ନମସ୍କାର ବନ୍ଧୁଗଣ, ସମସ୍ତେ ଚାହାନ୍ତି ନିଜ ଜୀବନକୁ ଅଧିକ ଦିନ ବଞ୍ଚିବା ପାଇଁ ଉପଭୋଗ କାରିବା ପାଇଁ, କିନ୍ତୁ ଏହା ସମ୍ଭବ ହୋଇନଥାଏ । ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଆପଣଙ୍କ ଜୀବନ ରେଖା ବିଷୟରେ ଯାହାଫଳରେ ଆପଣ ନିଜ ଜୀବନରେ ଥିବା ସମସ୍ତ ଇଚ୍ଛାକୁ ପୁରା କରିପାରିବେ । କୌଣସି ଇଚ୍ଛା ଆପଣଙ୍କର ଅଧୁରା ଆଉ ରହିବ ନାହିଁ । ତେବେ ଆସନ୍ତୁ ଏବେ ଜାଣିବା ଏହା ବିଷୟରେ ସମ୍ପୂର୍ଣ ରୁପେ ।
ଜୀବନ ରେଖାରୁ ଜାଣିପାରିବା କେତେଦିନ କେତେ ଦିନ ପର୍ଯ୍ୟନ୍ତ ଆପଣ ଜୀବନ କଟାଇବେ ଏବଂ ଆପଣଙ୍କ ଜୀବନରେ କଣ ଅସୁବିଧା ଆସିବ ଏସବୁ ବିଷୟରେ ଜାଣନ୍ତୁ । ଆପଣଙ୍କ ହାତର ମାଇଣ୍ଡଲାଇନ ଯେଉଁଠି ସରିଛି ସେଇଠୁ ଆପଣଙ୍କ ଲାଇଫ ଲାଇନ ରେଖାଟି ଯେତିକି ଗୋଲେଇରେ ତଳକୁ ଆସିବ ସେଥିରୁ ଆମେ ଜୀବନ କାଳ ଜାଣିପାରିବା ।
ଯଦି ବଡ ଗୋଲେଇ ହୋଇଥିବ ଏବଂ ତାହାକୁ ଅନ୍ୟ କୌଣସି ରେଖା କାଟି ନଥିବେ ତେବେ ଆପଣଙ୍କ ଆୟୁଷ ୮୦ ବର୍ଷରୁ ଉର୍ଦ୍ଧ ରହିଛି । ଏବଂ ଯେଉଁ ମାନଙ୍କ ଗୋଲେଇ ଛୋଟ ହୋଇଥାଏ ସେମାନଙ୍କ ଆୟୁଷ କମ ହୋଇଥାଏ । ସେହିଇ ସମୟ ଭିତରେ ବି ସେ ନିଜ ଜୀବନକୁ ସାର୍ଥକ କରିଦିଅନ୍ତି । ଯଦି ଆପଣଙ୍କ ଜୀବନ ରେଖାର ଉପର ଭାଗକୁ କୌଣସି ଗାର ଟପିଚି ତେବେ ୩୦ ବର୍ଷ ବୟସରେ ଆପଣଙ୍କର କିଛି ଦେହ ଖରାପ ରହିବ ।
ବା କିଛି ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ଯଦି ଜୀବନ ରେଖାର ତଳ ଭାଗକୁ କୌଣସି ରେଖା ଗୁଣନ ଚିହ୍ନ ପରି କଟିଥିବ ତେବେ ଆପଣଙ୍କ ଦେହ ୭୦ କି ୭୫ ବର୍ଷରେ ଖରାପ ହେବ । ସେହିଭଳି ଯଦି ଜୀବନ ରେଖାର ମଧ୍ୟମ ଭାଗକୁ କୌଣସି ରେଖା କଟିଥିବ ତେବେ ଆପଣଙ୍କ ସ୍ଵାସ୍ତ ୫୦ ବର୍ଷରେ ବିଗିଡିପାରେ ।
ଯଦି ଆପଣଙ୍କ ହାତର ଜୀବନ ରେଖାଟି ଅଧାରୁ ଆସି ରହିଯାଇଥିବ ଏବଂ ତାଠୁ ଟିକେ ତଳୁ ପୁଣି ଆରମ୍ଭ ହେଇଥିବା ତେବେ ବହୁତ ମାରାତ୍ମକ ସ୍ଵାସ୍ତ ଅବସ୍ତା ଆପଣଙ୍କର ହୋଇପାରେ ।ଯଦି ଆପଣଙ୍କ ଜୀବନ ରେଖାର ଶେଷରୁ ଆଉ ଏକ ରେଖା ଉପରକୁ ଯାଇ ଆପଣଙ୍କ ମାଇଣ୍ଡ ଲାଇନ ରେଖାକୁ କାଟେ ତବେ ଜାଣି ରଖନ୍ତୁ କି ଆପଣଙ୍କ ଜୀବନରେ ବହୁତ ଧନ ପ୍ରାପ୍ତିର ଯୋଗ ରହିଛି ।
ଏହାର ଅର୍ଥ ଆପଣଙ୍କ ଜୀବନରେ ସୁଖ ଓ ଆରାମର ଦିନ ଆସିବ । ଆପଣ ଆପଣଙ୍କ ଜୀବନରେ ଏକ ସଫଳ ବ୍ୟକ୍ତି ବନିବେ । ଜୀବନରେ ସମସ୍ତ ଖୁସିକୁ ଉପଭୋଗ କରିବେ ।ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ । ଏବଂ ଆମ ସହ ଯୋଡି ହୋଇ ରହିବା ପାଇଁ କମେନ୍ଟ ମଧ୍ୟ କରନ୍ତୁ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ନିଶ୍ଚିନ୍ତ ରୁପେ ଫଳପ୍ରଦ ହେବ । ଧନ୍ୟବାଦ ଆମର ଏହି ପୋଷ୍ଟ ଟିକୁ ସମ୍ପୂର୍ଣ ରୁପେ ପଢିଥିବାରୁ ।