ଏହି 3 ଜଣ ସ୍ତ୍ରୀ ଭୁଲରେ ବି କରନ୍ତୁ ନାହିଁ ତୁଳସୀ ପୂଜା, ହୋଇଥାଏ ମହାପାପ

ଉଭୟ ଧାର୍ମିକ ଓ ବିଜ୍ଞାନ ଦୃଷ୍ଟିରୁ ତୁଲସୀର ଅନେକ ଗୁଣ ରହିଛି । ଶାସ୍ତ୍ରରେ ତୁଲସୀ କୁ ବହୁତ ମହତ୍ଵ ଦିଆ ଯାଉଥିବାବେଳେ ବିଜ୍ଞାନରେ ତୁଲସୀ ଏକ ଔଷଧୀୟ ଗଛ । ଆମ ହିନ୍ଦୁ ଧର୍ମରେ ତୁଲସୀ ଗଛକୁ ପୂଜା ଯିବା ସହିତ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ । ଘରେ ତୁଲସୀ ଗଛ ରହିବା ଘରର ପବିତ୍ରତା ଓ ସ୍ଵଚଟା କୁ ବଢାଇଥାଏ ।

ବିଭିନ୍ନ ପ୍ରକାରର ତୁଲସୀ ଥିବା ବେଳେ ଘରେ କେବଳ ରାମ ତୁଲସୀ ଓ ଶ୍ୟାମ ତୁଲସୀ କୁ ପୂଜା କରାଯାଏ ଓ ଅନ୍ୟ ତୁଲସୀ କୁ ଘରେ ରଖିବା ଓ ପୂଜା କରିବା ଶାସ୍ତ୍ରରେ ବର୍ଜିତ ଅଟେ । ଯେଉଁ ଘରେ ସଠିକ ଭାବରେ ତୁଲସୀର ପୂଜା କରାଯାଇଥାଏ ସେହି ଘରେ ସବୁବେଳେ ସୁଖ ଶାନ୍ତି ରହିଥାଏ । କିନ୍ତୁ 3 ଜଣ ସ୍ତ୍ରୀ ଙ୍କୁ ତୁଲସୀ ଗଛର ପୂଜା କରିବା ବାରଣ କରାଯାଇ ଅଛି । ଭୁଲରେ ବି ଏହି 3 ସ୍ତ୍ରୀ ତୁଲସୀର ପୂଜା କରିବା ଓ ତୁଲସୀ କୁ ସ୍ପର୍ଶ କରିବା ହୋଇଥାଏ ମହାପାପ । ଘରକୁ ନଷ୍ଟ କରିଦିଏ । ଘରେ ଅଶାନ୍ତିର କାରଣ ସାଜିଥାଏ । ଚାଳନ୍ତୁ ଜାଣିବା କେଉଁ 3 ଟି ସ୍ତ୍ରୀ ତୁଲସୀ ର ପୂଜା କରିବା ଅନୁଚିତ ।

୧. ଯେଉଁ ମହିଳାଙ୍କର ମାସିକ ଧର୍ମ ହୋଇଥାଏ

ମହିଳାଙ୍କର ମାସିକ ଧର୍ମ ଅପବିତ୍ର ଓ ଅସବଚ ସମୟ ହୋଇଥାଏ । ଏହି ସମୟରେ ଯଦି କୌଣସି ଧାର୍ମିକ କାର୍ଯ୍ୟ ବା କୌଣସି ଶୁଭ କାର୍ଯ୍ୟରେ ମହିଳା ଉପସ୍ଥିତ ରୁହନ୍ତି ସେହି କାର୍ଯ୍ୟ ଅଶୁଭ, ଅପବିତ୍ର ଅସବଚ ହୋଇଥାଏ । ଶାସ୍ତ୍ରରେ ଯେଉଁ ସମୟରେ ଦ୍ରୌପଦୀଙ୍କର ବସ୍ତ୍ର ହରଣ କରା ଯାଇଥିଲା । ମହାଭାରତରେ ବି ଯେଉଁ ସମୟରେ ଦ୍ରୌପଦୀଙ୍କର ବସ୍ତ୍ର ହରଣ କରା ଯାଇଥିଲା, ଦ୍ରୌପଦୀ ଙ୍କୁ ହାରିବା ପରେ ଦୁର୍ଯୋଧନ ରାଜଭବନ ର ରାଜଶ୍ବାଳ କକ୍ଷକୁ ଯାଇଥିଲେ ।

ରାଜଶ୍ବାଳ କକ୍ଷ ଏକ ଏମିତି କକ୍ଷ ଯେଉଁଠି ମାସିକ ଧର୍ମ ପାଳୁଥିବା ମହିଳାମାନେ ନିଜ ପରିବାର ଠାରୁ ଦୂରେଇ ରହିଥାନ୍ତି ଓ ନିଜର ମାସିକ ଧର୍ମକୁ ରାଜଶ୍ବାଳ କକ୍ଷରେ କାଟିଥାନ୍ତି । ଅର୍ଥାତ ସେତେବେଳେ ବି ମହିଳାଙ୍କର ମାସିକ ଧର୍ମକୁ ଏକ ବିଶେଷ ଦୃଷ୍ଟିରେ ଦେଖା ଯାଉଥିଲା ଓ ମହିଳାମାନନ୍କୁ ଏକ ସ୍ଵତନ୍ତ୍ର କକ୍ଷରେ ରକ୍ଷା ଯାଉଥିଲା । ସେହି ସମୟରେ ମହିଳା ମାନେ ପୂଜା ଆଦି ଧାର୍ମିକ କାର୍ଯ୍ୟରେ ଯୋଗ ଦେଉ ନଥିଲେ । ତେଣୁ ମହିଳାଙ୍କର ମାସିକ ଧର୍ମ ହୋଇଥିବା ସମୟରେ ତୁଲସୀ ଗଛକୁ ପୂଜା କରିବା ଓ ତୁଲସୀକୁ ସ୍ପର୍ଶ କରିବା ଅଶୁଭ ହୋଇଥାଏ । ଏପରି କରିବା କୌଣସି ମହାପାପ ଠାରୁ କମ ହୋଇ ନଥାଏ ।

୨. ଚରିତ୍ରହୀନା ବା ମନରେ ଖରାପ ଚିନ୍ତା ରଖୁଥିବା ସ୍ତ୍ରୀ

ଏହିପରି ସ୍ତ୍ରୀ ମାନେ ସବୁବେଳେ ପବିତ୍ର ତୁଲସୀ ଠାରୁ ଦୂରେଇ ରୁହନ୍ତୁ । ଏହିଭଳି ସ୍ତ୍ରୀ ଙ୍କର ପୂଜା ମାତା ତୁଲସୀ କେବେ ବି ଗ୍ରହଣ କରନ୍ତି ନାହିଁ ଓ ଏମାନଙ୍କର ସ୍ପର୍ଶ ଦ୍ଵାରା ମାତା ତୁଲସୀ ବାସ ଛାଡି ପଳାନ୍ତି । ଶାସ୍ତ୍ରରେ ମଧ୍ୟ ଅଛି କି ମନରେ ଯଦି ଖରାପ ଚିନ୍ତାଧାରା, ଅନ୍ୟ ପ୍ରତି ଖରାପ ଭାବନା ଅଛି ତେବେ ତୁଲସୀ ପୂଜା କେବେ ହେଲେ କରନ୍ତୁ ନାହିଁ ।

୩. ଅବିବାହିତ ନାରୀ

ହିନ୍ଦୁ ଧର୍ମର ରୀତି ଅନୁସାରେ ବିବାହ ନ କରିଥିବା ସ୍ତ୍ରୀମାନେ କଦାପି ତୁଲସୀ ଗଛର ପୂଜା କରନ୍ତୁ ନାହିଁ । ତୁଲସୀ ପୂଜା ବା ତୁଲସୀ ବିବାହ କେବଳ ବିବାହିତା ମହିଳା କରିବା ଉଚିତ ଅଟେ । ତେଣୁ ତୁଲସୀ ଭଳି ପବିତ୍ର ଗଛ ଠାରୁ ଏହି ଭଳି ସ୍ତ୍ରୀମାନେ ଦୂରେଇ ରୁହନ୍ତୁ ।

ଆଶା କରୁଛୁ ଆମର ଏହି ପୋସ୍ଟ ଆପଣଙ୍କୁ ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *