ହୃଦୟରୁ ବାଛନ୍ତୁ କୌଣସି ଗୋଟେ ନମ୍ବର ଓ ଜାଣନ୍ତୁ ସେ ଆପଣଙ୍କୁ ମନେ ପାକଉଛନ୍ତି କି ନାହିଁ- Love Quiz

ନମସ୍କାର ବନ୍ଧୁଗଣ, ସମସ୍ତଙ୍କର ଇଚ୍ଛା ଥାଏ କି ସେ ଯାହାକୁ ଭଲ ପାଉଛନ୍ତି ତାଙ୍କ ସାଥି ତାଙ୍କ କଥା ରାତି ଦିନ ସବୁବେଳେ ଭାବୁଥାଉ । କିନ୍ତୁ କାହା ମନ କଥା ତ କାହାକୁ ଜଣା ନଥାଏ ତ କିଭଳି ଜାଣିବେ ଆପଣଙ୍କ ସାଥିଙ୍କ ହୃଦୟରେ  ଆପଣଙ୍କ ପାଇଁ କଣ ସବୁ କଥା ରହିଛି । ଏହି କଥାକୁ ଜାଣିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଟାରୋଟ କାର୍ଡ ରିଡିଙ୍ଗ । ଗୋଟିଏ ନମ୍ବର ବାଛି ଆପଣ ତାଙ୍କ ହୃଦୟରେ ଚାଲିଥିବା କଥା ସହ ନିଜକୁ ଯୋଡ଼ିପାରିବେ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଉପରେ ଦେଖୁଥିବା 4ଟି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ବଛାନ୍ତୁ ଯେଉଁଟି ଆପଣଙ୍କୁ ଆକର୍ଷିତ କରୁଅଛି । 1: ଆପଣ ତାଙ୍କ ହୃଦୟ ଭାଙ୍ଗିଛନ୍ତି । ତାଙ୍କୁ ବହୁତ କଷ୍ଟ ଦେଇଛନ୍ତି । ଯେବେ ବି ଆପଣଙ୍କର ତାଙ୍କ ସହ ଦେଖା ହେବ ସେ କିଛି କହିବ ବଦଳରେ କେବଳ କାନ୍ଦିବେ । ତାଙ୍କ ହୃଦୟରୁ ବାହାରୁଥିବା କଷ୍ଟ ଭଗବାନଙ୍କ ନିକଟରେ ପହଞ୍ଚୁ ଅଛି ।

ତେଣୁ ଯଦି ଆପଣ ତାଙ୍କ ସହ ଖରାପ କରିଛନ୍ତି ତାଙ୍କ ମନକୁ କଷ୍ଟ ଦେଇଛନ୍ତି ତେବେ ତାଙ୍କୁ ଶୀଘ୍ର ହିଁ କ୍ଷମା ମାଗି ନିଅନ୍ତୁ । ସେ ଆପଣଙ୍କୁ ବହୁତ ମନେ ପକାଉଛନ୍ତି । ନିଜ ଜୀବନ ଠାରୁ ବେଶି ସେ ଆପଣଙ୍କୁ ଭଲ ପାନ୍ତି । 2: ଆପଣଙ୍କ ସାଥି ଦିନ ରାତି ସବୁବେଳେ ସେ ଆପଣଙ୍କ କମିକୁ ଅନୁଭବ କରୁଛନ୍ତି । ୨୪ ଘଣ୍ଟା ସେ ଆପଣଙ୍କ ସହ କଥା ହେବାର ଆଶା ରଖନ୍ତି ନିଜ ମନରେ ।

ବହୁତ ହିଁ ଅଧିକ ଭଲ ପାଇବା ରହିଛି ତାଙ୍କ ମନରେ ଆପଣଙ୍କ ପାଇଁ । ଆପଣ ନିଶ୍ଚୟ ରୁପେ ଅନେକ ସମୟ କଥା ହେଉଛନ୍ତି । ତେଣୁ ଟିକେ ସମୟ କଥା ନହେଲେ ବି ବହୁତ ମିସ କରନ୍ତି ସେ ଆପଣଙ୍କୁ । 3: ଆପଣଙ୍କ ସାଥି ଆପଣଙ୍କୁ ମିସ କରନ୍ତି । ଆପଣଙ୍କ କଥା ଭାବନ୍ତି । କିନ୍ତୁ ନିଜ ଜୀବନରେ ସେ ବହୁତ ବ୍ୟସ୍ତ ରହୁଥିବାରୁ ସେ ଆପଣଙ୍କୁ ସମୟ ଦେଇପାରୁନାହାନ୍ତି ।

ଆପଣଙ୍କ ବେଶି ଭାବି ପାରୁନାହାନ୍ତି କିନ୍ତୁ ସେ ଆପଣଙ୍କୁ ବହୁତ ହିଁ ଭଲ ପାଉଛନ୍ତି । 4: ଆପଣଙ୍କ ସାଥି ଆପଣଙ୍କ ଉପରେ କେବେ ମଧ୍ୟ ସନ୍ଦେହ କରିନାହାନ୍ତି । ଆପଣ ତାଙ୍କ ଠାରୁ ଅଲଗା ହେଇଯିବେ ଏହି ଭାବନା ମଧ୍ୟ ସେ କେବେ ନିଜ ମନକୁ ଏବେ ଯାଏଁ ଆଣି ନାହାନ୍ତି । ଆପଣଙ୍କ ସମ୍ପର୍କ ବହୁତ ମଜବୁତ ଅଟେ ।

ଆପଣଙ୍କ ସାଥି  ଆପଣଙ୍କ ସହ ଦୁନିଆର ସବୁ ଖୁସି ପାଇଯାଇଛନ୍ତି ବୋଲି ଭାବୁଛନ୍ତି । କୌଣସି ଖୁଶିର ଦିନରେ ସେ ପ୍ରାୟତଃ ଆପଣଙ୍କୁ ମିସ କରନ୍ତି । ନିଜ ପାଖରେ ଦେଖିବାର ଆଶା ରଖନ୍ତି ନିଜ ମନରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *