ଯଦି ଘରେ ଦେଖାଦିଏ ପିମ୍ପୁଡି ତ ବୁଝି ଯାଆନ୍ତୁ, ବଦଳିବାକୁ ଯାଉଛି… Ajira Anuchinta

ପିମ୍ପୁଡି ଆମ ଜୀବନରେ ପଥ ପ୍ରଦର୍ଶକ ହୋଇଥାନ୍ତି କହିଲେ କିଛି ଭୁଲ ହେବ ନାହି । ଯଦି କୌଣସି ମଣିଷ ଦୁଖରେ ରହିଥାଏ ବା ସମସ୍ୟାରେ ଘେରି ରହିଥାଏ ତାଙ୍କୁ ପିମ୍ପୁଡିର ଉଦାହରଣ ଦିଆଯାଇଥାଏ । ଯେପରି ପିମ୍ପୁଡି ନିଜର ଚେଷ୍ଟା ଜାରି ରଖିଥାଏ ଠିକ ସେହିପରି ମଣିଷ ମଧ୍ୟ ଚେଷ୍ଟା ଜାରି ରଖିବା ଉଚିତ । ଯେବେ ପିମ୍ପୁଡି କାନ୍ଥରେ ଚଢିଥାନ୍ତି ବାରମ୍ବାର ତଳେ ପଡିଲେ ମଧ୍ୟ କାନ୍ଥ ଉପରକୁ ନ ଚଢିବା ଯାଏଁ ସେମିତି କରିଥାନ୍ତି । ଯଦି ଜୀବନରେ ହାର ମିଳୁଛି ତେବେ ପିମ୍ପୁଡି ଭଳି ଚେଷ୍ଟା ସହ କାମ କରିଲେ ଜୀବନରେ ସଫଳତା ମିଳିଥାଏ । ଆଜି ଆମେ ଆପଣଙ୍କୁ ପିମ୍ପୁଡି ଘରକୁ ଆଗମନ ହେଲେ କେଉଁ କେଉଁ ଫାଇଦା ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଘରେ ପିମ୍ପୁଡି ଥିଲେ ସେମାନଙ୍କୁ ଚାଉଳ ଅଟା ଖାଇବାକୁ ଦେଲେ ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳିବାକୁ ବେସୀ ସମୟ ଲାଗିବ ନାହି । ପରିବାରରେ ସୁଖ ଶାନ୍ତି ଓ ସାମଞ୍ଜସ୍ଯ ବଜାୟ ରହିଥାଏ ।

୨- ଯଦି ଜୀବନରେ ବାରମ୍ବାର ସମସ୍ଯା ଆସୁଛି ବ କାମରେ ବାଧା ଆସୁଛି ତେବେ ଛୋଟ କମ କରନ୍ତୁ । ପିମ୍ପୁଡିଙ୍କୁ ଶୁଖିଲା ନଡିଆର ପାଉଡର ତିଆରି କରି ସେଥିରେ ଚିନି ମିଶାଇ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ । ଏମିତି କରିଲେ ନେଗେଟିଭ ଶକ୍ତି ଜୀବନରୁ ଦୂରେଇ ଯାଇଥାଏ ।

୩- ପିମ୍ପୁଡିକୁ ଅଟା ଖାଇବାକୁ ଦେଲେ ଚେହେରାରେ ତେଜ ଆସିଥାଏ । ଏହା ସହ ବାଦାମ ପାଉଡରରେ ଚିନି ମିକ୍ସ କରି ପିମ୍ପୁଡିକୁ ଖାଇବାକୁ ଦେଲେ ଚାକିରିରେ ଉନ୍ନତି ହେବାର ଯୋଗ ରହିଥାଏ । ଯଦି ଲମ୍ବା ସମୟରୁ ଚାକିରି ମିଳୁ ନାହି ବ ବାରମ୍ବାର ବଦଳି ହେଉଛି ତେବେ ଏହି ଉପାୟଟି କରନ୍ତୁ । ଯଦି ଆପଣଙ୍କ ଉପରେ କରଜ ରହିଥାଏ ତାହା ମଧ୍ୟ ଦୂର ହୋଇଥାଏ ।

୪- ଯଦି କାମରେ ବାଧା ଆସୁଛି ବା କେଶରେ ରୂପୀ ସମସ୍ଯା ରହିଛି ଯାହା ଅନେକ ଚେଷ୍ଟା ପରେ ବି ଦୂର ହେଉ ନାହି ତେବେ ପିମ୍ପୁଡିକୁ ଚିନି କହିବାକୁ ଦିଅନ୍ତୁ । ଯଦି ରାହୁ ବା ଶୁକ୍ର ଗ୍ରହ କମ୍ଜୋର ରହିଛି ତେବେ ଶୁକ୍ରବାର ଦିନ ପିମ୍ପୁଡିକୁ ଚିନି ଖାଇବାକୁ ଦିଅନ୍ତୁ ।

୫- ଯଦି କୁଣ୍ଡଳୀରେ ଗ୍ରହ କମଜୋର ଅଛନ୍ତି ବା ତୁଳା ରାଶିରେ ଅଛନ୍ତି ତେବେ ପ୍ରତେକ ରବିବାର ଦିନ ଖିରୀ ତିଆରି କରି ପିମ୍ପୁଡି ଖାଇବାକୁ ଦିଅନ୍ତୁ । ଯଦି କେତୁଙ୍କ ଅସୁବ ପ୍ରଭାବ ରହିଛି ତେବେ ଅଟାର ପଞ୍ଜିରି ତିଆରି କରନ୍ତୁ । ସେଥିରେ ଗୁଡ ମିକ୍ସ କରି ୪୩ ଦିନ ପିମ୍ପୁଡିକୁ ଖାଇବାକୁ ଦିଅନ୍ତୁ । ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଏହି ଉପାୟକୁ ପିତୃ ପକ୍ଷରେ କରିବାକୁ ହେବ ।

୬- ଘରେ ନାଲି ପିମ୍ପୁଡି ଦେଖାଗଲେ ବା ଅଣ୍ଡା ନେବାର ଯାଇଥିବାର ଦେଖାଗଲେ ବଡ ବିପଦ ଆସିବାର ସୂଚନା ଇଲିଥାଏ । ଘରେ ରୋଗ ଓ କ୍ଲେଶ ବଢିପାରେ ।

୭- ଘରେ କଳା ପିମ୍ପୁଡି ଦେଖାଗଲେ ଶୁଭ ସଂକେତ ହୋଇଥାଏ । ଘରେ ଛାତ ବା କାନ୍ଥରେ ପିମ୍ପୁଡି ଦେଖଗଲେ ଆମଦାନୀରେ ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *