସ୍ଥାନ । ଏ ଦୁନିଆରେ ସବୁଠାରୁ ଅଧିକ ଜାଆଁଳା ଶିଶୁ ଆଫ୍ରିକା ରେ ଦେଖା ଯାଇଥାଏ । ଯାହାର କାରଣ ସେଠିକାର ଜଳବାୟୁ ଓ ବାତାବରଣ ହୋଇଥାଏ । ତେବେ ଏହା ଥିଲା ସେହି ସବୁ ମୁଖ୍ୟ କାରଣ ଗୁଡିକ ଯାହା ପାଇଁ ଜାଆଁଳା ପିଲା ଜନ୍ମ ହୋଇଥାନ୍ତି । ତେଣୁ ପ୍ରତେକ ମହିଳା ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ହେଲଥ ଟିପ୍ସ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *