ଗୁରୁବାର ଦିନ କରନ୍ତୁ ଏହି 3ଟି କାମ, ଗହରେ ହେବ ଏତେ ଧନର ବର୍ଷ ଆକି ସ୍ମଭଳି ପାରିବେନି

ପ୍ରତେକ ବ୍ୟକ୍ତି ଜୀବନରେ ମା ଲକ୍ଷ୍ମୀଙ୍କ କୃପା ପାଇବାକୁ ଇଚ୍ଛା କରିଥାଏ । କିନ୍ତୁ ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇପାରେ ନାହି । କାରଣ ଯେଉଁ ବ୍ୟକ୍ତି ଭଲ କର୍ମ କରିଥାଏ ଆଉ ଗୃହକୁ ସଫା ସୁତୁରା ରଖିଥାଏ ସେହି ଘରେ ମା ଲକ୍ଷ୍ମୀଙ୍କ ବାସ ରହିଥାଏ । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ । ଏମିତି କିଛି ଉପାୟମାନ କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପାରୁ ଧନର ଆଗମନ ହୋଇଥାଏ । ଆସନ୍ତୁ ଜାଣିବା ସେଗୁଡିକ କଣ ରହିଛି । ୧- ଶାସ୍ତ୍ର ଅନୁଯାୟୀ କେବେ ବି ଭଗବାନ ହୁଅନ୍ତୁ ବା ମଣିଷ ହୁଅନ୍ତୁ ଗୋଟେ ହାତରେ ନମସ୍କାର କରିବା ଉଚିତ ନୁହେଁ । ସବୁବେଳେ ଦୁଇ ହାତ ଯୋଡି ନମସ୍କାର କରିବା ଉଚିତ ।

୨- ନାରୀ ମାନେ ସ୍ନାନ କରିବା ପରେ ନିଜର ଆଙ୍ଗୁଳିରେ ସିନ୍ଦୁର ପିନ୍ଧାନ୍ତୁ ନାହି । କେବଳ ରୂପା କଣ୍ଟା ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧିଲେ ଦାଂପତ୍ଯ ଜୀବନ ଭଲ ରହିଥାଏ ।

୩- ପିତୃ ପୁରୁଷଙ୍କ ଫୋଟୋ ଘରର ଦକ୍ଷିଣ ପଶ୍ଚିମ ଦିଗରେ ନ ଲଗାଇ ଉତ୍ତର ଦିଗରେ ଲଗାଇଲେ ଶୁଭ ହୋଇଥାଏ । ଉତ୍ତର ଦିଗରେ ଫୋଟୋ ରଖିଲେ ତାଙ୍କର ମୁଖ ଦକ୍ଷିଣ ଦିଗକୁ ରହିବ । ଯାହା ଘର ପାଇଁ ଶୁଭ ହୋଇଥାଏ ।

୪- ଘରର ଦକ୍ଷିଣ କାନ୍ଥରେ କେବେ ବି ଘଣ୍ଟା ରଖନ୍ତୁ ନାହି । ଅଚଳ ଘଣ୍ଟା ଘରେ ରଖନ୍ତୁ ନାହି । ଘଣ୍ଟାର ସମୟ ସବର୍ଦା ଆଗକୁ ରଖିବା ଉଚିତ । ଘରେ ଥିବା ଆଲମାରିର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହି । ନଚେତ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

୫- ଗୃହରେ ଥିବା ଝାଡୁରେ ଗୋଡ ମାରିବା ଅନୁଚିତ । ଯଦି ଗୃହକୁ ଝାଡୁ କିଣିକି ଆଣୁଛନ୍ତି ତେବେ ଶନିବାର ଦିନ ଆଣନ୍ତୁ ନାହି । ଘରର ପଶ୍ଚିମ ଦିଗରେ ଝାଡୁ ରଖିଲେ ଶୁଭ ଫଳ ଦେଇଥାଏ ।

୬- ସୁନାକୁ କେବେ ବାମ ହାତରେ ଧାରଣ କରିବା ଅନୁଚିତ । ସୁନାକୁ ନାଲି ବା ହଳଦିଆ କପଡାରେ ଗୁଡାଇ ପିନ୍ଧିଲେ ଶୁଭ ଫଳ ମିଳିଥାଏ ।

୭- ଓସ୍ତ ଗଛ ମୂଳରେ ପ୍ରତେକ ଗୁରୁବାର ଦିନ ଜାଳା ସହ କ୍ଷୀର ମିଶାଇ ଅର୍ପଣ କରି ପରିକ୍ରମା କରନ୍ତୁ । ଏପରି କରିଲେ ଅନେକ ଶୁଭ ଫଳ ଇଲିଥାଏ । ଅନ୍ଧାର ଜାଗାରେ କେବେ ଏକା ବସନ୍ତୁ ନାହି ବା ଭୋଜନ କରନ୍ତୁ ନାହି । ଏମିତି ହେଲେ ମୁଣ୍ଡ ରେ ଅନେକ କୁ-ଭାବନା ଆସିଥାଏ ।

୮- କେବେ ବି ତଳେ ବସି ଠାକୁର ପୂଜା କରନ୍ତୁ ଅନହି । ଏମିତି କରିଲେ ଜୀବନରେ ଦୁଖ ଆସିଥାଏ । ପଥର ଉପରେ ବସି ପୂଜା କରିଲେ ଶରୀରରେ ରୋଗର ବୃଦ୍ଧି ହୋଇଥାଏ । ତେଣୁ କୁଶ କପଡା ବା ଆସନ ଉପରେ ବସି ଠାକୁର ପୂଜା କରିବା ଉଚିତ ।

୯- ଶ୍ରୀ ଯନ୍ତ୍ର ଓ ନାଲି କପଡା ରେ ଗୁଡା ହୋଇଥିବା ନଡିଆ ଠାକୁର ଘରେ ମା ଲକ୍ଷ୍ମୀ ଙ୍କ ପାଖରେ ରଖିଲେ ସର୍ବମଙ୍ଗଳ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *