ଏହି ଗୋଟିଏ ଭୁଲ୍ ପାଇଁ ଝିଅ ମାନଙ୍କର ପ୍ରତି ମାସରେ ହୋଇଥାଏ ମାସିକ ଧର୍ମ

ହିନ୍ଦୁ ଧର୍ମ ଅନୁସାରେ ମାସିକ ଧର୍ମ କଣ ପାଇଁ ଆସିଥାଏ ମହିଳା ମାନଙ୍କ ପାଇ । ଏହାର କାରଣ ଅନୁସାରେ ଦେଖିବା ପାଇଁ ଜୀବା ତ ଆମେ ଯାଇ ପାରିବା ଏହାର ପଛରେ ଏକ କାହାଣୀ ନିଶ୍ଚିତ ଭାବେ ଅଛି । ଏହାକୁ କିନ୍ତୁ ଆମ ବିଜ୍ଞାନ ଏକ ସାମାନ୍ଯ ପ୍ରକ୍ରିୟା ବୋଲି କହି ଥାଏ । ଯଦି ଦ୍କେହିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଯେଉଁ ମାନେ ଏହାକୁ ଭୋଗ କରି ଥାନ୍ତି ସେମାନେ ଜାଣି ଥାନ୍ତି କୀ ଏହା କେତେ କଷ୍ଟ ଦାୟକ ଅଟେ ।

ତେବେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଏହା କେବଳ ମହିଳା ମାନେ ଭୋଗ କରିଥାନ୍ତି ସବୁ ମାସ ରେ । ଏହାର କାରଣ କଣ ବର୍ଣ୍ଣନା କରାଯାଇଛି ଶାସ୍ତ୍ର ଅନୁସାରେ । ଆସନ୍ତୁ ଜାଣିବା । ଏହାକୁ ନାରୀ ଙ୍କ ପାଇଁ ଏକ ଅଭିଶାପ ବୋଲି କୁହା ଯାଇଛି । ଭାଗବତ ପୁରାଣ ଅନୁସାରେ ଥରେ ଗୁରୁ ବୃହସ୍ପତି ଇନ୍ଦ୍ର ଙ୍କ ଉପରେ ରାଗି ଯାଇ ଥିଲେ । ଏହାର ଫାଇଦା ନେଇକି ଅସୁର ମାନେ ଇନ୍ଦ୍ର ଲୋକ ଉପରେ ଆକ୍ରମଣ କରିଲେ ଓ ଇନ୍ଦ୍ରକୁ ତଡି ଦେଇ ଥିଲେ ।

ଏହା ଦେଖି ଇନ୍ଦ୍ର ନିଜର ରକ୍ଷା ପାଇଁ ସୃଷ୍ଟିର ରଚନାତ୍ମକ ବ୍ରହ୍ମା ଙ୍କ ପାଖକୁ ଗଲେ ଓ ସେଠାରେ ନିଜ ସମସ୍ଯା ର ଉପାୟ ମାନ ପଚାରିବା ପାଇଁ ଲାଗିଲେ । ବ୍ରହ୍ମା କହିଲେ କି ହେ ଇନ୍ଦ୍ର ଏହା ପାଇଁ ତୁମକୁ ଏକ ବ୍ରହ୍ମ ଜ୍ଞାନୀର ସେବା କରିବା ପାଇଁ ପଡିବ ଯାହା ଦ୍ଵାରା ତୁମେ ପୁଣି ଥରେ ନିଜ ସ୍ଵର୍ଗଲୋକ ପାଇ ପାରିବ ।

ଏହା ଶୁଣିବା ପରେ ଇନ୍ଦ୍ର ଯାଇକି ଏକ ଜ୍ଞାନୀ ବ୍ୟକ୍ତି ଙ୍କ ସେବା କରିବା ପାଇଁ ଲାଗିଲେ ସେ ଜାଣି ଏନଥିଲେ କି ସେ ଯାହାକୁ ସେବା କରୁ ଛନ୍ତି ତାଙ୍କ ପତ୍ନୀ ଅସୁର ଙ୍କ ମାତା ଅଟନ୍ତି । ଯାହା ଦ୍ଵାରା ସେ ଯାହାକୁ ସେବା କରୁଛନ୍ତି ସେ ଅସୁର ମାନଙ୍କ ନିକଟତର ଥିଲେ । ଏହି କାରଣ ରୁ ଇନ୍ଦ୍ର ଦେଉ ଥିବା ଦିବ୍ୟ ସାମଗ୍ରୀ ଦେବତା ଙ୍କୁ ଦେବା ବଦଳରେ ଏହାକୁ ସେ ରାକ୍ଷସଙ୍କୁ ଦେଇ ଦେଉ ଥିଲେ ଯାହା ଦ୍ଵାରା ଇନ୍ଦ୍ର ରାଗି ଯାଇ ସେହି ଜ୍ଞାନୀ ଙ୍କୁ ହତ୍ୟା କରି ଥିଲେ ।

ଏହା କରିବା ପରେ ସେ ବ୍ରହ୍ମ ହତ୍ୟା ରେ ପାପୀ ହୋଇ ଥିଲେ ଏହା ମଧ୍ୟରୁ ବାହାରିବା ପାଇଁ ସେ ବିଷ୍ଣୁ ଙ୍କ ପାଖକୁ ଯାଇ ଥିଲେ ବିଷ୍ଣୁ ତାଙ୍କୁ କହି ଥିଲେ କି ତୁମେ ଏକ କାମ କର ତୁମେ ନିଜର ପାପ କୁ ଭୂମି, ଜଳ, ଗଛ, ନାରୀ କୁ ଟିକେ ଟିକେ କରିକି ସେବା କୁ ପଡିବ୍ବ ଏହା ସହ ସେମାନଙ୍କୁ କିଛି ବାର ଦାନ ମଧ୍ୟ ଦେବା ପାଇଁ ପଡିବ ।

ଭଗବାନ ଙ୍କ କଥା ଅନୁସାରେ ଇନ୍ଦ୍ର ଦେବତା ଗଛ କୁ ନିଜର ପାକୁ ନେବା ପାଇଁ କହିଲେ ସେ ଏହାକୁ ସ୍ଵୀକାର କରିନେଲା ଏହାର ବରଦାନ ରେ ତାକୁ ମିଳିଲା କି ସେ ମାରିବା ପରେ ମଧ୍ୟ ନିଜକୁ ପୁଣି ଥରେ ଜୀବିତ କରି ପାରିବ । ଏହା ପରେ ସେ ଜଳ ପାଖକୁ ଯାଇକି କିଛି ପାପ ନେବା ପାଇଁ କହିଲେ ସେ ମଧ୍ୟ ଏକ ପାପ ନେଲା ଓ ବରଦାନ ଦେଲେ କି ଅନ୍ୟ ବସ୍ତୁ କୁ ପବିତ୍ର କରିବାର କ୍ଷମତା ଜଳ କୁ ଦିଆ ଗଲା ।

ଭୂମି ମଧ୍ୟ ଏକ ଭାଗ ପାପ କୁ ନେଲା ଯାହା ଦ୍ଵାରା ତାକୁ ବରଦାନ ମିଳିଲା କି ତା ଦେହରେ ଥିବା ଖାଲ କିମ୍ବା ଆଘାତ ଆପେ ଆପେ ଭାରି ହୋଇଯିବ । ଏହା ପରେ ଶେଷରେ ସ୍ତ୍ରୀ ମଧ୍ୟ ଏକ ପାପ କୁ ଗ୍ରହଣ କରିଲା ଯାହାର କାରଣ ରୁ ପ୍ରତେକ ମାସରେ ମାସିକ ପୀଡା ଆରମ୍ଭ ହୋଇ ଗଲା ଏହା ମଧ୍ୟ ବରଦାନ ଥିଲା କି ପୁରୁଷ ମାନଙ୍କ ତୁଳନାରେ ମହିଳା ମାନେ ଅଧିକ କାମର ଆନନ୍ଦ ନେବେ । ସେବେ ଠାରୁ ମହିଳା ମାନଙ୍କ ମାଶୀକ ଧର୍ମ ହେଉଛି ।

Leave a Reply

Your email address will not be published. Required fields are marked *