ହୃଦୟରୁ ବାଛନ୍ତୁ କୌଣସି ଏକ ନମ୍ବର ଭାଗ୍ୟରେ କଣ ଲେଖା ଅଛି ? ଈଶ୍ବରଙ୍କ ସନ୍ଦେଶ କଣ ରହିଛି ?

ବନ୍ଧୁଗଣ କେମିତି ଅଛନ୍ତି ଆପଣ ମାନେ ଆଶା କରୁଛୁ ଆପଣ ବହୁତ ଭଲରେ ଥିବେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଭିନ୍ନ ଧରଣର ବିଷୟ ବସ୍ତୁ । ଆପଣ କାହାର ବି ନାଁ ଭାବି ବାଛନ୍ତୁ ଆମେ ଆଣିଥିବା ୪ଟି କଳସ ମଧ୍ୟରୁ ଯେ କୌଣସି ଗୋଟିଏ । ଏହି ୪ଟି ନମ୍ବର ମଧ୍ୟରୁ ଆପଣ ଚାହିଁଲେ ଅଲଗା ଅଲଗା ବ୍ୟକ୍ତିଙ୍କ ପାଇଁ ମଧ୍ୟ ବାଛି ପାରିବେ । ଆପଣ ଏହାକୁ ମଜାଳିଆ ଭାବେ ପଢି ପାରିବେ । ହୋଇପାରେ ଏହା ଆପଣଙ୍କ ସହ କନେକ୍ଟ ହୋଇପାରେ । କାରଣ ଏହା ଏକ ଜେନେରାଲ ରିଡିଙ୍ଗ ଅଟେ ।

ଏହା ପରେ ଆମେ ଆପଣଙ୍କୁ କହିବୁ ଇଶ୍ଵର ଆପଣଙ୍କ ଭାଗ୍ୟରେ କଣ ସନ୍ଦେହ ଲେଖିଛନ୍ତି । ତେବେ ଆପଣ ବାଛି ନେଲେ ନମ୍ବର ଆସନ୍ତୁ ଜାଣିବା କଣ ରହିଛି ଜବାବ । ୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ଆଗାମୀ ସମୟରେ ଆପଣଙ୍କୁ ଯେଉଁ ଅବସର ମିଳିବ ତାହା ଜୀବନରେ ଆଉ ନ ମିଳିପାରେ । ସେଥିପାଇଁ କାମ ଉପରେ ଧ୍ୟାନ ଦିଅନ୍ତୁୟ । ଆପଣ ଏବେ ନିରାଶ ଅଛନ୍ତି କିନ୍ତୁ ନିରାସ ହୁଅନ୍ତୁ ନାହି । ଯଦି ଆପଣ ବିଦ୍ୟାର୍ଥୀ ଆଉ ଏହି ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ଜୀବନ ଏବେ ଆରମ୍ଭ ହୋଇଛି । ଆପଣଙ୍କ ଭାଗ୍ୟରେ ସୁନ୍ଦର ଭବିଷ୍ୟତ ରହିଛି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତେବେ କୌଣସି ଛୋଟ ସମସ୍ୟାକୁ ନେଇ ଆପଣ ଚିନ୍ତାରେ ଅଛନ୍ତି । ଯାହା ଆପଣଙ୍କ ଜୀବନରେ ସମସ୍ଯା ରହିଛି ତାହା ଘର ପରିବାର, ରିଲେଶନକୁ ନେଇ ଚାଲିଛି । ଆପଣଙ୍କ ସମ୍ପର୍କରେ ଯାହାବି ମତଭେଦ ହୋଇଛି ତାହା ବହୁତ ଜଲ୍ଦି ଠିକ ହେବ । କିଛି ସପ୍ତାହରେ ସବୁ କିଛି ଠିକ ହୋଇଯିବ । ଗୁରୁଙ୍କୁ ସବୁ କିଛି ସମର୍ପିତ କରନ୍ତୁ । ଯେଉଁ ଶକ୍ତି ଉପରେ ଭରସା କରୁଛନ୍ତି ତାଙ୍କୁ ପ୍ରାର୍ଥନା କରନ୍ତୁ ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୁଜ କରିଛନ୍ତି ତେବେ ଆପଣଙ୍କ ଜୀବନରେ ଏମିତି ସମସ୍ଯା ଅଛି ଯାହା ପାଇଁ ଆପଣଙ୍କୁ ଆକ୍ସନ ନେବାକୁ ପଡିବ । ଆପଣଙ୍କୁ ବିଶ୍ଵାସ ହେଉ ନାହି । ଲୋକଙ୍କୁ ପଚାରୁଛନ୍ତି କଣ କରିବେ କଣ ନାହି ତେବେ ସେହି କାମ କରନ୍ତୁ ନାହି । ଯଦି ଆପଣ ନିଜ ଉପରେ ଭରସା କରୁଛନ୍ତି ତେବେ କୌଣସି କାମ କରନ୍ତୁ ।

୪- ଚତୁର୍ଥ ନମ୍ବର : ଆପଣ ଯାହା ପାଇଁ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ମନରେ ଯାହା ବି ଚାଲିଛି ତାହା ସଫଳ ହେବ । ସମସ୍ଯା ଥିଲେ ସମାଧାନ ହେବ । ଆପଣଙ୍କ ମନରେ ଯାହାବି ଇଚ୍ଛା ଅଛି ପଜେଟିଭ ରେଜଲ୍ଟ ନିଶ୍ଚୟ ମିଳିବ । ଆପଣ ସମସ୍ୟାର ସାମ୍ନା କରନ୍ତୁ । ଭୁଲ କଣ ଠିକ କଣ ବୁଝନ୍ତୁ ।

ସମସ୍ୟା କଣ ପାଇଁ ଆସିଛି ତାକୁ ବୁଝାନ୍ତୁ । ଏହାକୁ ସୁଧାରନ୍ତୁ । ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ଅଛି ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *