ମାତ୍ର 1 ସପ୍ତାହରେ ପେଟର ଚର୍ବି ମହମ ପରି ତରଳିଯିବ, କେବଳ ସକାଳୁ ପିଅନ୍ତୁ ଏହି ପାଣି- Baba Ramdev Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକଙ୍କର ପେଟରେ ଚର୍ବି ବା ମୋଟାପଣ ଆଦି ସମସ୍ଯା ଦେଖାଯାଉଛି । ଲୋକମାନେ ନିଜ ମୋଟାପଣକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରୁଛନ୍ତି ।

ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ବ୍ଯବହର କରି ଆପଣ ନିଜ ମୋଟାପଣକୁ ଦୂର କରିବା ସହ ନିଜ ଓଜନକୁ କମାଇ ପାରିବେ । ବନ୍ଧୁଗଣ ଯଦି କୌଣସି ମହିଳାଙ୍କର ଗର୍ଭବତୀ ହେବା ପରେ ପେଟରେ ଚର୍ବି ବଢିଯାଇଥିବ ସେମାନେ ମଧ୍ୟ ଏହି ଉପାୟ ଦ୍ଵାରା ନିଜ ଚର୍ବିକୁ କମୟ ପାରିବେ ।

ଏହା ସହିତ ଯେଉଁ ମାନଙ୍କର ଥାଇରଏଡ ଆଦି ସମସ୍ଯା ରହିଛି ସେମାନେ ମଧ୍ୟ ଏହି ଉପାୟକୁ କରିପାରିବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ବନ୍ଧୁଗଣ ଆମର ଏହି ରେମେଡି ପାଇଁ ଆମକୁ ପ୍ରଥମ ସାମଗ୍ରୀ ଦରକାର ଜୀରା । ବନ୍ଧୁଗଣ ଜୀରା ଅମାର ପେଟ ଜନିତ ସମସ୍ଯାକୁ ଦୂର କରିବା ସହ ଆମ ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରାଇଥାଏ । ଆମର ଦୁତୀୟ ସାମଗ୍ରୀ ହେଉଛି ଅଦା । ଅଦା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆମଳୁ ତୃତୀୟ ସାମଗ୍ରୀ ଦରକାର ଲେମ୍ବୁ ।

ବନ୍ଧୁଗଣ ଲେମ୍ବୁରେ ବହୁତ ଅଧିକ ଭିଟାମିନ C ଥାଏ ଏହା ଶରୀରର ଟକସିନକୁ ବାହାର କରିଥାଏ ଓ ଚର୍ବିକୁ ତରଳାଇ ଥାଏ । ବନ୍ଧୁଗଣ ଆମର ଶେଷ ସାମଗ୍ରୀ ହେଉଛି ମହୁ । ମହୁ ଆମ ପେଟ ଜନିତ ସମସ୍ତ ସମସ୍ଯା ପାଇଁ ବହୁତ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆମର ଏହି ଉପାୟ ପାଇଁ ପ୍ରଥମେ ଆପଣ ଏକ ପାତ୍ର ଗ୍ଯାସ ଚୁଲାରେ ବସାଇ ଦିଅନ୍ତୁ ଓ ସେଥିରେ ଏକ ଗ୍ଳାସ ପାଣି ରଖନ୍ତୁ ।

ଏହାପରେ ଆପଣ ସେହି ପାଣିରେ ଏକ ଚାମଚ ଜୀରା ପକାନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଅଧ ଖଣ୍ଡ ଅଦା ପକାନ୍ତୁ । ହେଲେ ଅଦାକୁ ଆପଣ ଛୋଟ ଛୋଟ ପିସ କରି ପକାଇବେ । କମ ସେ କମ ଏହାକୁ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ ପାଣିରେ ଫୁଟାନ୍ତୁ । ବନ୍ଧୁଗଣ ଫୁଟାଇବା ପରେ ଆପଣ ଗ୍ଯାସକୁ ବନ୍ଦ କରିଦିଅନ୍ତୁ ଓ କିଛି ସମୟ ଏହାକୁ ଥଣ୍ଡା କରିବା ପାଇଁ ଛାଡି ଦିଅନ୍ତୁ । ପାଣି ଅଳ୍ପ ଉଷୁମ ହେବା ପରେ ଆପଣ ଏକ ଛଣା ସାହାର୍ଯ୍ୟରେ ଏହାକୁ ଭଲ ଭାବରେ ଛାଣି ଦିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ଏକ କପରେ ଏହି ମିଶ୍ରଣକୁ ରଖିଦିଅନ୍ତୁ ଓ ଏଥିରେ ଏକ ଚାମଚ ଲେମ୍ବୁ ରସ ଏବଂ ଏକ ଚାମଚ ମହୁ ମିଶାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଆପଣ ପ୍ରତିଦିନ ସକାଳ ସମୟରେ ଓ ସନ୍ଧ୍ୟା ସମୟରେ ଏହି ମିଶ୍ରଣର ସେବନ କରନ୍ତୁ ଦେଖିବେ ୧ ମାସ ମଧ୍ୟରେ ଆପଣଙ୍କ ପେଟରେ ଥିବା ଚର୍ବି କମିଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *