ରାତିରେ ଜନ୍ମ ହୋଇଥିବା ପିଲା ଆପଣଙ୍କ ପାଖରେ ଥିଲେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ଆଜି ଆମେ କହିବା ରାତିରେ ଜନ୍ମ ହୋଇଥିବା ଜନ୍ମ ହୋଇଥିବା ପିଲାଙ୍କ ଖାଶ ଗୁଣ କଣ ଥାଏ । ଯାହା ଦ୍ଵାରା ତାର ଜୀବନର ଯାତ୍ରା ସହଜ ହୋଇ ଯାଇ ଥାଏ । ତେବେ ଜନ୍ମ ଓ ମରଣ ଉଭୟ ଆମ ପାଇଁ ଏକ ଚକ୍ର ଭଳି ଥାଏ । ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ମଣିଷ ପ୍ରଥମେ ଏକ ଶିଶୁ ରୂପେ ଜନ୍ମ ନେଇ ଥାଏ । ଏହା ଆମେ ସଭିଏଁ ଜାଣିଛେ ଏହାକୁ ନିୟନ୍ତ୍ରଣ କରିବା ବାଲା ସେ ଭଗବାନ ଅଟନ୍ତି ।

ଏହାର ଜନ୍ମ କେଉଁ ଭି ସମୟରେ ହୋଇ ପାରେ । ମାତ୍ର ରାତିରେ ଜନ୍ମ ହୋଇଥିବା ଶିଶୁ ମାନେ ଅଲଗା ଥାନ୍ତି । ଏହି ଭଳି ଶିସୁ ମାନେ ଖୁବ ଦାଇତ୍ଵବାନ ଥାନ୍ତି । କୌଣଶୀ କାମ କରିବା ଆଗରୁ ଏମାନେ ତର ତର ହୋଇ ନଥାନ୍ତି । ଏମାନେ ସବୁ କମାକୁ ଭାବି ଚିନ୍ତି କରି ଥାନ୍ତି ।

ଏମାନେ ଯାହାକୁ ଭି କିଛି କହି ଥାନ୍ତି ତାହା ପାଇଁ ଏମାନେ ନିଜକୁ ପ୍ରସ୍ତୁତ କରିଥାନ୍ତି । ଏମାନେ ଖୋଲା ଆଖିରେ ଦେଖି ଥିବା ସ୍ଵପ୍ନ କୁ ମଧ୍ୟ ପୂରଣ କରିବା ପାଇଁ ଚାହିଁ ଥାନ୍ତି । ଏମାନେ କିଛି ଭି କମ ନ ସାରିବା ଯାଏ ତାକୁ ଛାଡି ଦେଇ ନଥାନ୍ତି ସହଜରେ ।

ଏମାନେ ନିଜ କାମକୁ ଅନ୍ୟ ମାନଙ୍କ ପାଖରୁ କିଭଳି କାଢିବା ପାଇଁ ହୋଇ ଥାଏ ତାହା ଭଲ ଭାବେ ଜାଣି ଥାନ୍ତି । ରାତିରେ ଜନ୍ମ ହୋଇଥିବା ପିଲା ମାନେ ସବୁ ବେଳେ ନୂଆ ନୂଆ କାମ ଶିଖିବା ପାଇଁ ଭଲ ପାଇ ଥାନ୍ତି । ଏମାନେ ବାହାର ଜାଗାକୁ ଯିବା ପାଇ ଭଲ ପାଇ ଥାନ୍ତି ।

ଏମାନଙ୍କ ଖାସ କଥା ହେଉଛି କି ଏହାଙ୍କ ଉପରେ କିଛି ବିପଦ ଆସିଲେ ଏମାନେ ନିଜକୁ କମଜୋର ହେବା ପାଇଁ ଦେଇ ନଥାନ୍ତି । ଏମାନେ ସାଧାରଣ ଭାବେ ନିଜ କଥା କୁ କାହା ଆଗରେ ରଖିବା ପାଇଁ ଭଲ ପାଇ ନଥାନ୍ତି । ଏମାନେ ସବୁ କ୍ଷେତ୍ର ରେ ନିଜକୁ ଆଗକୁ ରଖିବା ପାଇଁ ଚେଷ୍ଟା କରି ଥାନ୍ତି ।

ଏହାଙ୍କୁ ଯେଉଁ କାମ କିମ୍ବା କଥା ପସନ୍ଦ ଆସି ନଥାଏ ଏମାନେ ତାକୁ ମୁହଁ ରେ କହି ଦେଇ ଥାନ୍ତି କି ଏହା ତାଙ୍କୁ ପସନ୍ଦ ନୁହେଁ । ଏମାନେ ସଂପୂର୍ଣ୍ଣ ସ୍ପଷ୍ଟ ବାଦି ହୋଇ ଥାନ୍ତି ଏମାନେ ଯାହାକୁ ଭି ସାହାଜ୍ଯ ଅକ୍ରିୟ ଥାନ୍ତି ମନ ଖୋଲିକି କରି ଥାନ୍ତି । ରାତିରେ ଜନ୍ମ ହୋଇଥିବା ମହିଳା ହୁଅନ୍ତୁ କିମ୍ବା ପୁରୁଷ ହୁଅନ୍ତୁ ଏହା ମାନେ ରଖୀ ନଥାଏ । ସେମାନେ ସବୁ ବେଳେ ଭଗବାନ ଙ୍କ ଆଶୀର୍ବାଦ ପାଇ ଥାନ୍ତି ।

ଏମାନେ ଯାହାଭି କରି ଥାନ୍ତି ତାହା ପାଇଁ ଏମାନେ ସବୁ ବେଳେ ନିଜକୁ ଦାଇ କରି ଥାନ୍ତି କେହି ଭି ୟାଙ୍କୁ ନିଜ ଇଚ୍ଛା ବିରୁଦ୍ଧ ରେ କିଛି କରିବା ପାଇଁ କହି ପାରିବ ନି । ଏମାନେ ସବୁ ବେଳେ ଭଲ ମୁଡ ରେ କାମ ଅକରିବା ପାଇଁ ଚାହିଁ ଥାନ୍ତି ତାହା ପାଇଁ ଏମାନେ ସବୁ ବେଳେ ନିଜକୁ ସାନ୍ତ ରଖିବା ପାଇଁ ଚେଷ୍ଟା କରି ଥାନ୍ତି ।

Leave a Reply

Your email address will not be published. Required fields are marked *