ରାତିରେ ଶୋଇବା ପୂର୍ବରୁ ମାତ୍ର 11 ଥର ଏହା କୁହନ୍ତୁ ସେହି ରାତିରେ ଦେଖିବେ ଚମତ୍କାର (Magic Spell)

ବନ୍ଧୁଗଣ ପ୍ରତେକ ବ୍ୟକ୍ତିଙ୍କର ଜୀବନରେ ଆଶା ଅଭିଳାଷା ରହିଥାଏ । ଯାହାକୁ ପୂରଣ କରିବା ପାଇଁ ବ୍ୟକ୍ତି ଅନେକ କିଛି ପୂଜା ପାଠ କରିଥାଏ । କିନ୍ତୁ ଏମିତି କିଛି ସାମାନ୍ୟ ଉପାୟ ରହିଛି ଯାହାକୁ ପ୍ରାୟତଃ ଲୋକ ମାନେ ଜାଣି ନ ଥାନ୍ତି । ମାତ୍ର ଛୋଟିଆ ଉପାୟ କରିବା ଦ୍ଵାରା ବ୍ଯକ୍ତିର ସବୁ ଆଶା ଅଭିଳାଷା ପୂରଣ ହୋଇପାରିବ । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବାକୁ ଯାଉଛ ଯାହା ରାତି ରେ ଶୋଇବା ପୂର୍ବର ରୁ କରିଲେ ବହୁତ ଭଲ ପରିଣାମ ଦେଖିବାକୁ ମିଳିଥାଏ ।

ଆପଣ ମନ ଭିତରେ ଏହାକୁ ୧୧ ଥର କୁହନ୍ତୁ । ଏହା ପରେ ଆପଣଙ୍କର ଇଷ୍ଟ ଦେବତା ବା ଦେବୀ ଯିଏ ଅଛନ୍ତି ତାଙ୍କୁ ପ୍ରାଣ ବାୟୁ ମାଧ୍ୟମରେ ତାଙ୍କର ନାମକୁ କେବଳ ଉଚ୍ଚାରିତ କରନ୍ତୁ । ଯଦି ଆପଣ ଶୈବ ଭକ୍ତ ତେବେ ଶୈବ ଶୈବ କହି ନିଶ୍ଵାସ ରେ ଆରମ୍ଭରେ ଶିବ କୁହନ୍ତୁ ଓ ନିଶ୍ଵାସ ଶେଷ ତ୍ୟାଗ ସମୟରେ ଶିବ କୁହନ୍ତୁ ।

ଆପଣ ଯେଉଁ ଦେବାଦେବୀ ଙ୍କ ଶରଣାଗତ ତାଙ୍କର ନାମ ନିଶ୍ଵାସ ନେବା ଓ ଛାଡିବା ସମୟରେ ନିଅନ୍ତୁ ରାତିରେ ଶୋଇବା ପୂର୍ବରୁ । ମାନସିକ ରୂପରେ ଆପଣ ଜପ ଗ୍ରହଣ କରିବେ । ଏହିଭଳି ମାତ୍ର ୧୧ଥର ଆପଣ କୁହନ୍ତୁ । ତା ପରେ ଆସ୍ତେ ଆସ୍ତେ ଶୟନ ର ଗଭୀର ସ୍ତର କୁ ଯାଆନ୍ତୁ । ଏହା ଦ୍ଵାରା ଆପଣଙ୍କର ଅନ୍ତସ୍ଥ ଅବଚେତନ ମନ ଯାହା କି ଜାଗୃତ ଅବସ୍ଥାରେ ଥାଏ ତାହା ମନସା ଉଚ୍ଚାରଣ କରି ସୋଇ ଯାଆନ୍ତୁ ।

ଏହା ଦ୍ଵାରା ଆପଣଙ୍କର ସବୁ ଅଧୁରା ଇଚ୍ଛା ପୁରା ପରମାତ୍ମା ଙ୍କ ନିକଟରେ ପହଞ୍ଚି ଯାଇଥାଏ । ଏହି କ୍ରିୟା କୁ ଯଦି ଆପଣ ନିଷ୍ଠା ଭକ୍ତି ସହକାରେ କରିବେ ନିଶ୍ଚୟ କିଛି ନ କିଛି ସନ୍ଦେଶ ମିଳିବ । ଏମିତି ହୋଇପାରେ ରାତିରେ ସ୍ଵପ୍ନ ରେ ଆପଣଙ୍କୁ କିଛି ସଂକେତ ମିଳିପାରେ ବା ସକାଳୁ ଅନ୍ୟ କାହା ଜରିଆରେ ମିଳିପାରେ । ଏମିତି ହୋଇପାରେ ମନ କିଛି ସନ୍ଦେଶ ଦେଇଥାଏ । ପ୍ରତେକ ରାତିରେ ଏହି ଉପାୟ କୁ କରନ୍ତୁ ।

ନିଶ୍ଚିନ୍ତ କୌଣସି ନା କୌଣସି ଦିନ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଏହା ଏକ ଅବଚେତନ ପ୍ରକ୍ରିୟା ଅଟେ ଯାହାକୁ ପ୍ରତେକ ବ୍ୟକ୍ତି ବୁଝିବା ଉଚିତ । ଏହି ପ୍ରକ୍ରିୟାକୁ ଆପଣ ଯେଉଁ ଭଳି ଭାବେ ବୁଝି ପାରିବେ ସେହିପରି ଭାବେ ପରମାତ୍ମା ଙ୍କ ସହ କନେକ୍ଟ ହୋଇପାରିବେ । ଯଦି ଆପଣ ଲୋଭାନ୍ଵିତ ହୋଇ ଏହି ପ୍ରକ୍ରିୟା କରିବେ ତେବେ କିଛି ଲାଭ ହେବ ନାହି । କାରଣ ଇଶ୍ଵର ସର୍ବ ବ୍ୟାପୀ ।

ସମସ୍ତଙ୍କ ଘଟ ସୂତ୍ର ରେ ଇଶ୍ଵର ହିଁ ଅଛନ୍ତି । ଯଦି ଆପଣଙ୍କର କାମନା କାହାର କ୍ଷତି ସାଧନ କରୁଥାଏ ତେବେ ତାହା କସ୍ମିନ କାଳେ ପୂର୍ଣ୍ଣ ହେବ ନାହି । ଏହି କାମନା ମାଧ୍ୟମରେ ଯେମିତି କାହାର କ୍ଷତି ନ ହେବ ତାହା ପ୍ରତି ଶାଶ୍ଵତ ହୁଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *