ଯଦି କୌଣସି ବ୍ୟକ୍ତି ଆପଣଙ୍କର କଦର କରୁ ନାହାନ୍ତି ତେବେ କରନ୍ତୁ ଏହି କାମ- Krishna Vani

ନମସ୍କାର ବନ୍ଧୁଗଣ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ମଣିଷ ମାତ୍ରେକେ ଚିନ୍ତା କରିଥାନ୍ତି । ଅନେକ ସମୟରେ ମଣିଷ ବୁଝି ବିଚାରୀ କୌଣସି ନିଷ୍ପତି ନେଇଥାଏ । ନିଷ୍ପତି ନେବା ପରେ ମଣିଷ ଦୁନିଆ ସହ ତାଳ ମିଶାଇ ଆଗକୁ ବଢିବା ଉଚିତ । କିନ୍ତୁ କଣ ସବୁ ବ୍ୟକ୍ତି ନିଜ ନିଷ୍ପତି ଅନୁଯାୟୀ ସଫଳତା ପ୍ରାପ୍ତ କରିଥାଏ ? ଭଗବାନ କୃଷ୍ଣ କହିଛନ୍ତି କଣ ପାଇଁ କିଛି ଲୋକ ମାନେ ଏହି ସଂସାରକୁ ବଦଳାଇ ପାରନ୍ତି ଅନ୍ୟ ମାନେ କାହିଁକି କରି ପାରନ୍ତି ନାହି ? ଏହାର କାରଣ ହେଉଛି ସଫଳ ଓ ବିଫଳ ଲୋକଙ୍କ ମଧ୍ୟରେ କୌଣସି କାରଣରୁ ଅନ୍ତର ରହିଥାଏ । ସଫଳ ବ୍ୟକ୍ତି ସେହି ହୋଇଥାଏ ଯିଏ ନିଜର ବିଚାର ଓ ନିଷ୍ପତି ମାଧ୍ୟମରେ ଏ ପୁରା ସଂସାରକୁ ପରିବର୍ତ୍ତନ କରିଥାଏ ।

ଅସଫଳ ବ୍ୟକ୍ତି ସେହି ହୋଇଥାଏ ଯିଏ ଭୟରେ ନିଜର ବିଚାର ଓ ନିଷ୍ପତିକୁ ବଦଳାଇ ଦେଇଥାନ୍ତି । ଯଦି କୌଣସି ବ୍ୟକ୍ତି ସଂସାରରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛି ତେବେ ନିଜ ମାର୍ଗକୁ ବଦଳାଇବା ଉଚିତ ବୋଲି ଭଗବାନ କୃଷ୍ଣ ରାଏ ଦେଇଛନ୍ତି । ନିଜର ବିଚାର ଓ ନିଷ୍ପତି କେବେ ବି କୌଣସି ପରିସ୍ଥିତିରେ ପରିବର୍ତ୍ତନ କରିବା ଉଚିତ ନୁହେଁ । ଏ ଦୁନିଆରେ ଏମିତି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ଭାବାନ୍ତି କି ତାଙ୍କ ସୁବିଧା ଅନୁଯାୟୀ ତାଙ୍କୁ ସଫଳ ପ୍ରାପ୍ତ ହୁଏ ନାହି । ବ୍ୟକ୍ତି ଯେଉଁଠାରେ ଜନ୍ମ ନେଇଥାଏ ସେହି ଠାରେ ତାର ପରିବେଶ ସୃଷ୍ଟି ହୋଇଥାଏ ।

ଏହା ସହ ତାର ବିଚାର ମଧ୍ୟ ସେହି ଢଙ୍ଗରେ ହୋଇଥାଏ । ଉଦାହରଣ ସ୍ୱରୂପ ଯେତେବେଳେ ବର୍ଷା ର ଜଳ ବାଦଲ ଠାରୁ ସୃଷ୍ଟି ହୋଇ ଧରିତ୍ରି ଉପରେ ପଡିଥାଏ । କିନ୍ତୁ ଯେତେବଳେ ବର୍ଷା ଜଳ ଧରିତ୍ରି ଉପରେ ପଡିଥାଏ ସେହି ସମୟରେ ସେ କେଉଁ ଠାରେ ପଡିଥାଏ ଏହା ନିର୍ଭର କରିଥାଏ ଏହାର ଭବିଷ୍ୟତ ଉପରେ । ତେବେ ଯଦି କୌଣସି ବ୍ୟକ୍ତି ଆପଣଙ୍କର କଦର କରୁ ନାହାନ୍ତି ତେବେ ଆପଣ ମଧ୍ୟ ତାର କଦର କରିବା ବନ୍ଦ କରି ଦିଅନ୍ତୁ ।

ସେହି ବ୍ୟକ୍ତି ଆଗରେ ଆପଣ ନିଜକୁ ଏମିତି ଭାବେ ପେଶ କରନ୍ତୁ କି ସେ ଅନୁଭବ କରିବା ଯେ ଆପଣ ତାକୁ ଛାଡି ବହୁତ ଖୁସିରେ ଅଛନ୍ତି । ଆପଣ ନିଜକୁ ଏମିତି ପ୍ରସ୍ତୁତ କରନ୍ତୁ ଯେ ସେ ଆପଣଙ୍କୁ ଯେତେ ଭାଙ୍ଗିବାକୁ ଚେଷ୍ଟା କରିଲେ ମଧ୍ୟ ଭାଙ୍ଗି ପାରିବ ନାହି । ଆପଣ ତାର ସବୁ ପ୍ରଶ୍ନର ଜବାବ ଯେପରି ମଜବୁତ ଭାବେ ଦେଇ ପାରିବେ ସେହିଭଳି ଭାବେ ଆପଣ ନିଜକୁ ପ୍ରସ୍ତୁତ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *