100 ବର୍ଷ ପରେ ପ୍ରଥମ ଥର କ୍ରୋଧିତ ଅଛନ୍ତି ଶନିଦେବ, କାଲିଠାରୁ ସାବଧାନ କେବଳ ଏହି 1 ରାଶିର ଲୋକ, ଦେଖନ୍ତୁ ସେହି ରାଶି ଅପନକର ନୁହେଁ ତ ! 

ନମସ୍କାର ବନ୍ଧୁଗଣ, ପ୍ରଭୁ ଶନିଦେବ ନ୍ୟାୟଧୀଶ ଅଟନ୍ତି । ତାଙ୍କର ନଜର ଯେଉଁ ବ୍ୟକ୍ତିଙ୍କ ରାଶି ଉପରେ ପଡିଥାଏ ସେହି ରାଶିର ବ୍ୟକ୍ତି କେବେ ହେଲେ ଭୁଲ କରି ବର୍ତ୍ତୀ ଯାଇପାରିବେ ନାହିଁ । କାରଣ ଶନି ଦେବ କୌଣସି ଲୋକର ଭୁଲ କାମକୁ ବରଦାସ୍ତ କରନ୍ତି ନାହିଁ । ଏବଂ ସେହି ମଣିଷକୁ ଉଚିତ ଦଣ୍ଡ ଦେଇଥାନ୍ତି । ତେଣୁ ଶନି ଦେବଙ୍କ କୋପ ଦୃଷ୍ଟି ଥରେ ଆପଣଙ୍କ ଉପରେ ପଡିବାର ଅର୍ଥ ହେଉଛି ଆପଣଙ୍କ ଜୀବନ ସଂଘର୍ଷପୂର୍ଣ ହେବାକୁ ଯାଉଛି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଶନି ଦେବଙ୍କ କୋପ ଦୃଷ୍ଟି କେଉଁ ରାଶି ଉପରେ ପଡିବାକୁ ଯାଉଛି ।

ମେଷ ରାଶି: ୨୧ ବର୍ଷ ପର୍ଯ୍ୟନ୍ତ ଶନି ଦେବଙ୍କ କୃପା ଆପଣଙ୍କ ଉପରେ ରହିବାକୁ ଯାଉଛି । ଧନର କୌଣସି ଅଭାବ ଆଉ ରହିବ ନାହିଁ ଆପଣଙ୍କ ଜୀବନରେ । ଧନ କମେଇବାର ନୂତନ ପନ୍ଥା ଆପଣ ମାନଙ୍କୁ ମିଳିବ । ସନ୍ତାନ ମାନଙ୍କଠାରୁ ଆପଣଙ୍କୁ ଖୁସି ଖବର ମିଳିବାକୁ ଯାଉଛି । ତୁଳା ରାଶି: ସ୍ୱାସ୍ଥ୍ୟ ଜନିତ ଅସୁବିଧା ଏବେ ଆପଣଙ୍କର ଦୂର ହେବ । ଜୀବନସାଥିଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ହେବ ।

ବଡ ଫାଇଦା ମିଳିବାର ଯୋଗ ରହିଛି । ପୁରୁଣା କରଜରୁ ଆପଣ ମୁକ୍ତ ହେବେ । ବୃଷ ରାଶି: ଭାଗ୍ୟର ପୁରା ସହଯୋଗ ରହିବ ଆପଣଙ୍କ ପାଇଁ । ନିଜ କ୍ରୋଧକୁ ଆୟତ୍ତରେ ରଖନ୍ତୁ । କୌଣସି ବନ୍ଧୁଙ୍କ ସହଯୋଗରେ ଆୟର ସ୍ରୋତ ଖୋଲିବାକୁ ଯାଉଛି । ବିଛା ରାଶି: ଶନି ଦେବଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବାକୁ ଯାଉଛି । ଅଟକି ରହିଥିବା ଧନର ପ୍ରାପ୍ତି ହେବ । ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ ।

କନ୍ୟା ରାଶି: ଆପଣ ୨୧ ବର୍ଷ ପର୍ଯ୍ୟନ୍ତ ଶନି ଦେବଙ୍କ କୃପାରୁ ଭାଗ୍ୟଶାଳୀ ରହିବେ । ବହୁତ ଧନ ଲାଭର ଯୋଗ ରହିଛି । ଆପଣଙ୍କ ଘରକୁ ଖୁଶିର ଆଗମନ ହେବାକୁ ଯାଉଛି । ଆର୍ଥିକ ସ୍ଥିତି ଆପଣଙ୍କର ମଜବୁତ ହେବ । ଧନୁ ରାଶି: ଆପଣଙ୍କୁ ଧନର ଲାଭ ହେବା ସହ ପୁରୁଣା ବନ୍ଧୁଙ୍କ ଭେଟ ମିଳିବ । ନୂଆ ଜଗାବାଡି ଯାନ ବାହାନ, ଏବଂ ଅଳଙ୍କାର ମାନ କିଣି ପାରନ୍ତି ।

ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଏବେ ସଫଳତା ମିଳିବ । ମକର ରାଶି: ଆପଣଙ୍କ ଉପରେ ଶନି ଦେବ ପ୍ରସନ୍ନ ରହିବେ । ଆପଣଙ୍କର ସମସ୍ତ ଦୁଖ କଷ୍ଟ ଦୂର ହେବ । ନୂଆ ଯୋଜନା ଗୁଡିକ ସଫଳ ହେବ । ଆମଦାନୀର ରାସ୍ତା ଖୋଲିବ । ଜୀବନ ସାଥିଙ୍କ ସହ ଅନେକ ସମୟ ବିତାଇବେ । ପରିବାରରେ ସୁଖ ଶାନ୍ତି ବଢିବ ।  ସନ୍ତାନ ମାନଙ୍କର କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ଦେଖିବେ ।

କୁମ୍ଭ ରାଶି: ଶନିଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡୁଥିବାରୁ ରୁହନ୍ତୁ ସାବଧାନ । ଚାକିରିର ଚିନ୍ତା ଦେଖା ଦେବ । ଆସୁଥିବା ସମୟ ଆପଣଙ୍କ ପାଇଁ ଅଶୁଭ ରହିବ । ଜୀବନରେ ଥିବା ସମସ୍ତ ଆଶା ଏବେ ଆଶାରେ ରହିବ । ପରିବାରରେ ଦୁଃଖର ଆଗମନ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *