କଥାରେ ଅଛି ଯେଉଁ କାମ ବଡ଼ ବଡ଼ ଡାକ୍ତର କରି ପାରନ୍ତି ନାହିଁ ତାହା ଭଗବାନ କରିଥାନ୍ତି । ଭଗବାନ ଙ୍କ ଚମତ୍କାରିତା ଯିଏ ପାଇଥାଏ ସେ ମୃ-ତ୍ୟୁ ମୁଖରୁ ମଧ୍ୟ ବଞ୍ଚି ଯାଇ ଥାଏ । ଓଡ଼ିଶାରେ ଅନେକ ଦେବା ଦେବୀ ଙ୍କୁ ପୂଜା କରା ଯାଇ ଥାଏ । ସମସ୍ତ ମନ୍ଦିର ରେ ଲୁଚି ରହିଛି କିଛି ନା କିଛି ରହସ୍ୟ । ଯାହାର ଅନେକ ଉଦାହରଣ ଆପଣ ମାନେ ନିଶ୍ଚୟ ଦେଖି ଶୁଣି ଥିବେ । ଆଜି ଆମେ ଆପଣଙ୍କୁ ସେହିପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ । ଏକ ଏମିତି ମନ୍ଦିର ଅଛି ଯାହାର ପାଦୁକା ରେ ଡାକ୍ତର ଫେରାଇ ଥିବା ରୋଗୀ ମଧ୍ୟ ଭଲ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣାଟି କଣ ।
ତେବେ ଆମେ ଆପଣଙ୍କୁ ଯେଉଁ ମନ୍ଦିର କଥା କହୁଛୁ ଏହା ଓଡ଼ିଶା ର ଜଗତସିଂହପୁର ର ଅଟେ । ଏଠାରେ ଥିବା ପୂଜକ ବହୁତ୍ ବର୍ଷ ରୁ ପୂଜା କରି ଆସୁଛନ୍ତି । ଏହି ମନ୍ଦିର ର ଚମତ୍କାରିତା ସେ ନିଜେ ଅଙ୍ଗେ ଲିଭାଇଛନ୍ତି ବୋଲି କୁହନ୍ତି । ତେବେ ସେ ନିଜେ ଅନୁଭୂତିର ଏକ ଘଟଣା ବିଷୟରେ କହିଲେ କି ଥରେ ଏକ ନବ ଜାତ ଶିଶୁ ଅସୁସ୍ଥ ହୋଇ ଥିଲା । ଡାକ୍ତର ପିଲାଟିକୁ ବଞ୍ଚାଇପାରିବେ ନାହିଁ ବୋଲି କହି ଦେଇଥିଲେ । କିନ୍ତୁ ଦୁଃଖରେ ଭାଙ୍ଗି ଥିବା ସେହି ପିଲାର ବାପା ମନ୍ଦିର କୁ ଆସି ଥିଲେ । ପୂଜା ସାରି ନିଜ ଦୁଃଖ କହିବା ପରେ ତାଙ୍କୁ ପୂଜକ ପାଦୁକା ଓ ଏକ ଫୁଲ ଦେଇଥିଲେ । ସେହି ପାଦୁକା ପାଇ ପିଲା ଓ ମା ଉଭୟ ସୁସ୍ଥ ହୋଇ ଘରକୁ ଫେରିଲେ । ଏହି ଭଳି ଅନେକ ଚମତ୍କରିତା ଦେଖିବାକୁ ମିଳିଥାଏ ।
ତେବେ ଆମେ ଯେଉଁ ମନ୍ଦିର ବିଷୟରେ କହୁଛୁ ତାହା ହେଲା ଖାଲୁଆ ହନୁମାନ ପୀଠ । ଅନେକ ଲୋକ ଆସିଥାନ୍ତି ମନ୍ଦିର କୁ । ମାନସିକ କରିବା ପାଇଁ ବହୁ ଦୂର ଦୁରନ୍ତ ରୁ ଆସିଥାନ୍ତି ଶ୍ରଦ୍ଧାଳୁ । ଛୋଟ ପିଲା ଙ୍କ ପାଟି ଫିଟୁ ନ ଥିଲେ ଏଠାରେ ମାନସିକ କରି କୁଲା ଲଗା ଯାଇ ଥାଏ । କିଛି ଦିନ ମଧ୍ୟ ରେ ଶିଶୁ ଟି କଥା କହିବାକୁ ଆରମ୍ଭ କରି ଦିଏ । ପୂଜକ କହିବା ଅନୁଯାୟୀ ବଡ଼ ବଡ଼ ହସ୍ପିଟାଲ୍ ଫେଲ ହୋଇ ଯାଇଥିଲେ ଏହି ମନ୍ଦିର ର ପାଦୁକା ପାଣି ବହୁତ୍ ବଡ଼ ବଡ଼ ରୋଗ କୁ ଭଲ କରି ଦେଇଛି ।
ଆଜି ପର୍ଯ୍ୟନ୍ତ ଯେତେ ଭକ୍ତ ଆସିଛନ୍ତି କେହି ମଧ୍ୟ ନିରାଶ ହୋଇ ଫେରି ନାହାନ୍ତି । ଏଠି ଥିବା ଗଛ ର ମାହାତ୍ମ୍ୟ ଅନେକ । ଗଛ ଟି ହେଉଛି ବଉଳ କୋଳି ଗଛ । ସେହି ଗଛ ରେ ସମସ୍ତେ ମାନସିକ କରି କୂଲା ଟାଙ୍ଗୀ ଦେଇଥାନ୍ତି । ତେବେ ୧୯୯୯ ମସିହା ମହାବାତ୍ୟା ରେ ସମସ୍ତ ଗଛ କ୍ଷତି ହୋଇ ଥିଲା । ମାତ୍ର ଏହି ଗଛ ର ପତ୍ର ଟିଏ ବ ଝଡି ନ ଥିଲା । ଆଜି ପର୍ଯ୍ୟନ୍ତ ଯିଏ ବ ଶ୍ରଦ୍ଧାଳୁ ସେହି ପୀଠ କୁ ଯାଇଛନ୍ତି ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଛି । ସନ୍ତାନ ନ ହେଉଥିବା ବ୍ୟକ୍ତି ଙ୍କ ମଧ୍ୟ ସନ୍ତାନ ହୋଇଛି । ତେବେ ନିଶ୍ଚିତ ରୂପେ ଏହି ପୀଠ କୁ ଭ୍ରମଣ କରିବା ଉଚିତ୍ ।
ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।