ବିଛା ରାଶି ଏହି 3ଟି କାର୍ଯ୍ୟ ଆଜି ହିଁ ଛାଡି ଦିଅନ୍ତୁ, ନଚେତ ହୋଇଯିବେ ବର୍ବାଦ

ନମସ୍କାର ବନ୍ଧୁଗଣ, ୧୨ଟି ରାଶି ମଧ୍ୟରୁ ଆଜି ଆମେ ବିଛା ରାଶି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଏହି ରାଶିର ବ୍ୟକ୍ତି ବିଶେଷମାନେ ଏହାକୁ ମନ ଧ୍ୟାନ ଦେଇ ନିଶ୍ଚୟ ପଢିବେ । କାହିଁକି ନା ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କି ବିଛା ରାଶି କେଉଁ କର୍ମ ପାଇଁ ସେମାନେ ତାଙ୍କ ଜୀବନରେ ବରବାଦ ହୋଇଯାନ୍ତି । ତେବେ ଆସନ୍ତୁ ଏବେ ଜାଣିବା ଏହା ବିଷୟରେ ।

ଏହି ରାଶିର ବ୍ୟକ୍ତି ଯଦି କାହାଠୁ ପ୍ରତିଶୋଧ ନବା ପାଇଁ ଚାହାନ୍ତି ତେବେ ପ୍ରତିଶୋଧ ଯେ କୌଣସି ପରିସ୍ତିତିରେ ନେଇକି ହିଁ ରୁହନ୍ତି । ଏହି ଭାବନା ହିଁ ଆପଣଙ୍କ ପାଇଁ କାଳ ହୁଏ । ଆପଣ ପଇସାର ନିବେଶ ଗହମ, ଚାଉଳ, ଓ ଚଣାରେ କଲେ ଆପଣଙ୍କ ପାଇଁ ଶୁଭ ରହିବ । ଭୁଲରେ ବି ପଇସାର ନିବେଶ ସ୍ଥାଇ ସମ୍ପତିରେ କରନ୍ତୁ ନାହିଁ । ଯଦି ଆପଣଙ୍କୁ ଆପଣଙ୍କ କିଛି ଜମିବାଡି କିଣିବାର ଅଛି ତେବେ ଆପଣ ତାହାକୁ ଆପଣଙ୍କ ଜୀବନସାଥିଙ୍କ ନାମରେ କିଣି ପାରିବେ ।

ବା ନିଜ ପରିବାର ଲୋକଙ୍କ ନାମରେ ମଧ୍ୟ କିଣିପାରିବେ, କିନ୍ତୁ ନିଜ ନାମରେ କିଣିବେ ନାହିଁ । ଧନର ଠିକ ଉପଯୋଗ ଆପଣଙ୍କଠାରୁ ବେଶି ଆପଣଙ୍କ ଜୀବନସାଥୀ କରିପାରିବେ । ବୁଧବାର ଦିନ ପଇସା ଦବା ନବା କିମ୍ବ କେଉଁଠାରେ ନିବେଶ ଭୁଲରେ ବି କରନ୍ତୁ ନାହିଁ । ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କର ବହୁତ ବଡ କ୍ଷତି ହୋଇପାରେ ।

ଆପଣଙ୍କ ବାପା ଓ ଆପଣଙ୍କ ଭାଇ ଏହି ସମ୍ପର୍କ ଆପଣଙ୍କର ସବୁଠୁ ନିଜର ଅଟେ । ଏମାନଙ୍କ ସହ କେବେ ଖରାପ ହେବେନି ନହଲେ ଆପଣଙ୍କ ଜୀବନ ପୁରା ଓଲଟ ପାଲଟ ହୋଇଯିବ । ଜନଙ୍କଠୁ ଦୂରେଇବାର କାରଣ ହେଉଛି ସମ୍ପତି ର ବିବାଦ ତେଣୁ ସବୁବେଳେ ଏସବୁରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ ।

ଯଦି ଆପଣଙ୍କ ଜୀବନରେ ଏସବୁ ଘଟିଯାଏ ତେବେ ସୁରଜ୍ଯଙ୍କୁ ପ୍ରତିଦିନ ପାଣି ଢାଳନ୍ତୁ ଓ ସେହିଠାରେ ଠିଆ ହୋଇ ହନୁମାନ ଚାଳିଶା ପାଠ କରନ୍ତୁ । ଆପଣଙ୍କ ପାଇଁ ଚାନ୍ଦି ବହୁତ ଶୁଭ ଅଟେ ତେଣୁ ଆପଣ ଚାନ୍ଦି ବି ପିନ୍ଧି ପାରିବେ । ଏହାଦ୍ବାରା ଆପଣଙ୍କ ମାନ ସମ୍ମାନ ବଢିବ ଜୀବନର ସମସ୍ତ ଚିନ୍ତା ମଧ୍ୟ ଦୂର ହେବ । ଚାନ୍ଦିର କଡା ମଧ୍ୟ ଆପଣ ଡାହାଣ ହତରେ ଧାରଣ କରିପାରିବେ ।

ଏବଂ ମଙ୍ଗଳବାର ଦିନ ମନ୍ଦିର ଯାଇ ହନୁମାନଙ୍କ ଦର୍ଶନ ନିଶ୍ଚିନ୍ତ କରନ୍ତୁ । ଏହା ଦ୍ଵାର ଆପଣଙ୍କ ଜୀବନରେ ଯାହାସବୁ ଗଡବଡ ହୋଇଯାଇଛି ସେସବୁ ଠିକ ରାସ୍ତାକୁ ପଳେଇ ଆସିବ । ଅନ୍ୟମାନଙ୍କ ଭଲ କରିବା କରିବା ଉଦେଶ୍ୟରେ ଆପଣ ବେଳେ ବେଳେ ନିଜର କ୍ଷତି କରି ବସନ୍ତି । ତେଣୁ ଏସବୁକୁ ଧ୍ୟାନରେ ରଖନ୍ତୁ ଆପଣଙ୍କ ଜୀବନ ସୁଖମୟ ହେବ । ପୋଷ୍ଟ ଟି ଭଲ ଲାଗୁଥିଲେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *