ହୋଲିରେ ବଦଳିବ ଏହି 5ଟି ରାଶିଙ୍କ ଭାଗ୍ୟ, ଦେଖାନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ ?

ଆମେ ଜାଣିଛୁ ୧୨ ମାସରେ ୧୩ ଟି ପର୍ବ କିଛି ପର୍ବ ଆରମ୍ଭ ମଧ୍ୟ ହୋଇଗଲାଣି । ଏବେ ନିକଟସ୍ଥ ପର୍ବ ଆସୁଛି ଯାହାକୁ ହୋଲି ବୋଲି ଆମେ ଜାଣିଛୁ । ଏହି ପର୍ବ ଦିନ ସମସ୍ତେ ଆନନ୍ଦରେ ପରସ୍ପରକୁ ରଙ୍ଗ ଲଗାଇ ଏହି ଦିନକୁ ଉପଭୋଗ କରନ୍ତି । ଏହାର ଅନ୍ୟ ଏକ ନାମ ହେଉଛି ରଙ୍ଗ ର ପର୍ବ । ଏହି ପର୍ବ କୁ ପ୍ରେମ ପର୍ବ ମଧ୍ୟ କୁହାଯାଏ । ଏହା ଅନ୍ୟାୟ ଉପରେ ନ୍ୟାୟ ର ଜୟ କୁ ଦର୍ଶାଇ ଥାଏ । ଏହି ଦିନ ସମସ୍ତେ ନିଜର ଶତ୍ରୁତା ଭୁଲି ମଧ୍ୟ ରଙ୍ଗ ଖେଳିଥାନ୍ତି । ତେବେ ଚଳିତ ବର୍ଷ ମାର୍ଚ ମାସର ୧୮ ତାରିଖ ଶୁକ୍ରବାର ଦିନ ପଡୁଛି ।

ତେବେ ଏହି ଦିନ ରେ କିଛି ରାଶି ର ଲୋକମାନଙ୍କ ପାଇଁ କିଛି ଖୁସି ଓ ଭାଗ୍ୟ ପରିବର୍ତନ ର ଯୋଗ ବଣୁଛି । ଏହି ହୋଲି ପୂର୍ବରୁ ମାତା ଲକ୍ଷ୍ମୀ ଓ ଗଣେଶ ଭଗବାନ ଙ୍କ କୃପା କିଛି ଭାଗ୍ୟବାନ ରାଶି ମାନଙ୍କୁ ମିଳିବାକୁ ଯାଉଛି । ତେବେ ଆମେ ଆଜି ଜାଣିବା କେଉଁ କେଉଁ ରାଶିଙ୍କୁ ମିଳିବାକୁ ଯାଉଛି ଧନର ଦେବୀ ମାତା ଲକ୍ଷ୍ମୀ ଓ ବିଦ୍ୟା ଦାତା ଗଣେଶ ଭଗବାନଙ୍କ ଆଶ୍ରିବାଦ ମିଳିବାକୁ ଯାଉଛି ।

ପ୍ରଥମ ରାଶି ହେଉଛି ବୃଷ ରାଶି – ଏହି ରାଶିର ଲୋକମାନଙ୍କର ଧନ ଲାଭ ର ଯୋଗ ଅଛି । ଚାକିରି କ୍ଷେତ୍ରର ରେ ପଦୋନ୍ନତି ହୋଇପାରେ । ଘରେ ସୁଖ ଓ ଶାନ୍ତି ପରିବେଶ ରହିବ । ଆପଣଙ୍କର ବ୍ୟବସାୟରେ ଲାଭ ଯୋଗ ଅଛି । କୌଣସି ନୂଆ ଯୋଜନା କରୁଥିଲେ ସେଥିରେ ଆପଣ ସଫଳ ହେବେ ।

ଦ୍ଵିତୀୟ ରାଶି ହେଉଛି କର୍କଟ ରାଶି – ଏହି ରାଶିର ଲୋକମାନଙ୍କୁ ଏବେ ହୋଲିରେ ମିଳିବାକୁ ଯାଉଛି ମାତା ଲକ୍ଷ୍ମୀ ଓ ଗଣେଶ ଭଗବାନଙ୍କ କୃପା । ଧନ ଲାଭ ଯୋଗ ଅଛି । କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ଚାକିରିରେ ସ୍ଥାନାନ୍ତରିତ ହୋଇପାରନ୍ତି । ନିଜ ବରିଷ୍ଠ କର୍ମଚାରୀଙ୍କ ଠାରୁ ପ୍ରସଂଶା ପାଇପାରନ୍ତି । ବ୍ୟବସାୟରେ ମାତା ଲକ୍ଷ୍ମୀଙ୍କ କୃପାରୁ ସଠିକ ଲାଭ ପ୍ରାପ୍ତ ହେବ ।

ତୃତୀୟ ରାଶି ହେଉଛି କନ୍ୟା ରାଶି – ଏହି ରାଶିର ଲୋକମାନେ ଯେଉଁମାନେ ବର୍ତମାନ ପ୍ରେମ ସମ୍ପର୍କ ରେ ଅଛନ୍ତି ସେମାନନକ ପାଇଁ ଏହି ସମୟ ବହୁତ ଭଲ ରହିବ । ପ୍ରେମ ଜୀବନ ବହୁତ ଭଲରେ ବ୍ୟତିତ ହେବ । ବିଦ୍ୟାର୍ଥୀ ମାନଙ୍କ କ୍ଯାରିୟର ଭଲ ରହିବ । ଜୀବନ ସାଥିଙ୍କ ସହ ସମ୍ପର୍କ ମଧୁର ହେବ । ଚାକିରି କ୍ଷେତ୍ର ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ ।

ଚତୁର୍ଥ ରାଶି ହେଉଛି କୁମ୍ଭ ରାଶି – ଏହି ରାଶି ଲୋକମାନଙ୍କର ଆର୍ଥିକ ସ୍ଥିତି ସୁଧୁରିବ । ଧନ ପ୍ରାପ୍ତିର ଯୋଗ ଅଛି । ଚାକିରିରେ ପଦୋନ୍ନତି ହେବ । ପଞ୍ଚମ ରାଶି ହେଉଛି ମୀନ ରାଶି – ଆପଣଙ୍କର ଚାକିରିରେ ପଦୋନ୍ନତି ହୋଇପାରେ । ଚାକିରିରେ ବରିଷ୍ଠ ଅଧିକାରୀଙ୍କ ସହୋଯୋଗ ମିଳିବ । ବ୍ୟବସାୟରେ ଉନ୍ନତି ଓ ଲାଭ ହେବ ।

Leave a Reply

Your email address will not be published. Required fields are marked *