ଘରେ କଳି ଝଗଡ଼ା ଅଶାନ୍ତି ଓ ଘରର ସଦସ୍ୟ ବାରମ୍ୱାର ରୋଗଗ୍ରସ୍ତ କେଉଁ କାରଣ ପାଇଁ ହୋଇଥାନ୍ତି ? ଦେଖନ୍ତୁ 10+ ଆଜିର ଅନୁଚିନ୍ତା

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜୀବନକୁ ସହଜ ସୁନ୍ଦର କରିବା ପାଇଁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ୧- ଯଦି ଜୀବନରେ ବାରମ୍ବାର ସଙ୍କଟ ଦେଖା ଦେଇଥାଏ ଶ୍ମଶାନରେ କିଛି ପଇସା ପକାଇ ପଛକୁ ନ ଅନାଇ ଆସିବା ଦ୍ଵାରା ଏହା ଦୂର ହୋଇଥାଏ ।

୨- ଯଦି କୌଣସି ରୋଗ ପାଇଁ ଔଷଧ କାମ ଦେଉଁ ଥାଏ ତେବେ ସୋଇବା ସମୟରେ ତମ୍ବା ପଇସା ପାଖରେ ରଖିକି ସକେ ଶ୍ମଶାନରେ ପକାଇ ପଛକୁ ନ ଚାହିଁ ପଳାଇ ଆସନ୍ତୁ ।

୩- ହନୁମାନଙ୍କ ଲକେଟ ପିନ୍ଧିବା ଦ୍ଵାରା ଆତ୍ମିକ ବଳ ପ୍ରାପ୍ତ ହୋଇଥାଏ । ଏହା ସହ ଭୁତ ପ୍ରେତ ଭୟ ଦୂର ହୋଇଥାଏ । ଆକସ୍ମିକ ଦୁର୍ଘଟଣାରୁ ରକ୍ଷା ମିଲଥାଏ ।

୪- ଘରର ପାଇଖିନା ଓ ପାହାଚ ସବୁବେଳେ ସଫା ସୁତୁରା ରଖିବା ଉଚିତ । ଏହା ଦ୍ଵାରା ରାହୁଙ୍କ ଖରାପ ପ୍ରଭାବ ପଡିବା ସହ ଦୁର୍ଘଟଣା ହୁଏ ନାହି ।

୫- ଗାଧୁଆ ଘରେ ନୀଳ ରଙ୍ଗର ବାଲଟି ଓ ମଗ ରଖିବା ଦ୍ଵାରା ଶୁଭ ହୋଇଥାଏ । ଯଦି କୌଣସି ତିଷ୍ଠ ସ୍ଥାନ ଯାଇଥାନ୍ତି ସେଠାରେ ଛୋଟ ପଥରରେ ଘରର ଆକୃତି କରିଲେ ଘର ପ୍ରାପ୍ତିର ଇଚ୍ଛା ପୂରଣ ହୋଇଥାଏ ।

୬- କୌଣସି ମନ୍ଦିର ନିର୍ମାଣ ସମୟରେ ଇଟା ଦାନ କରିବା ଦ୍ଵାରା ଘର ପ୍ରାପ୍ତିର ଇଚ୍ଛା ପୂରଣ ହୋଇଥାଏ । ରହୁଥିବା ଗଛରେ ଚଢେଇ ରହିବା ପାଇଁ ବସା ତିଆରି କରନ୍ତି କଲ୍ୟାଣକାରୀ ହୁଏ ।

୭- ଶରୀରରେ ଜିଭ, ଦାନ୍ତ, ନାସାଗ୍ର ଉପରେ ବୁଦ୍ଧଙ୍କ ପ୍ରଭାବ ପଡିଥାଏ । ଏହା ସହ ପାଚନ ତନ୍ତ୍ର, ଚର୍ମ, ଶରୀରର ବାୟୁ ଆଦିରେ ପ୍ରଭାବ ପକାଇଥାଏ ।

୮- ନାକ ଓ ଶରୀରର ବାୟୁ ଉପରେ ଗୁରୁ ଗ୍ରହଙ୍କର ପ୍ରଭାବ ପଡିଥାଏ । ତା ସହ ଜ୍ଞାନ ଓ ଚର୍ବି ଉପରେ ଗୁରୁ ଗ୍ରହଙ୍କର ପ୍ରଭାବ ମଧ୍ୟ ପଡିଥାଏ ।

୯- ବଂଶରେ ପିତୃ ପୁରୁଷଙ୍କ କାରଣରୁ ଯଦି କିଛି କଷ୍ଟ ଉତପନ ହେଉଥାଏ ତେବେ ତାହାକୁ ପିତୃ ଦୋଷ କୁହାଯାଏ । ଏହା ଦ୍ଵାରା ଧନର ଅଭାବ ଦେଖାଦିଏ ।

୧୦- ଯଦି ଏପରି ଅନୁଭବ ହେଉଥାଏ କିଛି ଅଦୃଶ୍ୟ ଶକ୍ତି ଆପଣଙ୍କୁ ହାଇରାଣ କରୁଛି ତେବେ ପିତୃ ଦୋଷ ସମ୍ଭାବନା ରହିଥାଏ । ଏହା ଦାଂପତ୍ଯ ଓ ଆଧାତ୍ମିକ ଜୀବନରେ ପ୍ରଭାବ ପକାଇଥାଏ ।

୧୧- ପିତୃ ଦୋଷ ପାଇଁ ବିବାହ ବିଳମ୍ବ, ଘରେ ଝଗଡା, ଅସାନ୍ତି, ବରମବାର ରୋଗାଗ୍ରସ୍ତ, ସନ୍ତାନ ନ ହେବା ସମସ୍ଯା ଦେଖାଦିଏ ।

୧୨- ପ୍ରତେକ ଦିନ ସକାଳେ ଓ ସନ୍ଧ୍ୟାରେ ଘରେ କର୍ପୁର ଜଳାଇବା ଦ୍ଵାରା ମଙ୍ଗଳକାରୀ ଓ ପିତୃ ଦୋଷ କମ ହୋଇଥାଏ ।

୧୩- ଅମାବାସ୍ୟା ଓ ପୂର୍ଣ୍ଣିମାରେ ଗୁଡ ଓ ଘିଅକୁ ମିଶ୍ର କରି ଗୋବର ଘଷି ସହ ଘରେ ଜଳାଇବା ଦ୍ଵାରା ପିତୃ ଦୋଷ ଦୂର ହୋଇଥାଏ । କାଉ, ଗାଈ, କୁକୁରକୁ ଖାଇବା ଦେବା ଦ୍ଵାରା ପିତୃ ଦୋଷ ଦୂର ହୁଏ ।

୧୪- ମଙ୍ଗଳବାର ଓ ଶନିବାର ଦିନ ଛୋଲା ଅର୍ପଣ କରିବା ସହ ବନାରସୀ ପାନ ଅର୍ପଣ କରିଲେ ଅଟକି ଥିବା କାର୍ଯ୍ୟ ସଫଳ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *