ଯଦି ଆପଣଙ୍କ ଜନ୍ମ ବର୍ଷ ୧୯୮୦ରୁ ୨୦୦୦ ମଧ୍ୟରେ ହୋଇଛି ତେବେ ନିଜ ଜାଣନ୍ତୁ ଭବିଷ୍ୟତ

ଆପଣଣଙ୍କ ଜନ୍ମ ବର୍ଷ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ । ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ବହୁତ କିଛି ଗୁପ୍ତ କଥା କହିଥାଏ । ଯଦି ଆପଣଙ୍କ ଜନ୍ମ ୧୯୮୦ରୁ ୨୦୦୦ ମସିହା ମଧ୍ୟରେ ହୋଇଛି ତେବେ ଆଜି ଆପଣ ନିଜ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ କିଛି ଖାସ କଥା ଜାଣିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆପଣଙ୍କ ଜନ୍ମ ବର୍ଷ ବିଷୟରେ ।

୧. ୧୯୮୦ ଓ ୧୯୯୧- ଯେଉନମାନଙ୍କ ଜନ୍ମ ୧୯୮୦ ବା ୧୯୯୧ ରେ ହୋଇଛି ସେମାନଙ୍କ ସ୍ଵଭାବ ବହୁତ ଆକର୍ଷିତ ହୋଇଥାଏ । ଏମାନେ କଥାରେ ବହୁତ ଧନୀ ହୋଇଥାଏ, ଏହି ଲୋକମାନଙ୍କର ଅଧିକ ସାଙ୍ଗ ଦୋସ୍ତି ରହିଥାନ୍ତି । ହେଲେ ଆପଣ ନିଜ ମଧ୍ୟରେ ଥିବା ଗର୍ବ ଅହଂକାରକୁ ନିୟନ୍ତ୍ରଣରେ ରଖନ୍ତୁ । ଏହା ଦ୍ଵାରା ଆପଣ ବହୁତ ଆଗକୁ ଯିବେ ।

୨. ୧୯୮୧ ଓ ୧୯୯୫

 

ଏହି ବର୍ଷରେ ଜନ୍ମ ହୋଇଥିବା ଲୋକମାନେ ବହୁତ ସ୍ମାର୍ଟ ବା ଚାଲାଖ ହୋଇଥାନ୍ତି । ଆପଣ ନିଜ ପରିଶ୍ରମ ଦ୍ଵାରା ଜୀବନରେ ବହୁତ ସଫଳତା ହାସିଲ କରିଥାନ୍ତି । ଆପଣ ନିଜ ପରିଶ୍ରମ ଉପରେ ବହୁତ ବିଶ୍ଵାସ ମଧ୍ୟ ରଖିଥାନ୍ତି । ଆପଣ ଅନ୍ୟ କୌଣସି ଲୋକ ଉପରେ ଶୀଘ୍ର ବିଶ୍ଵାସ କରିପାରନ୍ତି ନାହିଁ ।

୩. ୧୯୮୨ ଓ ୧୯୯୮

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନଙ୍କୁ ସମସ୍ତେ ବିଶ୍ବାସ ଓ ସ୍ନେହ କରିଥାନ୍ତି । ଯେଉଁ ମାନଙ୍କୁ ଆପଣ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଆପଣ ସବୁ କିଛି କରିପାରନ୍ତି । ଆପଣଙ୍କ ସ୍ଵଭାବ ସମସ୍ତଙ୍କ ଠାରୁ ଅଲଗା ହୋଇଥାଏ ।

୪. ୧୯୮୩ ଓ ୧୯୯୦

ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତିବିଶେଷ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏମାନେ ସମସ୍ତଙ୍କ ସହିତ ସହଜରେ ମିଶି ଥାନ୍ତି । ଯାହାଫଳରେ ଆପଣ ସମସ୍ତଙ୍କ ସହିତ ବହୁତ ଶୀଘ୍ର ବିଶ୍ଵାସ କରିଥାନ୍ତି, ଏହା ଦ୍ଵାରା ଆପଣ ଧୋକା ମଧ୍ୟ ଖାଇଥାନ୍ତି ।

୫. ୧୯୮୪ ଓ ୧୯୯୬

ଏହି ବାସର ଜନ୍ମ ହୋଇଥିବା ଲୋକମାନଙ୍କ ସ୍ଵଭାବ ବହୁତ ପଜେଟିଭ ହୋଇଥାଏ । ଏହି ଲୋକମାନେ ସବୁବେଳେ ଖୁସିରେ ରୁହନ୍ତି । ହେଲେ ଆପଣ କିଛି ନବୁଝି ଅନ୍ୟ ଉପରେ ସନ୍ଦେହ କରିଥାନ୍ତି । ଏହାଦ୍ବାରା ବେଳେବେଳେ ଆପଣ ଅନ୍ୟ ଲୋକଙ୍କ ସାମ୍ନାରେ ଖରାପ ମଧ୍ୟ ହୋଇଯାନ୍ତି ।

୬. ୧୯୮୫ ଓ ୧୯୯୯

ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସବୁବେଳେ ନିଜ ମନ କଥା ଶୁଣିଥାନ୍ତି ଏବଂ ନିଜ ମନର ଆଧାରରେ କାମ କରିଥାନ୍ତି । ଆପଣ ଅନ୍ୟ କାହାର ଉପଦେଶ ମାନି ନଥାନ୍ତି । ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ ।

୭.୧୯୮୬ ଓ ୧୯୯୨

ଆପଣ ସ୍ଵତନ୍ତ୍ର ବିଚାରର ବ୍ୟକ୍ତି ଅଟନ୍ତି । ଆପଣ ନିଜର ସମସ୍ତ ନିଷ୍ପତ୍ତି ନିଜେ ନିଅନ୍ତି । ଆପଣଙ୍କୁ କାହା ଅଧୀନରେ କମ କରିବା ପାଇଁ ଭଲ ଲାଗିନଥାଏ । ହେଲେ ଆପଣ ପର ଲୋକଙ୍କ ଉପରେ ବିଶ୍ଵାସ ନକରିବା ଉଚିତ ।

୮.୧୯୮୭ ଓ ୧୯୯୪

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ଯାହାକୁ ଭଲ ପାନ୍ତି ସେମାନଙ୍କ ପାଇଁ ସବୁକିଛି କରିଥାନ୍ତି । ଆପଣ ଯାହାକୁ ପସନ୍ଦ କରନ୍ତି ତାହା ବିନା ଗୋଟେ ମୂହୁର୍ତ୍ତ ରହିପାରିବେ ନାହିଁ । ଆପଣଙ୍କ ମଧୁର କଥା ଦ୍ଵାରା ଅନ୍ୟ ଲୋକମାନେ ଆକର୍ଷିତ ହୋଇଥାନ୍ତି ।

୯.୧୯୮୮ଓ ୧୯୯୭

ଏହି ବର୍ଷ ଜନ୍ମ ହୋଇଥିବା ଲୋକମାନେ ସବୁବେଳେ ଭୋଗବିଳାସରେ ଜୀବନ ବଞ୍ଚିବା ପାଇଁ ପସନ୍ଦ କରିଥାନ୍ତି । ଆପଣ ସ୍ଵଭାବରୁ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି । କିନ୍ତୁ ଆପଣଙ୍କୁ ପଜେଟିଭ ଭାବନା ରଖିବା ନିହାତି ଆବଶ୍ୟକ ।

୧୦. ୧୯୮୯ , ୧୯୯୩ ଓ ୨୦୦୦

ଏହି ମସିହାରେ ଜନ୍ମ ହୋଇଥିବା ଲୋକମାନେ ବହୁତ କୋମଳ ସ୍ଵଭାବର ହୋଇଥାନ୍ତି । ଏମାନଙ୍କ ମନରେ ସବୁବେଳେ ଈଶ୍ବରଙ୍କ ପ୍ରତି ଭକ୍ତି ଭାବନା ରହିଥାଏ । ଏମାନେ ନିଜ ଠାରୁ ଅଧିକ ନିଜ ପରିବାର ବିଷୟରେ ଚିନ୍ତା କରିଥାନ୍ତି । ଏମାନଙ୍କ ଲଭ ଲାଇଫ କଥା କହିବା ତ ଏମାନେ ନିଜ ସାଥିଙ୍କ ପ୍ରତି ବହୁତ ବିଶ୍ଵାସୀ ହୋଇଥାନ୍ତି ଓ ସବୁ ପରିସ୍ଥିତିରେ ତାଙ୍କ ସହିତ ରୁହନ୍ତି । ଭବିଷ୍ୟତରେ ଆପଣଙ୍କୁ ବହୁତ ସଫଳତା ମିଳିବାର ଯୋଗ ଅଛି । ଜୀବନ ସାଥିଙ୍କ ସହ ଏକ ଖୁଶିମୟ ଜୀବନ ବିତାଇବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *