ସ୍ତ୍ରୀ ସମସ୍ତଙ୍କର ନେଇଥାଏ କିନ୍ତୁ ନିଜ ସ୍ଵାମିର ନେଇ ନଥାଏ, କୁହନ୍ତୁ ତାହା କଣ ?

ନମସ୍କାର। ଆମେ ଆପଣମାନଙ୍କ ପାଇଁ କିଛି ମଜାଦାର ପ୍ରଶ୍ନ ଓ ତାର ଉତ୍ତର ଆଣିଛୁ ।ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି।କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ ।ଆପଣ ଦେଖିଥିବେ କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେନାହିଁ ।

ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା । ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ। ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ।ଏହାର ଫଳ ନିଶ୍ଚୟ ଆପଣ ଙ୍କୁ ମିଳିବ। ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବ ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ।

ପ୍ରଶ୍ନ – 1

କୁହନ୍ତୁ ଯେତେବେଳେ ପିଲା ଜନ୍ମ ହୋଇଥାଏ ତେବେ ତା’ର ଦାନ୍ତର ରଙ୍ଗ କଣ ହୋଇଥାଏ ? ଧଳା ନା ହଳଦିଆ ?

ଉତ୍ତର – ଯେତେବେଳେ ପିଲା ଜନ୍ମ ହୋଇଥାଏ ତାର ଦାନ୍ତ ହିଁ ନଥାଏ ।

ପ୍ରଶ୍ନ -2

ସେ କିଏ ଅଟେ ଯିଏ ବିନା ହଲି କି ମଧ୍ୟ ପାହାଡକୁ ଯାଇଥାଏ, ଓ ସହରକୁ ଯାଇଥାଏ, ଗଳିରେ ଯାଇଥାଏ ଓ ବଜାର ରେ ବି ଯାଇଥାଏ ?

ଉତ୍ତର – ସଡକ

ପ୍ରଶ୍ନ-3

ଏମିତି ଏକ ଶବ୍ଦ ର ନାମ କୁହନ୍ତୁ ଯାହାର ପ୍ରଥମ ଅକ୍ଷର କାଟିଦେଲେ ଭାଗବାନଙ୍କ ନାମ ହୋଇଥାଏ, ମଧ୍ୟ ଅକ୍ଷର କାଟିଦେଲେ ଫଳର ନାମ, ଓ ଶେଷ ଅକ୍ଷର କାଟିଦେଲେ ଶସ୍ତ୍ର ର ନାମ ହୋଇଯାଏ ?

ଉତ୍ତର – ଆରାମ

ପ୍ରଶ୍ନ-4

ମୋ ପାଖରେ 88 keys ଅଛି କିନ୍ତୁ ମୁଁ କୌଣସି ତାଲା ଖୋଲି ପାରିବି ନାହିଁ ?

ଉତ୍ତର – Piano

ପ୍ରଶ୍ନ-5

ଦୁନିଆରେ ଏମିତି କେଉଁ ଜିନିଷ ଅଛି ଯାହା ସମସ୍ତଙ୍କ ପାଖରେ ଥାଏ, ସେ ଧନୀ ହେଉ ବା ଗରିବ, ଜୀବିତ ହେଉ ବା ନିର୍ଜୀବ, ସୂର୍ଯ୍ୟ ହେଉ ବା ଆଉ କେହି ?

ଉତ୍ତର – ତା’ର ନାମ

ପ୍ରଶ୍ନ-6

କୁହନ୍ତୁ କେଉଁ ପ୍ଲେୟାର କେବେ ବି ମ୍ଯାଚ ଖେଳେ ନାହିଁ ?

ଉତ୍ତର – C D player

ପ୍ରଶ୍ନ-7

ଦୁନିଆରେ ସବୁଠୁ ଅଧିକ ସାକ୍ଷୀ ଦେବା ବାଲା କିଏ ଅଟେ ?

ଉତ୍ତର – ଇତିହାସ

ପ୍ରଶ୍ନ-8

ଲୋକଙ୍କୁ ମୋର ବହୁତ ଆବଶ୍ୟକତା ହୋଇଥାଏ କିନ୍ତୁ ତଥାପି ଲୋକ ମତେ ଜଣେ ଅନ୍ୟ ଜଣଙ୍କୁ ଦେଇଥାନ୍ତି, କୁହନ୍ତୁ ମୁଁ କିଏ ?

ଉତ୍ତର – ଟଙ୍କା

ପ୍ରଶ୍ନ -9

ଏମିତି କେଉଁ ଜିନିଷ ଯାହା ପୁରୁଷଙ୍କର ମୋଟା ଓ ସ୍ତ୍ରୀଙ୍କର ପତଳା ହୋଇଥାଏ ?

ଉତ୍ତର – ସ୍ଵର

ପ୍ରଶ୍ନ -10

ସ୍ତ୍ରୀ ସମସ୍ତଙ୍କର ନେଇଥାଏ କିନ୍ତୁ ନିଜ ସ୍ଵାମିର ନେଇ ନଥାଏ, କୁହନ୍ତୁ କଣ ?

ଉତ୍ତର – ନିଜ ସ୍ବାମୀର ନାମ

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଜ୍ଞାନବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *